ତାଳଚେର ବିଧାୟକଙ୍କ ପିତୃ ବିୟୋଗ: ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପିତୃ ବିୟୋଗରେ ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି, ତାଳଚେର ବିଧାୟକଙ୍କ ପିତା ଭାରତୀୟ ସେନା ବାହିନୀର ପୂର୍ବତନ…

Continue Readingତାଳଚେର ବିଧାୟକଙ୍କ ପିତୃ ବିୟୋଗ: ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାଇକ୍ ଚୋରି, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ବାପାଙ୍କର ଦେହ ଖରାପ ଥିବାରୁ ପୋକତୁଙ୍ଗା ଗ୍ରାମର ପ୍ରଶାନ୍ତ କୁମାର ନାୟକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆଜି…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାଇକ୍ ଚୋରି, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

ଜିଆଖତ ପ୍ରସ୍ତୁତି ପ୍ରଣାଳୀ ପ୍ରଶିକ୍ଷଣ ନେଲେ ୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ଅନୁଗୁଳ : ଅନୁଗୁଳ ସହର ଉପକଣ୍ଠ ଖଲାରୀ ଗାଁରେ ଅନୁଗୁଳ ବନ ବିଭାଗ ଏବଂ ରାମେଶ୍ୱର ୟୁଥ୍ କ୍ଲବ ମିଳିତ ସହଯୋଗରେ ମହିଳାମାନଙ୍କୁ ଜିଆଖତ ପ୍ରସ୍ତୁତି ପ୍ରଣାଳୀ ପ୍ରଶିକ୍ଷଣ ଦିଆଯାଇଛି। ଏହା ଦ୍ୱାରା ବହୁ ମହିଳା ଉପକୃତ ହେବେ। ସୂଚନାଯୋଗ୍ୟ ଯେ,…

Continue Readingଜିଆଖତ ପ୍ରସ୍ତୁତି ପ୍ରଣାଳୀ ପ୍ରଶିକ୍ଷଣ ନେଲେ ୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଦୌଡ଼ କୁଦ ପ୍ରତିଯୋଗିତା ଆୟୋଜିତ

ଅନୁଗୁଳ: ଆଜି ପୂର୍ବାହ୍ନରେ ନାଲକୋ ଷ୍ଟାଡିୟମ ଠାରେ ଅନୁଗୁଳ ଜିଲ୍ଲା ଦୌଡ଼ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ନାଲକୋର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରଥମେ ତାଳଚେର ଉପଖଣ୍ଡ କ୍ରୀଡା…

Continue Readingଅନୁଗୁଳ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଦୌଡ଼ କୁଦ ପ୍ରତିଯୋଗିତା ଆୟୋଜିତ

ନିଜକୁ ପୋଲିସର ପରିଚୟ ଦେଇ ଜନସାଧାରଣଙ୍କୁ ଧମକ ଦେଉଥିବା ଯୁବକ ଗିରଫ, ଚୁକ୍ତିନାମା ପରେ ଛାଡ଼ିଲା ପୋଲିସ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ଯୁବକ ନିଜକୁ ପୋଲିସର ପରିଚୟ ଦେଇ ଗାଡି ଚାଳକ ଓ ଜନସାଧାରଣଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ମୁତାବକ, ବଅଁରପାଳ ଥାନା ଅଞ୍ଚଳ ସାନକେରେଜାଙ୍ଗର ଜଣେ ଯୁବକ…

Continue Readingନିଜକୁ ପୋଲିସର ପରିଚୟ ଦେଇ ଜନସାଧାରଣଙ୍କୁ ଧମକ ଦେଉଥିବା ଯୁବକ ଗିରଫ, ଚୁକ୍ତିନାମା ପରେ ଛାଡ଼ିଲା ପୋଲିସ

ଦ୍ୱାବିଂଶ ଶୈଳ ଶ୍ରୀକ୍ଷେତ୍ର ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ଅନୁଗୁଳ: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ଶୈଳ ଶ୍ରୀକ୍ଷେତ୍ର ଗୁଣ୍ଡିଚା ଯାତ୍ରା ୩୦ ଜୁନ ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ଓ ତାର ପ୍ରସ୍ତୁତି ନେଇ ମନ୍ଦିର ପରିସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ…

