ଡିପୋଜିଟ ହୋଇଥିବା ୯ ଲକ୍ଷ ଟଙ୍କା ବ୍ୟାଙ୍କରୁ ଗାଏବ, ଗ୍ରାହକ ହତାଶ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଛକରେ ଥିବା ଆଇସିଆଇସିଆଇ ବ୍ୟାଙ୍କରୁ ଜଣେ ହିତାଧିକାରୀଙ୍କ ଠାରୁ ୯ ଲକ୍ଷରୁ ଅଧିକ ଟଙ୍କା ହଡପ ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ମାସରେ ଆଇସିଆଇସିଆଇ ବ୍ୟାଙ୍କ…

Continue Readingଡିପୋଜିଟ ହୋଇଥିବା ୯ ଲକ୍ଷ ଟଙ୍କା ବ୍ୟାଙ୍କରୁ ଗାଏବ, ଗ୍ରାହକ ହତାଶ

ଜେଆରପିୱାଇ ପାଠ୍ୟକ୍ରମର ସାର୍ଟିଫିକେଟ ବଣ୍ଟନ ଉତ୍ସବ, ୫୯୫ ଜଣ ଶିକ୍ଷିତ ବେକାର ଯୁବକ ଯୁବତୀ ହେଲେ ଉପକୃତ

ଅନୁଗୁଳ: ସୋମବାର ସ୍ଥାନୀୟ ସଭା ଘରେ ଅନୁଗୁଳ ଖଣିଜ ପାଣ୍ଠି ଏବଂ ଓକେସିଏଲର ସହାଭାଗିତାରେ ଜିଲ୍ଲାର ୩ ଟି ଖଣି ପ୍ରଭାବିତ ବ୍ଲକରେ ଚାଲୁଥିବା ଜେଆରପିୱାଇ ପାଠ୍ୟକ୍ରମର ସାର୍ଟିଫିକେଟ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଲଳିତ…

Continue Readingଜେଆରପିୱାଇ ପାଠ୍ୟକ୍ରମର ସାର୍ଟିଫିକେଟ ବଣ୍ଟନ ଉତ୍ସବ, ୫୯୫ ଜଣ ଶିକ୍ଷିତ ବେକାର ଯୁବକ ଯୁବତୀ ହେଲେ ଉପକୃତ

ଅନୁଗୁଳ ଜିଲ୍ଲା ଆଦର୍ଶ ବିଦ୍ୟାଳୟକୁ ବସ ସେବା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଦାବି

ଅନୁଗୁଳ : ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲା ଖଣିଜ ପାଣ୍ଠିରୁ ମାଗଣା ବସ ସେବା ଯୋଗାଇ ଦେବା ନିମନ୍ତେ ଜିଲ୍ଲାର ଆଠଗୋଟି ଆଦର୍ଶ ବିଦ୍ୟାଳୟର ବହୁ ଅଭିଭାବକ ଏକତ୍ରିତ ହୋଇ ସୋମବାର ଜିଲ୍ଲାପାଳଙ୍କୁ ସମୂହ ଦାବିପତ୍ର…

Continue Readingଅନୁଗୁଳ ଜିଲ୍ଲା ଆଦର୍ଶ ବିଦ୍ୟାଳୟକୁ ବସ ସେବା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଦାବି

ଡାକ୍ତରଖାନାରେ ରୋଗୀ ସୁରକ୍ଷାକର୍ମୀ ହାତାହାତି: ଫାଣ୍ଡିରେ ଏତାଲା

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ସାଢେ ତିନିଟା ବେଳେ ଅନୁଗୁଳ ଡାକ୍ତରଖାନା ପରିସରରେ ରୋଗୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଉଚ୍ଚବାଚ ସାଙ୍ଗକୁ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଜଣେ ନିଜକୁ ରୋଗୀ ଏବଂ ଏକ୍ସ ଆର୍ମି ଲୋକ କହି ବାଇକ ଆଣି…

Continue Readingଡାକ୍ତରଖାନାରେ ରୋଗୀ ସୁରକ୍ଷାକର୍ମୀ ହାତାହାତି: ଫାଣ୍ଡିରେ ଏତାଲା

ନିଖିଳ ଉତ୍କଳ ଷୋଳପଦା ପ୍ରଗଣା ଇଚ୍ଛାପୁର ଚଷା ସମାଜର ବାର୍ଷିକ ସମ୍ମିଳନୀ, କୃଷକଙ୍କ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱ

ବଇଣ୍ଡା : କିଶୋରନଗର ବ୍ଲକ ମଧପୁର ଆମ୍ବତୋଟା ପରିସରରେ ନିଖିଳ ଉତ୍କଳ ଷୋଳପଦା ପ୍ରଗଣା ଇଚ୍ଛାପୁର ଚଷା ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏ ଅବସରରେ କୃଷକଙ୍କ ସମସ୍ୟାର କିଭଳି ସମାଧାନ ହେବ ସେ ନେଇ ସମସ୍ତେ ଏକ ଜୁଟ…

