ପାଣି ଟ୍ୟାପ ସ୍ଥାନାନ୍ତର ପାଇଁ ମନା କରିବାରୁ ୭ ପରିବାରକୁ ନିଆଁ ପାଣି ବାସନ୍ଦ, ସ୍କୁଲ ଯିବାକୁ ବି କଲେ ବାରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ପଞ୍ଚାୟତର ପନ୍ଦରଭରଣିଆ ଗ୍ରାମରେ ୭ ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି। ଗ୍ରାମ ସଭା ଏହି ନିଷ୍ପତ୍ତି ଶୁଣାଇଛି। ସୂଚନା ଅନୁଯାୟୀ ବାସନ୍ଦ ହୋଇଥିବା ସାତ ପରିବାର ଲକ୍ଷ୍ମଣ ଭୁତିଆ,…

Continue Readingପାଣି ଟ୍ୟାପ ସ୍ଥାନାନ୍ତର ପାଇଁ ମନା କରିବାରୁ ୭ ପରିବାରକୁ ନିଆଁ ପାଣି ବାସନ୍ଦ, ସ୍କୁଲ ଯିବାକୁ ବି କଲେ ବାରଣ

ପାଞ୍ଚ ଦଫା ଦାବି ନେଇ ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଗଣଧାରଣା ଦିଆଯାଇଛି। ସୂଚନା ମୁତାବକ, ପାଞ୍ଚ ଦଫା ଦାବି ନେଇ ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ୍ ନିକଟରୁ ଏକ ଶୋଭାଯାତ୍ରା…

Continue Readingପାଞ୍ଚ ଦଫା ଦାବି ନେଇ ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା

ଛେଳି ଗିଳୁଥିବା ବେଳେ ବିରାଟ ଅଜଗର ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ଗାଁ ଲୋକ

ଅନୁଗୁଳ: ପୁରୁଣାଗଡ଼ ବନମାଳୀ ମଠ ନିକଟ ସରଧପୁର ଗାଁରୁ ଆଜି ବନ ବିଭାଗ ଏକ ବିରାଟ ଅଜଗରକୁ ଉଦ୍ଧାର କରିଛି। ଅଜଗରଟି ଏକ ଛେଳି ଗିଳୁଥିବା ବେଳେ ଜଣେ ଯୁବକ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ମୁତାବକ, ଗାଁର…

Continue Readingଛେଳି ଗିଳୁଥିବା ବେଳେ ବିରାଟ ଅଜଗର ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ଗାଁ ଲୋକ

ପ୍ରିପେଡ୍ ମିଟର ବ୍ୟବସ୍ଥାକୁ ବିରୋଧ ଓ କର୍ମଚାରୀଙ୍କୁ ରେଗୁଲାର କରିବାକୁ ଆନ୍ଦୋଳନ କରିବେ ବିଦ୍ୟୁତ୍ କର୍ମଚାରୀ ସଂଘ

ଅନୁଗୁଳ: ଆଜି ପୂର୍ବାହ୍ନରେ ବାବା ଚମ୍ପେଶ୍ଵର ବିଦ୍ୟୁତ୍ କର୍ମଚାରୀ ସଂଘର ଆହ୍ବାନରେ ଏକ ସଭା ସହର ଉପକଣ୍ଠସ୍ଥ ସରଧାପୁର ଠାରେ ଅନୁଷ୍ଠିତ ହୋଇଛି। ସଂଘର ସାଧାରଣ ସମ୍ପାଦକ ଦୀପକ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ରଜତ…

Continue Readingପ୍ରିପେଡ୍ ମିଟର ବ୍ୟବସ୍ଥାକୁ ବିରୋଧ ଓ କର୍ମଚାରୀଙ୍କୁ ରେଗୁଲାର କରିବାକୁ ଆନ୍ଦୋଳନ କରିବେ ବିଦ୍ୟୁତ୍ କର୍ମଚାରୀ ସଂଘ

ଅନୁଗୁଳରେ ବ୍ୟାପୁଛି ଆଖିଧରା

ଅନୁଗୁଳ: ବର୍ଷା ଋତୁ ଆରମ୍ଭରୁ ଚଳିତ ବର୍ଷ ଅନୁଗୁଳରେ ଆଖିଧରା ବ୍ୟାପିଲାଣି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ୩୦ ରୁ ୫୦ ଆଖିଧରା ରୋଗୀ ଆସୁଛନ୍ତି। ସେହିଭଳି ଘରୋଇ କ୍ଲିନିକକୁ ମଧ୍ୟ ବହୁ ସଂଖ୍ୟାରେ ଆଖିଧରା ରୋଗୀ ଆସୁଥିବା ଦେଖିବାକୁ…

