ପାଞ୍ଚ ଦଫା ଦାବି ନେଇ ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା
ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଗଣଧାରଣା ଦିଆଯାଇଛି। ସୂଚନା ମୁତାବକ, ପାଞ୍ଚ ଦଫା ଦାବି ନେଇ ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ୍ ନିକଟରୁ ଏକ ଶୋଭାଯାତ୍ରା…




