କ୍ଷତି ପୂରଣ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଫୁଲପଡା ପାୱାର ଗ୍ରୀଡ ପାଇଁ ଜାଗା ଦେଇଥିବା ଗାଁ ଲୋକ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ପାୱାର ଗ୍ରୀଡ ପାଇଁ ଜାଗା ଦେଇଥିବା ଲୋକେ କ୍ଷତି ପୂରଣ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି। ସୂଚନା ମୁତାବକ, ଫୁଲପଡା ଅଞ୍ଚଳରେ ହୋଇଥିବା ପାୱାର ଗ୍ରୀଡ ସବ ଷ୍ଟେସନ…

Continue Readingକ୍ଷତି ପୂରଣ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଫୁଲପଡା ପାୱାର ଗ୍ରୀଡ ପାଇଁ ଜାଗା ଦେଇଥିବା ଗାଁ ଲୋକ

ଖୁସି ଖବର! ଏମବିବିଏସ ପଢ଼ି ଡାକ୍ତରାଣୀ ହେଲେ ଆଠମଲ୍ଲିକର ଝିଅ ଶୁଭଲକ୍ଷ୍ମୀ

ଆଠମଲ୍ଲିକ: ଆଠମଲ୍ଲିକର ବରିଷ୍ଠ ଆଇନଜୀବୀ ବାମନ କୁମାର ମିଶ୍ର ଓ ଶୈଳବାଳା ମିଶ୍ରଙ୍କ କନ୍ୟା ଶୁଭଲକ୍ଷ୍ମୀ ମିଶ୍ର ବୁର୍ଲା ସରକାରୀ ମେଡିକାଲ କଲେଜରେ ୫ ବର୍ଷ ଡାକ୍ତରୀ ଶିକ୍ଷା ଅଧ୍ୟୟନ କରିସାରି ସ୍ୱର୍ଣ୍ଣ ପଦକ ସହ ଏମବିବିଏସ ଡିଗ୍ରୀ ହାସଲ କରିଛି।…

Continue Readingଖୁସି ଖବର! ଏମବିବିଏସ ପଢ଼ି ଡାକ୍ତରାଣୀ ହେଲେ ଆଠମଲ୍ଲିକର ଝିଅ ଶୁଭଲକ୍ଷ୍ମୀ

କୂଅରେ ଖସି ପଡ଼ିଲେ ମହିଳା, ଉଦ୍ଧାର କଲା ଦମକଳ ବାହିନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀ ଗ୍ରାମର ଏକ କୂଅରେ ଜଣେ ମହିଳା ଖସି ପଡ଼ିଥିବା ବେଳେ ତାଙ୍କୁ ଦମକଳ ବାହିନୀ ଉଦ୍ଧାର କରିଛି। ସୂଚନା ମୁତାବକ, ସନ୍ତ୍ରୀ ଗ୍ରାମକୁ ଆସିଥିବା ଜଣେ ମହିଳା କୂଅରେ କୌଣସି କାରଣରୁ ଖସି…

Continue Readingକୂଅରେ ଖସି ପଡ଼ିଲେ ମହିଳା, ଉଦ୍ଧାର କଲା ଦମକଳ ବାହିନୀ

ଦରମା ପାଇଁ ସ୍କୁଲ ଗେଟରେ ତାଲା ପକାଇଲେ ମାଳି, ଟଙ୍କା ପାଇବା ପରେ ଘଣ୍ଟାଏ ପରେ କ୍ଲାସକୁ ଗଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ପଞ୍ଚାୟତର ଅରାହାଟ ଶିକ ସାହିରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ଜଣେ ବ୍ୟକ୍ତି ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି। ଫଳରେ ପିଲାମାନେ ଘଣ୍ଟା ଘଣ୍ଟା ଧରି ବାହାରେ…

Continue Readingଦରମା ପାଇଁ ସ୍କୁଲ ଗେଟରେ ତାଲା ପକାଇଲେ ମାଳି, ଟଙ୍କା ପାଇବା ପରେ ଘଣ୍ଟାଏ ପରେ କ୍ଲାସକୁ ଗଲେ ଛାତ୍ରଛାତ୍ରୀ

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେଣ୍ହିପଦା ଥାନା ଅଞ୍ଚଳର ଜଣେ ଜଣେ ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସୋମବାର ୩ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗତ ଅକ୍ଟୋବର ମାସରେ ଛେଣ୍ଡିପଦା ଥାନା ଅଞ୍ଚଳରୁ ଜଣେ ୧୬ ବର୍ଷର…