Continue Readingଅନୁଗୁଳରେ ବ୍ୟାପୁଛି ଆଖିଧରା

ପୌରପାଳିକା ଚେତିଲା,ରାଜାଙ୍କ ହାତରେ ଖଣ୍ଡା ଲାଗିଲା

ଅନୁଗୁଳ: ଅନୁଗୁଳର ଶେଷ ସ୍ୱାଧୀନ ରାଜା ସୋମନାଥ ସିଂହଙ୍କ ପୁରୁଣା ବସ ଷ୍ଟାଣ୍ଡରେ ଥିବା ପ୍ରତିମୂର୍ତ୍ତୀରେ ଲାଗିଥିବା ଖଣ୍ଡା ଟି ଭାଙ୍ଗି ଯାଇଥିଲା। ଗତ ଦୁଇସପ୍ତାହ ଧରି ପ୍ରତିମୂର୍ତ୍ତି ଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ବେଳେ ସହର ବୁଦ୍ଧିଜୀବି,ସାହି ମୂରବୀ ଏବଂ…

Continue Readingପୌରପାଳିକା ଚେତିଲା,ରାଜାଙ୍କ ହାତରେ ଖଣ୍ଡା ଲାଗିଲା

ତାଳଚେର ମେଡିକାଲ୍ କଲେଜ୍ ପାଇଁ ଜେଲ୍ ଯିବାକୁ ପୂରିଲା ବର୍ଷେ, କଳା ଦିବସ ପାଳିଲା କ୍ରିୟାନୁଷ୍ଠାନ କମିଟି

ତାଳଚେର: ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମେଡିକାଲ୍ କଲେଜ୍ ପାଇଁ ଜେଲ୍ ଯିବାର ଏକ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏ ଅବସରରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଥିବା ସହିଦ ସ୍ତମ୍ଭ ସାମ୍ନାରେ କମିଟିର ଯୁଗ୍ମ…

Continue Readingତାଳଚେର ମେଡିକାଲ୍ କଲେଜ୍ ପାଇଁ ଜେଲ୍ ଯିବାକୁ ପୂରିଲା ବର୍ଷେ, କଳା ଦିବସ ପାଳିଲା କ୍ରିୟାନୁଷ୍ଠାନ କମିଟି

ଆଠମଲ୍ଲିକରେ ଗଠିତ ହେବ ସ୍ବତନ୍ତ୍ର ବିକାଶ ପରିଷଦ! ଅଧ୍ୟକ୍ଷ ପଦ ପାଇଁ ଏବେଠୁ ଆରମ୍ଭ ହେଲାଣି ଅଙ୍କ କଷା

ଅନୁଗୁଳ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦିନ ଯେତିକି ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ସେତିକି ବଢ଼ି ଚାଲିଛି। ବିଜେଡି ପକ୍ଷରୁ ୫ଟି ସଚିବଙ୍କ ଘନ ଘନ ଗସ୍ତ ଓ ବିଜେପିର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…

Continue Readingଆଠମଲ୍ଲିକରେ ଗଠିତ ହେବ ସ୍ବତନ୍ତ୍ର ବିକାଶ ପରିଷଦ! ଅଧ୍ୟକ୍ଷ ପଦ ପାଇଁ ଏବେଠୁ ଆରମ୍ଭ ହେଲାଣି ଅଙ୍କ କଷା

ଫାର୍ମ ହାଉସରେ ହାତୀପଲଙ୍କ ଆତଙ୍କ

ଅନୁଗୁଳ: ସୋମବାର ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଶରଧାପୂର ପଞ୍ଚାୟତର ବଳରାମପୁର ଠାରେ ଥିବା ଅଶୋକ ରାୟଙ୍କ ଫାର୍ମ ହାଉସକୁ ପଲେ ହାତୀ ଚାଲି ଆସିଥିଲେ। ସେମାନେ ଆମ୍ବ,କଦଳୀ ଓ ଅନ୍ୟାନ୍ୟ ଗଛ ପତ୍ର ଭାଙ୍ଗିବା ସହ ଆତଙ୍କ ଖେଳାଉଥିଲେ। ହାତୀଙ୍କ ଉତ୍ପାତ…

Continue Readingଫାର୍ମ ହାଉସରେ ହାତୀପଲଙ୍କ ଆତଙ୍କ

ଆଜିଠୁ ବଢ଼ିବ ବର୍ଷା, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।…

Continue Readingଆଜିଠୁ ବଢ଼ିବ ବର୍ଷା, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