ନିଆଁ ବର୍ଷୁଛି ବାଟୋଇ ଅଣନିଃଶ୍ବାସୀ
ଅନୁଗୁଳ: ରଜ ସଂକ୍ରାନ୍ତି ଯେତିକି ପାଖଉଛି ଆକାଶରୁ ସତେ ଯେମିତି ନିଆଁ ବର୍ଷୁଚି। ଲୁ ପ୍ରବାହ ସାଙ୍ଗକୁ ପବନରେ ଧୂଳି ଓ ପାଉଁଶ ଝଡ଼ ଯୋଗୁଁ ସହର ବାସୀ ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି। ଛକ ବଜାରରେ ଲୋକେ ଲସି ଓ ସରବତ…
ଅନୁଗୁଳ: ରଜ ସଂକ୍ରାନ୍ତି ଯେତିକି ପାଖଉଛି ଆକାଶରୁ ସତେ ଯେମିତି ନିଆଁ ବର୍ଷୁଚି। ଲୁ ପ୍ରବାହ ସାଙ୍ଗକୁ ପବନରେ ଧୂଳି ଓ ପାଉଁଶ ଝଡ଼ ଯୋଗୁଁ ସହର ବାସୀ ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି। ଛକ ବଜାରରେ ଲୋକେ ଲସି ଓ ସରବତ…
କିଶୋରନଗର: ଭାରସାମ୍ୟ ହରାଇ ରାଇବାହାଳ ବ୍ରିଜ୍ ଉପରୁ ଆଜି ଏକ ବୋଲେରୋ ଓଲଟି ପଡିଛି। ସୂଚନା ମୁତାବକ, ବଇଣ୍ଡାର ସୋଲଣ୍ଡାରୁ ୭ ଜଣ ବର ଯାତ୍ରୀଙ୍କୁ ନେଇ ରଣିଆକଟା ଯାଉଥିବା ଏକ ବୋଲେରୋ (ଓଡି୦୨ସିଜେ୨୦୫୨) ଭାରସାମ୍ୟ ହରାଇ ରାଇବାହାଳ ବ୍ରିଜ୍ ଉପରୁ…
ଅନୁଗୁଳ: ସ୍ଥାନୀୟ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ୨୯ତମ ରାଜ୍ୟସ୍ତରୀୟ ୟୁଷୁ ଚାମ୍ପିୟନସିପ୍ ରବିବାର ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଳଲହଡା…
ଅନୁଗୁଳ: ଅନୁଗୁଳ ତାଇକୋଣ୍ଡୋ ସଂଘର ସଂପାଦକ ଓ ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାଥଙ୍କ ତତ୍ତ୍ୱାବଧାନରେ ଏକ ରକ୍ତଦାନ ଶିବିର ସ୍ଥାନୀୟ ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇଛି। ଶିବିରକୁ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ସଂଯୋଜକ ତଥା ପୂର୍ବତନ ନଗରପାଳ ଶକ୍ତି…
ତାଳଚେର: ରଜ ସଂକ୍ରାନ୍ତି ପାଳନ ଅବସରରେ ସାଂସ୍କୃତିକ ଅନୁଷ୍ଠାନ ‘ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ’ ପକ୍ଷରୁ ୧୧ ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହେବ। ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଚଳିତ ମାସ ୧୫ ତାରିଖ…
ଅନୁଗୁଳ: ଆଉ ମାତ୍ର ଦିନ ଦୁଇଟା ପରେ ରଜ। ବର୍ଷକୁ ଥରେ ପଡ଼ୁଥିବା ଝିଅମାନଙ୍କର ଏହି ବଡ଼ ପର୍ବ ପାଇଁ ଏବେ ଠୁ ପ୍ରସ୍ତୁତି ଜୋର ଧରିଲାଣି। ଏବେ ଠାରୁ ହିଁ ଝିଅ, ଯୁବତୀ, ମହିଳାମାନେ ଲୁଗାପଟା କିଣିବାକୁ ବଜାରରେ ଭିଡ଼…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ୍ ଅନ୍ତର୍ଗତ ନୂଆହତା ପଞ୍ଚାୟତ ବାଲିସାହିର ହରିଜନ ବସ୍ତିରେ ତାଣ୍ଡବ ରଚିଛି କାଳ ବୈଶାଖୀ। ପ୍ରବଳ ବର୍ଷା ପବନରେ ୧୦ ପରିବାରର ଘର ଭାଙ୍ଗି ଚୁରମାର ହୋଇଯାଇଛି। ସୂଚନା ମୁତାବକ, ଶନିବାର ଅପରାହ୍ନରେ ବଅଁରପାଳ ଅଞ୍ଚଳରେ…
ଅନୁଗୁଳ: ଅନୁଗୁଳ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଧୀରେନ କୁମାର ବେହେରାଙ୍କୁ ଅନୁଗୁଳ ଜିଲ୍ଲା ୱେବ ମିଡିଆ ମହାସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଂଘର ସଭାପତି ଶଶାଙ୍କ ଶେଖର ସାମଲଙ୍କ ଆହ୍ୱାନକ୍ରମେ ସଭ୍ୟମାନେ ମିଳିତ ହୋଇ ପୁଷ୍ପଗୁଚ୍ଛ ଦେଇ…
ଅନୁଗୁଳ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ କଲ୍ୟାଣ ସମାବେଶ ନିମନ୍ତେ ଦେବଗଡ଼ ଯିବା ସମୟରେ ଆଜି ଛେଣ୍ଡିପଦା ଥାନା ଛକ ଠାରେ ବିଜେପି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏ ଅବସରରେ ସ୍ବର୍ଗତ କଳାକାର ପ୍ରଧାନଙ୍କ ପୁତ୍ର ସାହିଲ ପ୍ରଧାନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଟାଉନସିପ ଅଞ୍ଚଳରେ ଗତ କାଲି ଏକ ବାଇକକୁ ଚୋରମାନେ ଚୋରି କରି ନେଇଯାଇଛନ୍ତି। ଏହି ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି। ସୂଚନାଯୋଗ୍ୟ ଯେ, ଗତକାଲି ରାତି ୮ ଟାରେ ନାଲକୋ ଟାଉନସିପ ଅଞ୍ଚଳର…