ଆରଟିଓ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ, ଯୋଗଦେଲେ ଶତାଧିକ ସ୍କୁଲ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଆରଟିଓ ପକ୍ଷରୁ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି। ଏ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ସଚେତନତା ରାଲି ବାହାରି ପାଲା ମଣ୍ଡପ,…

Continue Readingଆରଟିଓ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ, ଯୋଗଦେଲେ ଶତାଧିକ ସ୍କୁଲ ଛାତ୍ରଛାତ୍ରୀ

‘ଦମନ’ର ହିନ୍ଦୀ ଟ୍ରେଲର ରିଲିଜ, ଟ୍ଵିଟ କରି ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ ଷ୍ଟାର

ଭୁବନେଶ୍ୱର: ବାବୁସାନଙ୍କ ସୁପରହିଟ୍ ଫିଲ୍ମ ‘ଦମନ’ର ହିନ୍ଦୀ ଟ୍ରେଲର ଆଜି ରିଲିଜ ହୋଇଛି। ଏହି ଦମଦାର ଟ୍ରେଲରକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହିତ ଅଛନ୍ତି। ପୂର୍ବରୁ ଓଡ଼ିଆ ଭାଷାରେ ରିଲିଜ ହୋଇଥିବା ସୁପରହିଟ୍ ଫିଲ୍ମ ‘ଦମନ’ ଏବେ ହିନ୍ଦୀ ଭାଷାରେ ପରଦାକୁ…

Continue Reading‘ଦମନ’ର ହିନ୍ଦୀ ଟ୍ରେଲର ରିଲିଜ, ଟ୍ଵିଟ କରି ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ ଷ୍ଟାର

ଆଜିଠୁ ଆରମ୍ଭ ହେଉଛି ହକି ମହାକୁମ୍ଭ, କଳିଙ୍ଗ ଷ୍ଟାଡିଅମରେ ମୁହାଁମୁହିଁ ହେବେ ୪ ଦଳ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ହକି ମହାକୁମ୍ଭ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିଅମରେ ଓଡ଼ିଶା ହକି ପୁରୁଷ ବିଶ୍ଵକପ୍ ଆରମ୍ଭ ହେବ। ଆଜି କଳିଙ୍ଗ ଷ୍ଟାଡିଅମରେ ମୁହାଁମୁହିଁ ହେବେ ୪ ଟି ଶକ୍ତିଶାଳୀ ହକି ଦଳ।…

Continue Readingଆଜିଠୁ ଆରମ୍ଭ ହେଉଛି ହକି ମହାକୁମ୍ଭ, କଳିଙ୍ଗ ଷ୍ଟାଡିଅମରେ ମୁହାଁମୁହିଁ ହେବେ ୪ ଦଳ

ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କର ସମ୍ପର୍କ ଭଲ ରହିବ । ପ୍ରେମ ବିଷୟରେ ସୁଖ ଶାନ୍ତିର ଉତ୍ତମ ଯୋଗ ରହିଛି । ଆପଣଙ୍କ ଦ୍ଵାରା କରା ଯାଇଥିବା ପରାକ୍ରମ ଆପଣଙ୍କୁ ସଫଳତା ଦେବ । ଭାଇ ଓ ବନ୍ଧୁ ଙ୍କ ସାଥ…

Continue Readingଆଜିର ରାଶିଫଳ

କଠୋର ହେଲା ଟାମଡା ଆଇନ: ପ୍ଲଟିଂ ଜମି ମନଇଚ୍ଛା କିଣିଲେ ହଇରାଣ ନିଶ୍ଚିତ

ଅନୁଗୁଳ: ୩୦.୦୫.୨୦୧୭ ପରଠାରୁ ଯେଉଁ ଲୋକମାନେ ବାଇପ୍ଲଟ ଜମି କିଣି ଟାମଡା ଅନୁମୋଦନ ପାଇଁ ଅଫିସ ଦୌଡି ଦୌଡ଼ି ନିରାଶ ହୋଇଥିଲେ ଅବଶ୍ୟ ସେମାନଙ୍କ ପାଇଁ ଏବେ ବାଟ ଫିଟିଛି। ରାଜ୍ୟ ନଗର ଉନ୍ନୟନ ବିଭାଗ ଚିଠି ସଂଖ୍ୟା ୨୨୩୭୧ ଅନୁସାରେ…

