ସୋସିଆଲ ମିଡିଆରେ ଜାତି ଆଣ ମନ୍ତବ୍ୟକୁ ବିରୋଧ: ଆମ୍ବେଦକର ଫାଉଣ୍ଡେସନ ତରଫରୁ ଥାନାରେ ଏତଲା

ଅନୁଗୁଳ: ସୋସିଆଲ ମିଡିଆରେ ଜାତି ଆଣ ମନ୍ତବ୍ୟ ଦେଉଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ବାବା ସାହେବ ଆମ୍ବେଦକର ଫାଉଣ୍ଡେସନ ତରଫରୁ ଅନୁଗୁଳ ଥାନାରେ ଏତଲା ଦିଆଯାଇଛି। ସେମାନଙ୍କ ଅଭିଯୋଗ ମୁତାବକ, କିଛିଦିନ ହେଲା ଜଣେ ବ୍ୟକ୍ତି ଫେସବୁକ ସୋସିଆଲ ମିଡ଼ିଆ ମାଧ୍ୟମରେ…

Continue Readingସୋସିଆଲ ମିଡିଆରେ ଜାତି ଆଣ ମନ୍ତବ୍ୟକୁ ବିରୋଧ: ଆମ୍ବେଦକର ଫାଉଣ୍ଡେସନ ତରଫରୁ ଥାନାରେ ଏତଲା

ସାମ୍ବାଦିକ ଉପେନ୍ଦ୍ର କୁମାର ରାଉତଙ୍କୁ ଏଡିୟୁଜେ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ସାମ୍ବାଦିକ ଉପେନ୍ଦ୍ର କୁମାର ରାଉତଙ୍କ ପରଲୋକରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ଶୋକ ପ୍ରକାଶ କରିଛି। ଏ ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ସଂଘ କାର୍ଯ୍ୟକାରୀ ସଭାପତି ଜୟନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଏକ…

Continue Readingସାମ୍ବାଦିକ ଉପେନ୍ଦ୍ର କୁମାର ରାଉତଙ୍କୁ ଏଡିୟୁଜେ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ମିଶ୍ରଣ ପର୍ବ: ବିଜେଡିରେ ଯୋଗ ଦେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଅନୁଗୁଳ: ଆଜି ଅନୁଗୁଳ ବ୍ଲକ ୨ ନଂ ଜୋନ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କରଡ଼ାସିଂହ ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଧାୟକ ରଜନୀକାନ୍ତ…

Continue Readingମିଶ୍ରଣ ପର୍ବ: ବିଜେଡିରେ ଯୋଗ ଦେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ ପାଳିତ: ସୁସ୍ଥ ସମାଜ ଗଠନ ପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ ପାଳିତ ହୋଇଛି। ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ହେଉଛି “ସଭିଙ୍କ ପାଇଁ ସ୍ବାସ୍ଥ୍ୟସେବା, ପଦକ୍ଷେପର ସମୟ ଏବେ”। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ.ବିଶ୍ବବିହାରୀ…

Continue Readingସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ ପାଳିତ: ସୁସ୍ଥ ସମାଜ ଗଠନ ପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ

୭୬ ବର୍ଷରେ କବିତା ଲେଖୁଛନ୍ତି,ଗାଉଛନ୍ତି ସୁବର୍ଣ୍ଣ

ଅନୁଗୁଳ: ୭୬ ବର୍ଷ ବୟସରେ ସେ କବିତା ଲେଖୁଛନ୍ତି,ଆବୃତ୍ତି ବି କରୁଛନ୍ତି,ରାତିରେ ଭାବନ୍ତି ଦିନରେ ଲେଖନ୍ତି। ଦୁଇ ଦୁଇ ଖଣ୍ଡ ବହି ପ୍ରକାଶିତ ହୋଇସାରିଛି। ସେ କେବଳ ଜଣେ କବି ପ୍ରାଣ ମହିଳା ନୁହନ୍ତି ପରିବେଶ ସୁରକ୍ଷା ଦିଗରେ ସେ ଜଣେ…

