ଅଜଣା ଟ୍ରକ ଧକ୍କାରେ ଯୁବକ ମୃତ, ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କଲା ପୋଲିସ

ଅନୁଗୁଳ: ଛେଣ୍ଡିପଦା ଥାନା ବାଲିପଟା ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ପୋଲିସ ମୁତାବକ, ବାଲିପଟା ଗୋଛାୟତ ସାହିର ବବୁଲ ଗୋଛାୟତ (୨୬) ଗତ ଶୁକ୍ରବାର ରାତି ୧୦ ଟା ସମୟରେ ଗାଁରୁ ଦଣ୍ଡ ଠାକୁରଙ୍କ ପୂଜା…

Continue Readingଅଜଣା ଟ୍ରକ ଧକ୍କାରେ ଯୁବକ ମୃତ, ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କଲା ପୋଲିସ

ମେଡିକାଲ କଲେଜକୁ ସରକାର ଚଳାଇବା ଦାବି: କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର : ତାଳଚେର ମେଡିକାଲ କଲେଜକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ଏବଂ ରାଜ୍ୟ ସରକାର ଏହାକୁ ଚଲାଇବା ଦାବି ନେଇ ଆଜି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ କରାଯାଇଛି। ଏ ଅବସରରେ ଆଜି ସକାଳ…

Continue Readingମେଡିକାଲ କଲେଜକୁ ସରକାର ଚଳାଇବା ଦାବି: କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ

ମେଲାଣି ନେଲେ ମା’: ବାସନ୍ତୀ ଦୁର୍ଗାପୂଜା ଭସାଣି ଶେଷ

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ମା’ ବାସନ୍ତୀ ଦୁର୍ଗା ପଡ଼ିଆରେ ଚାଲିଥିବା ବାସନ୍ତୀ ଦୁର୍ଗାପୂଜାର ଭସାଣି ଉତ୍ସବ ଆଜି ଶେଷ ହୋଇଛି। ଆଜି ଅପରାହ୍ନରେ ଲଉଡି ଖେଳ, ପାଇକ ଆଖଡ଼ା ପ୍ରଦର୍ଶନ ଭିତରେ ଦେବୀଙ୍କୁ ମେଲାଣି ଦିଆଯାଇଛି। ଏହି ଭସାଣି ଶୋଭାଯାତ୍ରା ବାସନ୍ତୀ…

Continue Readingମେଲାଣି ନେଲେ ମା’: ବାସନ୍ତୀ ଦୁର୍ଗାପୂଜା ଭସାଣି ଶେଷ

ଉତ୍କଳ ଦିବସ: ଆଠମଲ୍ଲିକ ଏନ.ଏ.ସି. ଅଞ୍ଚଳରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ କରାଗଲା ମାଲ୍ୟାର୍ପଣ, ଅଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଅସନ୍ତୋଷ

ଅନୁଗୁଳ: ଉପଖଣ୍ଡ ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ପାଳନ ଉପଲକ୍ଷେ ଆଠମଲ୍ଲିକ ଏନ.ଏ.ସି. ଅଞ୍ଚଳରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏ ଅବସରରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା। ପରେ ବ୍ଲକ ସଭାଘରେ ସାଧାରଣ ସଭା କରାଯାଇଥିଲା। ଉପ-ଜିଲ୍ଲାପାଳ…

Continue Readingଉତ୍କଳ ଦିବସ: ଆଠମଲ୍ଲିକ ଏନ.ଏ.ସି. ଅଞ୍ଚଳରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ କରାଗଲା ମାଲ୍ୟାର୍ପଣ, ଅଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଅସନ୍ତୋଷ

୮୮ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ, ସଫଳତା ପାଇ ଥିବା କର୍ମଚାରୀ ପୁରସ୍କୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଛେଳିଆପଡ଼ା ରିଜର୍ଭ ବ୍ୟାରେକ ପ୍ୟାରେଡ୍ ପଡ଼ିଆରେ ୮୮ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ସୂଚନାଯୋଗ୍ୟ, ଏହି ୮୮ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଉତ୍ତର କେନ୍ଦ୍ରାଞ୍ଚଳ ଆରକ୍ଷୀ…

Continue Reading୮୮ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ, ସଫଳତା ପାଇ ଥିବା କର୍ମଚାରୀ ପୁରସ୍କୃତ

ଜଳିଗଲା ଦୋକାନ, ୧୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ

ଅନୁଗୁଳ: ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ରଗୁଡ଼ି ସାହି ସ୍ଥିତ ଜଗନ ଇଲେକ୍ଟ୍ରୋନିକ ଦୋକାନରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ହୋଇ ୧୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଗତ କାଲି ରାତି ପ୍ରାୟ ୨ଟା ସମୟରେ ଦୋକାନରେ ନିଆଁ…

Continue Readingଜଳିଗଲା ଦୋକାନ, ୧୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ

ଆଠମଲ୍ଲିକରେ ଉତ୍କଳ ଦିବସ କାର୍ଯ୍ୟକ୍ରମ: ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଛାତ୍ରଛାତ୍ରୀ

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଶନିବାର ଉତ୍କଳ ଦିବସ ପାଳିତ ହୋଇଛି। ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସକାଳୁ ଡାକ ବାଜି ଯନ୍ତ୍ର ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଉପଖଣ୍ଡ ପ୍ରଶାସନ…

Continue Readingଆଠମଲ୍ଲିକରେ ଉତ୍କଳ ଦିବସ କାର୍ଯ୍ୟକ୍ରମ: ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଛାତ୍ରଛାତ୍ରୀ

ସାଂସଦ ପାଣ୍ଠିରୁ ବାଜି ରାଉତ ଛାତ୍ରାବାସକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହାକିମପଡ଼ାଠାରେ ବହୁମୁଖୀ ସାମୁଦାୟିକ କେନ୍ଦ୍ର ନିର୍ମାଣ ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ବାଜି ରାଉତ ଛାତ୍ରାବାସ’କୁ ନିଜର ସାଂସଦ ପାଣ୍ଠି ବା ଏମପିଲାଡରୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏ…

Continue Readingସାଂସଦ ପାଣ୍ଠିରୁ ବାଜି ରାଉତ ଛାତ୍ରାବାସକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୋବାଇଲ ଦୋକାନ ସଟର ତାଡ଼ିଲେ

ଅନୁଗୁଳ: ସ୍ଥାନୀୟ ସଂଜୀବନି ମାର୍କେଟର ଇଣ୍ଡିଆନ ମୋବାଇଲ ଦୋକାନର ସଟର ଗତ ଶୁକ୍ରବାର ରାତିରେ ତାଡି ଦୁର୍ବୁତ୍ତମାନେ କରିଥିବା ଚୋରି ଉଦ୍ୟମ ଫସର ଫାଟି ଯାଇଛି। ଚୋର ସଟରର ଦୁଇଟି ଯାକ ତାଲା ଭାଙ୍ଗି ଚୋରି ଉଦ୍ୟମ କରିଥିଲେ ହେଲେ ସଫଳ…

Continue Readingମୋବାଇଲ ଦୋକାନ ସଟର ତାଡ଼ିଲେ

ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସ୍ବାସ୍ଥ୍ୟ ସେବା ଆୟୋଜିତ, ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମ ପତ୍ନୀ ତଥା ବିକାଶ…

Continue Readingବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସ୍ବାସ୍ଥ୍ୟ ସେବା ଆୟୋଜିତ, ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