ଏପ୍ରିଲ ୨୮ରୁ ଅନୁଗୁଳରେ ଅନୁଷ୍ଠିତ ହେବ ଜାତୀୟ ଟାଇବକ୍ସ ପ୍ରତିଯୋଗିତା, ୩୦ ଯାଏଁ ଚାଲିବ
ଅନୁଗୁଳ: ନାଲକୋ ସାରେଗାମା ଭବନ ଠାରେ ଜାତୀୟସ୍ତରୀୟ ଟାଇ ବକ୍ସ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଛି। ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ନାଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଆସନ୍ତା ଏପ୍ରିଲ ୨୮ ତାରିଖରୁ ୩୦ ତାରିଖ…