Continue Readingନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

ହାଟରୁ ମୋବାଇଲ ଫୋନ୍ ଚୋରିକରି ନାବାଳକଙ୍କସହ ୫ ଗିରଫ

ଅନୁଗୁଳ:ଅନୁଗୁଳ ଟାଉନ୍ ପୋଲିସକୁ ମଳିଛି ବଡ଼ ସଫଳତା। ଜିଲ୍ଲାର ବିଭିନ୍ନ ହାଟରୁ ମୋବାଇଲ ଚୋରି କରୁଥିବା ଏକ ୫ ଜଣିଆ ଗ୍ୟାଙ୍ଗକୁ ରବିବାର କାବୁ କରିବାରେ ସଫଳ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ଅନୁଗୁଳ ସାପ୍ତାହିକ ହାଟରେ ନିମାଇଁ…

Continue Readingହାଟରୁ ମୋବାଇଲ ଫୋନ୍ ଚୋରିକରି ନାବାଳକଙ୍କସହ ୫ ଗିରଫ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ଦାଖଲ ହେଲା ୪୬ ଅଭିଯୋଗ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ଜିଲ୍ଲା ସ୍ତରୀୟମିଳିତ ଜନ ଶୁଣାଣି ଶିବିର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦାଖଲ ହୋଇଥିବା ସମୁଦାୟ ୪୬ଟି ଅଭିଯୋଗରୁ ୪୨ଟି ବ୍ୟକ୍ତିଗତ ଓ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ଦାଖଲ ହେଲା ୪୬ ଅଭିଯୋଗ

୧୨ ଘଣ୍ଟା ଧରି ନାଲକୋର ନିଜସ୍ୱ ରେଳପଥ ଅବରୋଧ କଲେ କ୍ଷତିଗ୍ରସ୍ତ ପ୍ରଜା

ଅନୁଗୁଳ : ଅନୁଗୁଳ ଜିଲ୍ଲାର ବିକ୍ରମପୁର ଥାନା କର୍ଣ୍ଣପୁର ଗାଁ ଦେଇ ଯାଇଥିବା ନାଲକୋର ନିଜସ୍ୱ ରେଳ ପଥକୁ ଆଜି ଜମିହାର ପ୍ରଜା ଓ ନାଲକୋ ସ୍ପୋନ୍ସର LAP ITI କ୍ଷତିଗ୍ରସ୍ତ ପ୍ରଜା ସଂଘ ଅବରୋଧ କରିଛନ୍ତି। ୧୨ ଘଣ୍ଟା ଧରି…

Continue Reading୧୨ ଘଣ୍ଟା ଧରି ନାଲକୋର ନିଜସ୍ୱ ରେଳପଥ ଅବରୋଧ କଲେ କ୍ଷତିଗ୍ରସ୍ତ ପ୍ରଜା

ବିନା ଅନୁମତିରେ ଚାଷ ଜମିରେ ଖୋଳାଯାଇଛି କେନାଲ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କ୍ଷେତ ମାଲିକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡ଼ କନ୍ତକୁଳ ପଞ୍ଚାୟତ କଞ୍ଜା ଗାଁର ବୁଦ୍ଧଦେବ ପ୍ରଧାନଙ୍କ ଚାଷ ଜମିରେ କେନାଲ ଖୋଳା ଯାଉଥିବାରୁ ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, କଞ୍ଜା ଗ୍ରାମର ବୁଦ୍ଧଦେବ ପ୍ରଧାନଙ୍କ ଚାଷ ଜମି ଖାତା…

Continue Readingବିନା ଅନୁମତିରେ ଚାଷ ଜମିରେ ଖୋଳାଯାଇଛି କେନାଲ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କ୍ଷେତ ମାଲିକ

ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ଖାତା ଦେଖା, ମେ’ ସୁଦ୍ଧା ପ୍ରକାଶ ପାଇବ ଫଳ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ର ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ। ପ୍ରଥମ ପର୍ଯ୍ୟାୟ ଖାତା ଦେଖା ସୋମବାରଠୁ ଆରମ୍ଭ ହୋଇ ୨୨ ତାରିଖରେ ସରିବ। ଖାତା ମୂଲ୍ୟାୟନ ପାଇଁ ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍…

Continue Readingଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ଖାତା ଦେଖା, ମେ’ ସୁଦ୍ଧା ପ୍ରକାଶ ପାଇବ ଫଳ