କଣିହାଁ ବ୍ଲକରେ ୫ ଦିନିଆ ଦୀର୍ଘସ୍ଥାୟୀ ବିକାଶ ତାଲିମ୍ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଆୟୋଜିତ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସ୍ଥିତ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ୫ ଦିନିଆ ପଞ୍ଚାୟତ ଦୀର୍ଘସ୍ଥାୟୀ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ,…

Continue Readingକଣିହାଁ ବ୍ଲକରେ ୫ ଦିନିଆ ଦୀର୍ଘସ୍ଥାୟୀ ବିକାଶ ତାଲିମ୍ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଆୟୋଜିତ

ଦୁଇଦିନିଆ ଗସ୍ତରେ ଢେଙ୍କାନାଳ ଓ ଅନୁଗୁଳ ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଅନୁଗୁଳ : ଦୁଇଦିନିଆ ଗସ୍ତରେ ଢେଙ୍କାନାଳ ଓ ଅନୁଗୁଳ ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ବିଜେପିର ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟ ଆସନ୍ତା ଜୁଲାଇ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଅବିଭକ୍ତ ଢେଙ୍କାନାଳ…

Continue Readingଦୁଇଦିନିଆ ଗସ୍ତରେ ଢେଙ୍କାନାଳ ଓ ଅନୁଗୁଳ ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଅଦ୍ଭୁତ ଘଟଣା! ବିନା କାରଣରେ ନିମ ଗଛରୁ ବାହାରୁଛି ନିଆଁ

ଅନୁଗୁଳ : ସ୍ଥାନୀୟ ବଣିଆବାହାଳ ୯ ନମ୍ଵର ୱାର୍ଡ ରାସ୍ତା କଡ଼ରେ ଥିବା ଏକ ନିମ ଗଛରୁ ହଠାତ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ଏହି ନିଆଁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି। ସୂଚନାଯୋଗ୍ୟ ଯେ ଗତକାଲି ରାତି ୯…

Continue Readingଅଦ୍ଭୁତ ଘଟଣା! ବିନା କାରଣରେ ନିମ ଗଛରୁ ବାହାରୁଛି ନିଆଁ

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳସ୍ଥିତ ନିର୍ମାଣାଧୀନ ପାଣି ଟାଙ୍କି ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ପାଳଲହଡ଼ା ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମ ଗୋଛାୟତ ସାହିର ଜିତୁ ଗୋଛାୟତ (୨୨)। ଆଜି ସକାଳୁ ସ୍ଥାନୀୟ…

Continue Readingଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବିଭିନ୍ନ ଦାବି ପୂରଣ ପାଇଁ କଳା ବ୍ୟାଜ୍ ପିନ୍ଧି ବିକ୍ଷୋଭରେ ବସିଛନ୍ତି କଣିହାଁ ବ୍ଲକ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ବିଭିନ୍ନ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଟାଳଟୂଳ ନୀତି ଗ୍ରହଣ କରୁଛନ୍ତି ଅଭିଯୋଗ କରି କଳା ବ୍ୟାଜ୍ ପିନ୍ଧିଛନ୍ତି…

Continue Readingବିଭିନ୍ନ ଦାବି ପୂରଣ ପାଇଁ କଳା ବ୍ୟାଜ୍ ପିନ୍ଧି ବିକ୍ଷୋଭରେ ବସିଛନ୍ତି କଣିହାଁ ବ୍ଲକ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ

ନାବାଳିକା ଅପହରଣ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଜନୈକା ନାବାଳିକା ଅପହରଣ ଅଭିଯୋଗରେ ପୁଲିସ ଶୁକ୍ରବାର ୨ ଜଣ ଯୁବକଙ୍କୁ ଗିରଫ କରିଛି । ସୂଚନା ଯେ, ଗତ ମଙ୍ଗଳବାର ସକାଳେ ନାବାଳିକା ସ୍କୁଲ୍ ଯାଇଥିଲା।ହେଲେ ରାସ୍ତାରୁ ଷଣ୍ଢପାଳ ଗାଁର…

