ଆମ୍ବପାଳ ହୋମିଓ ପ୍ୟାଥିକ୍ ଚିକିତ୍ସାଳୟରେ ଡାକ୍ତରଙ୍କ ଚରମ ଅବହେଳା, ରୋଗୀ ହନ୍ତସନ୍ତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ ଆମ୍ବପାଳ ପଞ୍ଚାୟତର ଆମ୍ବପାଳ ହୋମିଓ ପ୍ୟାଥିକ୍ ଚିକିତ୍ସାଳୟରେ ଡାକ୍ତରଙ୍କ ଅରାଜକତା ବଢ଼ୁଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି। ଡାକ୍ତରଙ୍କ ମନମୁଖୀ କାମ ଯୋଗୁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ଡାକ୍ତରଖାନାରେ ୪ ଟି ପଞ୍ଚାୟତରୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରିଥାନ୍ତି। କିନ୍ତୁ ଡାକ୍ତରଙ୍କ ଖାମଖିଆଲ ମନୋଭାବ ଯୋଗୁଁ ସ୍ୱାସ୍ଥ୍ୟ ସେବା ବ୍ୟାହତ ହେଉଛି। ଏଣୁ ଏହାର ଶୀଘ୍ର ସମାଧାନ ପାଇଁ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.

error: Content is protected !!