Continue Readingଦ୍ୱାବିଂଶ ଶୈଳ ଶ୍ରୀକ୍ଷେତ୍ର ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ସାତକୋଶିଆ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତାର ମୃତଦେହ ଉଦ୍ଧାର, ପାଖରେ ପଡ଼ିଛି ଦୁଇ ଫୁଟର ଦାନ୍ତ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଜିଲିଣ୍ଡା ରେଞ୍ଜ ସାତକୋଶିଆ ଜଙ୍ଗଲ କଟରଙ୍ଗ ସେକ୍ସନ ଭିଲେଜ ଏରିଆର ବାଙ୍କଧର ବିଟ ଅଞ୍ଚଳରେ ଆଜି ଏକ ଗୁଳିବିଦ୍ଧ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ହାତୀର ଡାହାଣ କାନ ପାଖରେ ଗୁଳି ବାଜିଛି।…

Continue Readingସାତକୋଶିଆ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତାର ମୃତଦେହ ଉଦ୍ଧାର, ପାଖରେ ପଡ଼ିଛି ଦୁଇ ଫୁଟର ଦାନ୍ତ

ରୋଷେଇ ଘରେ ପଖାଳ ଖାଇଲା, ଘର ଭାଙ୍ଗିଲା ଦନ୍ତା; ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଅନ୍ତର୍ଗତ କଣଲୋଇ ଗ୍ରାମର ଝରଣ ପାର୍କ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଘର ଭାଙ୍ଗିବା ସହ ରୋଷେଇ ଘରୁ ହାଣ୍ଡିରୁ ପଖାଳ ଭାତ ଖାଇଥିବା ଜଣାପଡ଼ିଛି। ସୂଚନା ମୁତାବକ, କଣଲୋଇ…

Continue Readingରୋଷେଇ ଘରେ ପଖାଳ ଖାଇଲା, ଘର ଭାଙ୍ଗିଲା ଦନ୍ତା; ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ଅନୁଗୁଳ ବସ୍ ମାଲିକ ସଂଘର ନିର୍ବାଚନ

ଅନୁଗୁଳ: ଆଜି ଅନୁଗୋଳର ଏକ ହୋଟେଲରେ ଅନୁଗୁଳ ଜିଲ୍ଲା ବସ୍ ମାଲିକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମାନସ କୁମାର ସାମଲ ସଭାପତି,କଲ୍ଲୋଳ କୁମାର ସାହୁ ଉପସଭାପତି,ସନ୍ତୋଷ କୁମାର ମିଶ୍ର ସମ୍ପାଦକ, ସୁଦୀପ୍ କୁମାର ଗଡ଼ନାୟକ ସହ ସମ୍ପାଦକ…

Continue Readingଅନୁଗୁଳ ବସ୍ ମାଲିକ ସଂଘର ନିର୍ବାଚନ

ଆଜି ଅନୁଗୁଳରେ ବର୍ଷର ସର୍ବୋଚ୍ଚ ତାପମାତ୍ରା

ଅନୁଗୁଳ: ଆଜି ଅନୁଗୁଳର ତାପମାତ୍ରା ପୂର୍ବର ସବୁ ରେକର୍ଡକୁ ଟପି ଯାଇଛି। ଆଜି ଅନୁଗୁଳର ତାପମାତ୍ରା ୪୪.୭ ଡିଗ୍ରୀ ସେଲସିଏସ ରେକର୍ଡ କରାଯାଇଥିଲା। ଏଭଳି ତାପମାତ୍ରାରେ ଅନୁଗୁଳର ଜନଜୀବନ ଦୁର୍ବିସହ ହୋଇଯାଇଥିଲା। ସକାଳ ୯ ଟା ପରେ ଏବଂ ସନ୍ଧ୍ୟା ୬…

Continue Readingଆଜି ଅନୁଗୁଳରେ ବର୍ଷର ସର୍ବୋଚ୍ଚ ତାପମାତ୍ରା