ଅନୁଗୁଳରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଅନୁଗୁଳ: ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସକାଳେ ଓମ୍‌ସା ସାଧାରଣ ସମ୍ପାଦକ ଡା ବିଶ୍ୱଜିତ ସାମଲଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଏଥିରେ ନର୍ସିଂ ଛାତ୍ରୀଙ୍କ…

Continue Readingଅନୁଗୁଳରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ବଜାରରେ ଆନ୍ଧ୍ର ଆମ୍ବର ପସରା, କିଲୋ ପିଛା ଦର ରହିଛି ୧୮୦ ରୁ ୨୦୦ ଟଙ୍କା

ଭୁବନେଶ୍ବର: ଖରାଦିନ ଆରମ୍ଭ ସହ ବଜାରରେ ଜମିଲାଣି ଆମ୍ବର ଆସର। ବଜାରକୁ ଆସିଲାଣି ସୁନ୍ଦରୀ, ଅର୍କ, ଗୁଲାପଖସ ଭଳି ଏକାଧିକ ପ୍ରକାରର ଆମ୍ବ। ସପ୍ତାହେ ହେଲାଣି ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରୁ ଆସି ବଜାରକୁ କବ୍‌ଜା କଲାଣି ଏହି ପ୍ରଜାତିର ଆମ୍ବ। ଏହି…

Continue Readingବଜାରରେ ଆନ୍ଧ୍ର ଆମ୍ବର ପସରା, କିଲୋ ପିଛା ଦର ରହିଛି ୧୮୦ ରୁ ୨୦୦ ଟଙ୍କା

ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପ୍ରସଙ୍ଗ: ପୂର୍ବପୁରୁଷଙ୍କୁ ଅସମ୍ମାନ ନ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ ଅନୁଗୁଳର ଗୋପବନ୍ଧୁ ପାର୍କରେ ସ୍ଥାପନା ନେଇ ଉପୁଜିଥିବା ବିବାଦକୁ ନେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

Continue Readingନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପ୍ରସଙ୍ଗ: ପୂର୍ବପୁରୁଷଙ୍କୁ ଅସମ୍ମାନ ନ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ

ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିବାଦ ଘଟଣା: ଅନୁଗୁଳ ବାଜିରାଉତ ଛାତ୍ରାବାସରେ ୮ଜଣିଆ ଟିମ୍

ଅନୁଗୁଳ: ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିବାଦ ଘଟଣା ପରେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ସଚିବ ତଥା ନିର୍ଦେଶକ ସଂସ୍କୃତି ବିଭାଗ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ଓବିସିସିର ପରିଚାଳନା ନିର୍ଦ୍ଦେଶକ, ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ…

Continue Readingନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିବାଦ ଘଟଣା: ଅନୁଗୁଳ ବାଜିରାଉତ ଛାତ୍ରାବାସରେ ୮ଜଣିଆ ଟିମ୍

ଲକ୍ଷ୍ମୀ ହୋଣ୍ଡାରେ ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳିତ, ନିୟମ ମାନି ଗାଡ଼ି ଚଳାଇବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳସ୍ଥିତ ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାଠାରେ ବୁଧବାର ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ (ଜିରୋ ଫଟାଲିଟି ସପ୍ତାହ) ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳର ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ…

Continue Readingଲକ୍ଷ୍ମୀ ହୋଣ୍ଡାରେ ଶୂନ୍ୟ ସଡ଼କ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳିତ, ନିୟମ ମାନି ଗାଡ଼ି ଚଳାଇବାକୁ ପରାମର୍ଶ

ଆଜିଠୁ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଆରମ୍ଭ, ଅଗ୍ନିସ୍ୱରୂପାଙ୍କ ଦର୍ଶନ ପାଇଁ ପହଞ୍ଚିଲେ ୩ ଲକ୍ଷରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ

ତାଳଚେର: ଆଜିଠୁ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଓ ୧୯ତମ ଲୋକ ମହୋତ୍ସବ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଆରମ୍ଭ ହୋଇଛି। ନଅଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାରେ ପ୍ରାୟ ତିନି ଲକ୍ଷରୁ ଅଧିକ…

