ନିଖୋଜ ଆଇନଜୀବୀଙ୍କ ସନ୍ଧାନ ମିଳିଲା

ଅନୁଗୁଳ: ଗତ ତିନି ତାରିଖରେ ଦିଲ୍ଲୀ ରେଳ ଷ୍ଟେସନରୁ ନିଖୋଜ ହୋଇଯାଇଥିବା ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ (ନାଁନୁ ଭାଇ)ଙ୍କ ସନ୍ଧାନ ମିଳିଛି। ସେ ଆଗ୍ରା ନିକଟବର୍ତ୍ତୀ ଫିରୋଜାବାଦ୍ ଅଞ୍ଚଳରେ ସନ୍ଦେହ ଜନକ ଭାବେ ବୁଲୁଥିବା ବେଳେ ପୋଲିସ ଖବର…

Continue Readingନିଖୋଜ ଆଇନଜୀବୀଙ୍କ ସନ୍ଧାନ ମିଳିଲା

ପାଳଲହଡା ଉପଖଣ୍ଡରେ କମୁନି ବିଦ୍ୟୁତ କାଟ ଦୁଃଖ: ପ୍ରତିବାଦରେ ନାଗରିକ ମଞ୍ଚର ୬ ଘଣ୍ଟିଆ ଧାରଣା

ପାଳଲହଡା: ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ସହିତ ଲୋ ଭୋଲ୍ଟେଜ ସମସ୍ୟା ଦେଖା ଦେଉଛି। ଏଣୁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଖରାରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ କଲବଲ…

Continue Readingପାଳଲହଡା ଉପଖଣ୍ଡରେ କମୁନି ବିଦ୍ୟୁତ କାଟ ଦୁଃଖ: ପ୍ରତିବାଦରେ ନାଗରିକ ମଞ୍ଚର ୬ ଘଣ୍ଟିଆ ଧାରଣା

ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ପ୍ରାର୍ଥନା ଓ ଦୀପଦାନ କଲେ ବଅଁରପାଳ ବରିଷ୍ଠ ନାଗରିକ କଲ୍ୟାଣ ସଂଘର ସଦସ୍ୟ

ବଅଁରପାଳ: ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ବରିଷ୍ଠ ନାଗରିକ କଲ୍ୟାଣ ସଂଘ ପକ୍ଷରୁ ବାଲେଶ୍ୱରର ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ଓ ଆହତଙ୍କର ଆଶୁ ଆରୋଗ୍ୟ କାମନା କରି ସମୂହ ପ୍ରଦୀପ ପ୍ରଜ୍ଜ୍ୱଳନ…

Continue Readingବାହାନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ପ୍ରାର୍ଥନା ଓ ଦୀପଦାନ କଲେ ବଅଁରପାଳ ବରିଷ୍ଠ ନାଗରିକ କଲ୍ୟାଣ ସଂଘର ସଦସ୍ୟ

କଣିହାଁ ବ୍ଲକରେ ମୋ ଘର ଯୋଜନା ବଣ୍ଟନ ନେଇ ପ୍ରସ୍ତୁତି ବୈଠକ, ଯୋଗ୍ୟ ହିତାଧିକାରୀ ଲାଭ ଉଠାଇବା ଉପରେ ଗୁରୁତ୍ୱ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ବ୍ଲକ୍ ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କ ମୋ ଘର ଯୋଜନାକୁ ନେଇ ବୈଠକ ହୋଇଛି। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷାଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ସରପଞ୍ଚ,…

Continue Readingକଣିହାଁ ବ୍ଲକରେ ମୋ ଘର ଯୋଜନା ବଣ୍ଟନ ନେଇ ପ୍ରସ୍ତୁତି ବୈଠକ, ଯୋଗ୍ୟ ହିତାଧିକାରୀ ଲାଭ ଉଠାଇବା ଉପରେ ଗୁରୁତ୍ୱ

କଙ୍କଡାହାଡରେ ‘ଗରିବ କଲ୍ୟାଣ ସମାବେଶ’ରେ ଗର୍ଜିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ-ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଲୋକେ କେନ୍ଦ୍ର ଯୋଜନାର ଲାଭ ଉଠାଇପାରୁନାହାନ୍ତି

କଙ୍କଡାହାଡ଼/ଢେଙ୍କାନାଳ: ମୋଦି ସରକାରର ବିଗତ ୯ ବର୍ଷରେ ଓଡ଼ିଶାରେ ଅନେକ ଜନକଲ୍ୟାଣକାରୀ କାମ କରିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀ ଏବଂ ଢେଙ୍କାନାଳର ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କ ପାଇଁ ବ୍ୟକ୍ତି…

Continue Readingକଙ୍କଡାହାