ଜିଲ୍ଲା ସ୍ତରୀୟ ବିଜ୍ଞାନ ଭିତ୍ତିକ ଅଭିନୟ ପ୍ରତିଯୋଗିତା ଆୟୋଜିତ

ଅନୁଗୁଳ: ଅନୁଗୁଳ ଟାଉନ ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ଅଭିନୟ ପ୍ରତିଭା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଟାଉନ ହାଇସ୍କୁଲରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରଧାନ ଶିକ୍ଷକ ଅଶୋକ ପ୍ରଧାନ ସଭାପତିତ୍ବ କରିଥିଲେ। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ କାର୍ଯ୍ୟକ୍ରମ ପରିଚାଳନା…

Continue Readingଜିଲ୍ଲା ସ୍ତରୀୟ ବିଜ୍ଞାନ ଭିତ୍ତିକ ଅଭିନୟ ପ୍ରତିଯୋଗିତା ଆୟୋଜିତ

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ସୁସୁଡ଼ା ପଞ୍ଚାୟତର ଏକାଧିକ କର୍ମୀ

ଅନୁଗୁଳ: ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୩ ନମ୍ବର ଜୋନ୍ ସୁସୁଡା ପଞ୍ଚାୟତର ଏକାଧିକ କର୍ମୀ। ଆଙ୍କୁଲାର ବିଜେଡି ଦଳର ଯୁବନେତା ଦୁଃଖବନ୍ଧୁ ସାହୁ, ସତ୍ୟ ସାହୁ, ରାଜେଶ ସେନାପତି, ଚଗଲା ସାହୁ, ଏକାଦଶିଆ…

Continue Readingବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ସୁସୁଡ଼ା ପଞ୍ଚାୟତର ଏକାଧିକ କର୍ମୀ

୮ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଲା ଅନୁଗୁଳ ପୋଲିସ, ଫାଇନାନ୍ସ କର୍ମଚାରୀଙ୍କୁ କରୁଥିଲେ ଟାର୍ଗେଟ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ଼ ସଫଳତା। ୮ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଆଜି ଅନୁଗୁଳ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ୬ ଟି ମଟର ସାଇକେଲ, ଏକ ଭୁଜାଲି, ଦୁଇଟି ଲୁହା ପଞ୍ଚ, ୪୩ ହଜାର ଟଙ୍କା ଜବତ କରାଯାଇଛି।…

Continue Reading୮ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଲା ଅନୁଗୁଳ ପୋଲିସ, ଫାଇନାନ୍ସ କର୍ମଚାରୀଙ୍କୁ କରୁଥିଲେ ଟାର୍ଗେଟ

ବାଇକ ସହ କଚି ଦେଲା ହାତୀ, ଜଣେ ଗୁରୁତର

ଅନୁଗୁଳ: ସ୍ଥାନୀୟ ବଅଁରପାଳ ତହସିଲ୍ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତ ବଡ଼ଖଳି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ଦୁଃଖବନ୍ଧୁ ଭୂତିଆଙ୍କ ପୁଅ ଯୋଗେନ୍ଦ୍ର ଭୂତିଆ। ସୂଚନା ମୁତାବକ, ସନ୍ଧ୍ୟାରେ ଯୋଗେନ୍ଦ୍ର ନାଲକୋରୁ କାର୍ଯ୍ୟ ସାରି ଘରକୁ ଫେରିବା…

Continue Readingବାଇକ ସହ କଚି ଦେଲା ହାତୀ, ଜଣେ ଗୁରୁତର

ବିଶ୍ୱକର୍ମା ପୂଜାରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲେ ୨୦ ଊର୍ଦ୍ଧ୍ବ କର୍ମୀ

ଅନୁଗୁଳ: ରବିବାର ବିଶ୍ୱକର୍ମା ପୂଜା ଉପଲକ୍ଷେ ଅନୁଗୁଳ ବ୍ଲକ ସୁସୁଡା ପଞ୍ଚାୟତର ସକ୍ରିୟ ବିଜେପି ଯୁବ ନେତା ସୁବ୍ରତ ନାଏକ (ଟୁକୁନା ଭାଇ)ଙ୍କ ନେତୃତ୍ୱରେ ୨୦ରୁ ଊର୍ଦ୍ଧ୍ବ ଯୁବକ ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଓ…

Continue Readingବିଶ୍ୱକର୍ମା ପୂଜାରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲେ ୨୦ ଊର୍ଦ୍ଧ୍ବ କର୍ମୀ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ମହାଆଡ଼ମ୍ବରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆୟୋଜିତ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ପ୍ଲାଣ୍ଟ ପରିସରରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଛି। ପୂଜାରେ ଗୋଷ୍ଠୀ ସମୁଦାୟ ଓ କର୍ମଜୀବୀମାନେ ଭାଗ ନେଇଥିଲେ। ଏ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକ ଦାମୋଦର…

Continue Readingଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ମହାଆଡ଼ମ୍ବରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆୟୋଜିତ

ଆଦର୍ଶ ଇଞ୍ଜିନିୟରିଂ କଲେଜରେ ବିଶ୍ଵକର୍ମା ପୂଜା

ଅନୁଗୁଳ: କନ୍ୟା ସଂକ୍ରାନ୍ତି ଅବସରରେ ପଞ୍ଚମହଲା ସ୍ଥିତ ଆଦର୍ଶ ଇଞ୍ଜିନିୟରିଂ କଲେଜ ଓ ଆଦର୍ଶ ଇନଷ୍ଟିଚ୍ୟୁଟ୍ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜମେଣ୍ଟର ମିଳିତ ସହଯୋଗରେ କଲେଜର ପ୍ରତିଷ୍ଠାତା ତଥା ଚେୟାରମେନ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ଡ଼ା ମହେଶ ଚନ୍ଦ୍ର ଧଳଙ୍କ ତତ୍ତ୍ଵାବଧାନରେ…

Continue Readingଆଦର୍ଶ ଇଞ୍ଜିନିୟରିଂ କଲେଜରେ ବିଶ୍ଵକର୍ମା ପୂଜା

ସଂଘ ସଭ୍ୟାଙ୍କଠାରୁ ଟିପ ଚିହ୍ନ ଦେଇ ୧ କୋଟିରୁ ଅଧିକ ଟଙ୍କା ଲୁଟିଥିବା ମା’- ଝିଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସିମିଲପଡ଼ାରୁ ଲୋକଙ୍କଠାରୁ ଠକେଇ କରି ୧ କୋଟିରୁ ଅଧିକ ଟଙ୍କା ଲୁଟିଥିବା ଉଭୟ ମା' ଓ ଝିଅଙ୍କୁ ଅନୁଗୁଳ ପୋଲିସ ଗିରଫ କରିଥିବା ଜଣାଯାଇଛି। ସୂଚନା ମୁତାବକ, ସିମିଳିପଡ଼ା ଅଞ୍ଚଳର ମା'- ଝିଅ ମମତା ସ୍ୱାଇଁ ଓ…

Continue Readingସଂଘ ସଭ୍ୟାଙ୍କଠାରୁ ଟିପ ଚିହ୍ନ ଦେଇ ୧ କୋଟିରୁ ଅଧିକ ଟଙ୍କା ଲୁଟିଥିବା ମା’- ଝିଅ ଗିରଫ

ବିଶ୍ୱକର୍ମା ପୂଜା ପାଇଁ ନାଲକୋ ନଗର ଚଳଚଞ୍ଚଳ: ୨୦ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ

ଅନୁଗୁଳ: ଆଜି ଦେବଶିଳ୍ପୀ ତଥା ବିଶ୍ଵ ବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା। ଏ ଅବସରରେ ଶିଳ୍ପ ନଗରୀ ନାଲ୍‌କୋ ହୋଇଛି ଚଳଚଞ୍ଚଳ। ରବିବାର ଠାରୁ ଅନୁଗୁଳର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହେଉଛି। ଏଥିପାଇଁ ସମସ୍ତ ପୂଜା ମଣ୍ଡପ ଆଲୋକ ମାଳାରେ…

Continue Readingବିଶ୍ୱକର୍ମା ପୂଜା ପାଇଁ ନାଲକୋ ନଗର ଚଳଚଞ୍ଚଳ: ୨୦ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ

ଆମ୍ବପାଳ ହୋମିଓ ପ୍ୟାଥିକ୍ ଚିକିତ୍ସାଳୟରେ ଡାକ୍ତରଙ୍କ ଚରମ ଅବହେଳା, ରୋଗୀ ହନ୍ତସନ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ ଆମ୍ବପାଳ ପଞ୍ଚାୟତର ଆମ୍ବପାଳ ହୋମିଓ ପ୍ୟାଥିକ୍ ଚିକିତ୍ସାଳୟରେ ଡାକ୍ତରଙ୍କ ଅରାଜକତା ବଢ଼ୁଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି। ଡାକ୍ତରଙ୍କ ମନମୁଖୀ କାମ ଯୋଗୁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

Continue Readingଆମ୍ବପାଳ ହୋମିଓ ପ୍ୟାଥିକ୍ ଚିକିତ୍ସାଳୟରେ ଡାକ୍ତରଙ୍କ ଚରମ ଅବହେଳା, ରୋଗୀ ହନ୍ତସନ୍ତ