ବଦଳୁଛି ଡେଙ୍ଗୁ ମଶାର ଚରିତ୍ର: କେବଳ ଦିନ ନୁହେଁ, ଏବେ ରାତିରେ ବି କାମୁଡ଼ୁଛନ୍ତି ଏଡିସ୍ ମଶା
ଭୁବନେଶ୍ୱର: ବଦଳୁଛି ଡେଙ୍ଗୁ ମଶାର ଚରିତ୍ର। ଏଣିକି ରାତିରେ ବି କାମୁଡ଼ୁଛନ୍ତି ଏଡିସ୍ ମଶା। ପୂର୍ବରୁ ଏଡିସ୍ ମଶାର ଯେଉଁ ପ୍ରଜାତି ଡେଙ୍ଗୁ ରୋଗ କରୁଥିଲା, ତାର ଅନ୍ୟ ଏକ ପ୍ରଜାତି ମଧ୍ୟ ଡେଙ୍ଗୁ ରୋଗ ସୃଷ୍ଟି କରିପାରୁଛି, ଯାହା ଏବେ…




