ଭାରତୀୟ ଡେଣ୍ଟାଲ ଆସୋସିଏସନ ଅନୁଗୁଳ ଶାଖାର ପ୍ରତିଷ୍ଠା ଦିବସ ଆୟୋଜିତ, ଚୟନିତ ହେଲେ ନୂଆ ସଦସ୍ୟ
ଅନୁଗୁଳ: ଭାରତୀୟ ଡେଣ୍ଟାଲ ଆସୋସିଏସନ ଅନୁଗୁଳ ବ୍ରାଞ୍ଚର ପ୍ରତିଷ୍ଠା ଦିବସ ସ୍ଥାନୀୟ ପ୍ରଶାନ୍ତି ହୋଟେଲରେ ପାଳିତ ହୋଇଛି। ଏ ଅବସରରେ ୨୦୨୩ ବର୍ଷ ପାଇଁ ସଭାପତି ଭାବେ ଡା. ଶକ୍ତିପ୍ରସାଦ ସାହୁ, ସମ୍ପାଦକ ଭାବେ ଡା.ଦୀପକ କୁମାର ମାଝୀ, କୋଷାଧ୍ୟକ୍ଷ ଭାବେ…