Continue Reading୭୬ ବର୍ଷରେ କବିତା ଲେଖୁଛନ୍ତି,ଗାଉଛନ୍ତି ସୁବର୍ଣ୍ଣ

ଅନୁଗୁଳରେ ଶୀତ ପଶିଲା ପାରଦ ଖସିଲା

ଅନୁଗୁଳ: ଅନୁଗୁଳରେ ଚଳିତ ବର୍ଷ ପ୍ରଥମ ଶୀତ ଲହର ଅନୁଭୂତ ହୋଇଛି। ମଙ୍ଗଳବାର ସକାଳେ ଅନୁଗୁଳର ତାପମାତ୍ରା ସର୍ବନିମ୍ନ ୧୦.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଶୀତ ଆସିବା ସହ ବଜାରରେ ଶୀତ ବସ୍ତ୍ରର କାରବାର ବୃଦ୍ଧି ପାଇଛି। ଅନୁଗୁଳ ଜିଲ୍ଲାର…

Continue Readingଅନୁଗୁଳରେ ଶୀତ ପଶିଲା ପାରଦ ଖସିଲା

ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ସହ ୭ ଦଫା ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ/ତାଳଚେର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ସେମାନଙ୍କର ୭ ଦଫା ଦାବିକୁ ପୂରଣ କରିବା ପାଇଁ…

Continue Readingରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ସହ ୭ ଦଫା ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନେତାଙ୍କ ଘର ବାହୁଡ଼ା: ପଦ୍ମ ଛାଡ଼ି ପୁଣି ଶଙ୍ଖ ଧରିଲେ ଅନୁଗୁଳର ବରିଷ୍ଠ ନେତା ଦୁର୍ଗାଚରଣ ପ୍ରଧାନ

ଭୁବନେଶ୍ୱର : ଅନୁଗୁଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଳକର ୨୦୨୨ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଦୁର୍ଗାଚରଣ ପ୍ରଧାନ ଆଜି ଶଙ୍ଖଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଥିଲେ। ଏ ଅବସରରେ ଶ୍ରୀ…

Continue Readingନେତାଙ୍କ ଘର ବାହୁଡ଼ା: ପଦ୍ମ ଛାଡ଼ି ପୁଣି ଶଙ୍ଖ ଧରିଲେ ଅନୁଗୁଳର ବରିଷ୍ଠ ନେତା ଦୁର୍ଗାଚରଣ ପ୍ରଧାନ

ଘରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମରୁ ସୋମବାର ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସେହି ଗାଁର ମୁଙ୍ଗି ଓରଫ କାଳିଆ ପ୍ରଧାନ। ସୂଚନା ମୁତାବକ, ଗତ ୭ ତାରିଖ ଦିନ…

Continue Readingଘରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କୁଚ-ବିହାର ଟ୍ରଫିରେ ଅନୁଗୁଳ ବ୍ୟାଟରଙ୍କ କମାଲ: ଧୂଆଁଧାର ଦ୍ୱିଶତକ

ଅନୁଗୁଳ: ବରଗଡ଼ ଠାରେ ଚାଲିଥିବା ୧୯ ବର୍ଷରୁ କମ କୁଚ-ବିହାର ଟ୍ରଫିରେ ଓଡ଼ିଶାର ପ୍ରଦର୍ଶନ ଭଲ ନ ଥିଲେ ବି ଅନୁଗୁଳ ବ୍ୟାଟର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୫୦୩ /୭ ରନ କରିଥିବା ବେଳେ…

Continue Readingକୁଚ-ବିହାର ଟ୍ରଫିରେ ଅନୁଗୁଳ ବ୍ୟାଟରଙ୍କ କମାଲ: ଧୂଆଁଧାର ଦ୍ୱିଶତକ