Continue Readingନାବାଳିକା ଅପହରଣ, ୨ ଗିରଫ

ବୀମା କମ୍ପାନୀର ଅବହେଳା, ୟୁନାଇଟେଡ ଇଣ୍ଡିଆ ଇନ୍ସ୍ୟୁରାନସ୍‌କୁ ୫୦ ଲକ୍ଷ ଜରିମାନା

ଅନୁଗୁଳ: ବୀମା ଦେୟ ନ ଦେଇ ଟାଳଟୁଳ ନୀତି ଧରିବା ଯୋଗୁଁ ଅନୁଗୁଳ ୟୁନାଇଟେଡ ଇଣ୍ଡିଆ ଇନ୍ସ୍ୟୁରାନସ୍‌ ‌କମ୍ପାନୀକୁ ଅନୁଗୁଳ ଖାଉଟି ବିବାଦ ବିଚାର ମଞ୍ଚ‌ ୫୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଘଟଣାରୁ ପ୍ରକାଶ ଯେ,୨୩.୮.୨୧ ରେ କୁଇଓ ତାଳତଇଲାର…

Continue Readingବୀମା କମ୍ପାନୀର ଅବହେଳା, ୟୁନାଇଟେଡ ଇଣ୍ଡିଆ ଇନ୍ସ୍ୟୁରାନସ୍‌କୁ ୫୦ ଲକ୍ଷ ଜରିମାନା

ଆନନ୍ଦ ମାର୍ଗ ତରଫରୁ ତ୍ରିଦିବସୀୟ ସେମିନାର ଓ ଯୋଗ ଶିବିର ଉଦଘାଟିତ

ଅନୁଗୁଳ: ଆନନ୍ଦ ମାର୍ଗ ପ୍ରଚାରକ ସଙ୍ଘ ତରଫରୁ ତ୍ରି ଦିବସୀୟ ସେମିନାର ତଥା ଯୋଗ ପ୍ରଶିକ୍ଷଣ ଶିବିର ଅନୁଗୁଳ ସ୍ଥିତ ଏଞ୍ଜେଲ ବିଙ୍ଗ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ହେଉଛି। ଏଥିରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଆଚାର୍ଯ୍ୟ ପ୍ରିୟ ତୋସାନନ୍ଦ ଅବଧୁତ…

Continue Readingଆନନ୍ଦ ମାର୍ଗ ତରଫରୁ ତ୍ରିଦିବସୀୟ ସେମିନାର ଓ ଯୋଗ ଶିବିର ଉଦଘାଟିତ

ନିଜ ଅଞ୍ଚଳରେ ରାସନ ସାମଗ୍ରୀ ଦେବାକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ହୁଲୁରିସିଂହା ୱାର୍ଡ ବାସୀ

ଅନୁଗୁଳ: ନିଜ ଅଞ୍ଚଳରେ ରାସନ ସାମଗ୍ରୀ ଦେବାକୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଅନୁଗୁଳ ପୌରପାଳିକାର ହୁଲୁରିସିଂହା ୭/୮ ନମ୍ବର ୱାର୍ଡ ବାସୀ। ସୂଚନାଯୋଗ୍ୟ ଯେ, ୭/୮ ନମ୍ବର ୱାର୍ଡର କାଉନସିଲର କୈଳାସ ଚନ୍ଦ୍ର ପ୍ରଧାନ, ନିରଞ୍ଜନ କରଙ୍କୁ ନେତୃତ୍ୱରେ…

Continue Readingନିଜ ଅଞ୍ଚଳରେ ରାସନ ସାମଗ୍ରୀ ଦେବାକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ହୁଲୁରିସିଂହା ୱାର୍ଡ ବାସୀ

ସାପ କାମୁଡ଼ାରେ ନାବାଳକ ମୃତ, ପରିବାରରେ ଶୋକର ଛାୟା

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗାଁରେ ସାପ କାମୁଡ଼ାରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଦେବାନନ୍ଦ ନାଏକଙ୍କ ପୁଅ ମିଥିଳେଶ ନାଏକ (୬)। ମିଥିଳେଶଙ୍କୁ ସାପ କାମୁଡ଼ିଥିବା ବିଷୟରେ ଘର ଲୋକ ଜାଣିବା ପରେ ଜିଲ୍ଲା ମୁଖ୍ୟ…

Continue Readingସାପ କାମୁଡ଼ାରେ ନାବାଳକ ମୃତ, ପରିବାରରେ ଶୋକର ଛାୟା