Continue Readingକଠୋର ହେଲା ଟାମଡା ଆଇନ: ପ୍ଲଟିଂ ଜମି ମନଇଚ୍ଛା କିଣିଲେ ହଇରାଣ ନିଶ୍ଚିତ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ସହରର ହେମୁସୁରଫଡ଼ାଠାରେ ଏକ ଘରୋଇ କମ୍ପାନୀର ଜଣେ କର୍ମଚାରୀଙ୍କୁ ମରଣାନ୍ତକ ଅକ୍ରମଣକରିବା ଅଭିଯୋଗରେ ଅନ୍ୟଜଣେ ସହକର୍ମୀଙ୍କୁ ପୋଲିସ ଗିରଫ କରିଛି। ସୂଚନା ଯେ, ଢ଼େଙ୍କାନାଳ ଜିଲ୍ଲା କୁସୁମୁଣ୍ଡିଆ ଗାଁର ଚିନ୍ମୟ ରଞ୍ଜନ ସାହୁ(୨୧) ଢ଼େଙ୍କାନାଳ ବିନ୍ଦଲରେ କାମ କରନ୍ତି।…

Continue Readingଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ

ରେଳ ଧକ୍କାରେ ଜଣେ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପାରିପରାଠାରେ ଗୁରୁବାର ସକାଳେ ଏକ ଟ୍ରେନ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ପାରିପରା ଗାଁର ବିଜୟ ସେଠୀ(୫୦) ସକାଳେ କୌଣସି କାମରେ ରେଳ ଧାରଣା ପାର ହେଉଥିବା…

Continue Readingରେଳ ଧକ୍କାରେ ଜଣେ ମୃତ

ମୁଖ୍ୟ ଶାସନ ସଚିବଙ୍କର ସମ୍ବଲପୁର ଗସ୍ତ: କଟକଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଚାଲିଥିବା ଚାରି ଥାକିଆ ରାସ୍ତାର ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ଅନୁଗୁଳ: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ବଲପୁର ଗସ୍ତ କରି ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ସଚିବ ଆଜି କଟକଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଚାରି ଥାକିଆ ରାସ୍ତାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଦାରଖ…

Continue Readingମୁଖ୍ୟ ଶାସନ ସଚିବଙ୍କର ସମ୍ବଲପୁର ଗସ୍ତ: କଟକଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଚାଲିଥିବା ଚାରି ଥାକିଆ ରାସ୍ତାର ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ବସୁଧାର ଉପଦେଷ୍ଟା ଭାବେ ନିଯୁକ୍ତ ହେଲେ ଅନୁଗୁଳ ଜିଲ୍ଲା ଯୁବ ସଭାପତି ଦିନେଶ ପ୍ରଧାନ

ଅନୁଗୁଳ: ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗର ବସୁଧାର ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି ଦିନେଶ ପ୍ରଧାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ଜିଲ୍ଲା ଯୁବ ସଭାପତି ଦିନେଶ ପ୍ରଧାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ନିଯୁକ୍ତି ପରେ…

Continue Readingବସୁଧାର ଉପଦେଷ୍ଟା ଭାବେ ନିଯୁକ୍ତ ହେଲେ ଅନୁଗୁଳ ଜିଲ୍ଲା ଯୁବ ସଭାପତି ଦିନେଶ ପ୍ରଧାନ

କେନ୍ଦ୍ରୀୟ ହାରରେ ରାଜ୍ୟର ଡାକ୍ତରଙ୍କୁ ଦରମା ଦେବାକୁ ଦାବି, ନଚେତ୍ ଫେବ୍ରୁୟାରୀ ପହିଲାରୁ ରାଜ୍ୟରେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର : ରାଜ୍ୟର ଡାକ୍ତରମାନଙ୍କୁ କେନ୍ଦ୍ରୀୟ ହାରରେ(ଡିଏସିପି) ଦରମା ପ୍ରଦାନ କରିବାକୁ ଓଡ଼ିଶା ମେଡିକାଲ ସେବା ସଂଘ(ଓମସା) ଦାବି କରିଛି। ନଚେତ୍ ଆସନ୍ତା ଫେବ୍ରୁୟାରୀ ୧ରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓମ୍ସା ଚେତାବନୀ ଦେଇଛି। ହକି ବିଶ୍ୱକପ୍ ପାଇଁ ପୂର୍ବ…

Continue Readingକେନ୍ଦ୍ରୀୟ ହାରରେ ରାଜ୍ୟର ଡାକ୍ତରଙ୍କୁ ଦରମା ଦେବାକୁ ଦାବି, ନଚେତ୍ ଫେବ୍ରୁୟାରୀ ପହିଲାରୁ ରାଜ୍ୟରେ ଆନ୍ଦୋଳନ ଚେତାବନୀ