Continue Readingନିଖିଳ ଉତ୍କଳ ଷୋଳପଦା ପ୍ରଗଣା ଇଚ୍ଛାପୁର ଚଷା ସମାଜର ବାର୍ଷିକ ସମ୍ମିଳନୀ, କୃଷକଙ୍କ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱ

ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ଭଲ ମଣିଷ ହେବାକୁ ପରାମର୍ଶ

ବଇଣ୍ଡା: କିଶୋରନଗର ବ୍ଲକ ଅଙ୍ଗପଡା ହାଇସ୍କୁଲ ପରିସରରେ ପଞ୍ଚାୟତ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୈଲୋକ୍ୟ ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ…

Continue Readingମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ଭଲ ମଣିଷ ହେବାକୁ ପରାମର୍ଶ

ଦରମା ବୃଦ୍ଧି ଦାବି: କଳାବ୍ୟାଚ ପରିଧାନ କଲେ କନିଷ୍ଠ ସହାୟକ କର୍ମଚାରୀ

କଣିହାଁ: ଅନୁଗୁଳ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆବାହକ ପ୍ୟାରୀମୋହନ ପ୍ରଧାନ ଓ ଅଧ୍ୟକ୍ଷ ଲଳିତ ମୋହନ ବେହେରାଙ୍କ ନିର୍ଦ୍ଦେଶରେ କଣିହାଁ ବ୍ଲକ ଓ ତହସିଲ ଅଧୀନରେ କନିଷ୍ଠ ସହାୟକ କଳାବ୍ୟାଚ ପରିଧାନ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେମାନେ କାର୍ଯ୍ୟାଳୟରେ…

Continue Readingଦରମା ବୃଦ୍ଧି ଦାବି: କଳାବ୍ୟାଚ ପରିଧାନ କଲେ କନିଷ୍ଠ ସହାୟକ କର୍ମଚାରୀ

ଜେଇଙ୍କ ମନମୁଖୀ ଶାସନ ପାଇଁ ଅଟକିଛି ଉନ୍ନତିମୂଳକ କାର୍ଯ୍ୟ, ବଦଳି ଦାବି କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବସଲା ସରପଞ୍ଚ

ଅନୁଗୁଳ: ଜେଇଙ୍କର ମନମୁଖୀ ଶାସନ ପାଇଁ ଉନ୍ନତି କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ଏ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅନୁଗୁଳ ଜିଲ୍ଲା ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ। ତାଙ୍କ କଥାକୁ ଜେଇ ନ ଶୁଣି ମନ ଇଚ୍ଛା କାମ କରୁଛନ୍ତି।…

Continue Readingଜେଇଙ୍କ ମନମୁଖୀ ଶାସନ ପାଇଁ ଅଟକିଛି ଉନ୍ନତିମୂଳକ କାର୍ଯ୍ୟ, ବଦଳି ଦାବି କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବସଲା ସରପଞ୍ଚ

କ୍ରୀଡାସଂସଦର ସମ୍ପାଦକ ପାଇଁ ଭୋଟ କାଲି

ଅନୁଗୁଳ: ଦୀର୍ଘ ବର୍ଷର ବ୍ୟବଧାନ ପରେ କାଲି ଅନୁଗୁଳ କ୍ରୀଡା ସଂସଦର ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସଂସଦର ସଭାପତି ଜିଲ୍ଲାପାଳ ହୋଇଥିବା ବେଳେ ସାଧାରଣ ସମ୍ପାଦକ ପାଇଁ ଦୁଇ ଜଣଙ୍କ ମଧ୍ୟରେ ଭୋଟ ଲଢେ଼ଇ…

Continue Readingକ୍ରୀଡାସଂସଦର ସମ୍ପାଦକ ପାଇଁ ଭୋଟ କାଲି

ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛି ପୋଲିସ, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦୁଆରେ ବିନତି କରୁଛନ୍ତି ପୀଡି଼ତା

ଅନୁଗୁଳ: ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛି। ଏଭଳି ସଙ୍ଗୀନ ଅଭିଯୋଗ ଆଣି ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହିଳା। ଏତଲା ପରେ ବି ଆପୋଷ ବୁଝାମଣା କରି ସମାଧାନ ପାଇଁ କହିବା ସହିତ ଏତଲା ଫେରସ୍ତ ନେବାକୁ ଧମକ ଦେଉଛି…

Continue Readingଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛି ପୋଲିସ, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦୁଆରେ ବିନତି କରୁଛନ୍ତି ପୀଡି଼ତା