Continue Readingଆଜିଠୁ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଆରମ୍ଭ, ଅଗ୍ନିସ୍ୱରୂପାଙ୍କ ଦର୍ଶନ ପାଇଁ ପହଞ୍ଚିଲେ ୩ ଲକ୍ଷରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ

ଏପ୍ରିଲ ୭ରୁ ନୂତନ ବସ୍ ଟର୍ମିନାଲରେ ପାର୍କିଂ ହେବ ଯାତ୍ରୀବାହୀ ଗାଡ଼ି, ଜିଲ୍ଲାପାଳ ଦେଲେ କଡ଼ା ନିର୍ଦ୍ଦେଶ

ଅନୁଗୁଳ: ମୋଟର ଯାନ ଆଇନ୍ ୧୯୮୮ର ପରିଚ୍ଛେଦ ୧୧୭ ଏବଂ ଓଡ଼ିଶା ମୋଟର ଯାନ ଆଇନ୍ ୧୯୭୬ର ଧାରା ୧୭୩ ଅନୁଯାୟୀ ଯାତ୍ରୀ ପରିବହନ କରୁଥିବା ସମସ୍ତ ଗାଡି ଏପ୍ରିଲ ୭ ଠାରୁ ୱାର୍ଡ ନମ୍ବର ୧୫ ତମ୍ରିତ କଲୋନୀସ୍ଥିତ ନୂତନ…

Continue Readingଏପ୍ରିଲ ୭ରୁ ନୂତନ ବସ୍ ଟର୍ମିନାଲରେ ପାର୍କିଂ ହେବ ଯାତ୍ରୀବାହୀ ଗାଡ଼ି, ଜିଲ୍ଲାପାଳ ଦେଲେ କଡ଼ା ନିର୍ଦ୍ଦେଶ

ନବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତିକୁ ନେଇ ବିବାଦ, ଥାନାରେ ଏତଲା ଦେଲେ ଆଇନଜୀବୀ

ଅନୁଗୁଳ: ଅନୁଗୁଳ ଗୋପବନ୍ଧୁ ପାର୍କରେ ସ୍ଥାପିତ ନବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତିକୁ ନେଇ ବିବାଦ ଜୋର ଧରିଛି। ଜିଲ୍ଲାର ସବୁ ମହଲରେ ଏହାକୁ ବିରୋଧ କରାଯାଇଛି। ନବକୃଷ୍ଣ ଚୌଧୁରୀ ଜଣେ ଗାନ୍ଧି ବାଦୀ ନେତା ଥିଲେ। ସେ ସବୁ…

Continue Readingନବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତିକୁ ନେଇ ବିବାଦ, ଥାନାରେ ଏତଲା ଦେଲେ ଆଇନଜୀବୀ

କଳମଛୁଇଁ ଶିଶୁମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଆୟୋଜିତ

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଦ୍ୟାଳୟର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ଓ କୋଷାଧ୍ୟକ୍ଷ…

Continue Readingକଳମଛୁଇଁ ଶିଶୁମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଆୟୋଜିତ

ସମ୍ପର୍କୀୟ ଭାଣିଜୀଙ୍କୁ ଅପହରଣକରି ମାମୁ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକା ସମ୍ପର୍କୀୟ ଭାଣିଜୀଙ୍କୁ ଅପହରଣ କରି ତାଙ୍କ ମାମୁଁ ଗିରଫ ହୋଇଛନ୍ତି। ସୂଚନା ଯେ, ଗତ ୩୧ ତାରିଖରେ ଜରପଡ଼ା ଥାନା ଅନ୍ତର୍ଗତ ଜେରେଙ୍ଗ ଗାଁର ଲିଙ୍କୁନ…

Continue Readingସମ୍ପର୍କୀୟ ଭାଣିଜୀଙ୍କୁ ଅପହରଣକରି ମାମୁ ଗିରଫ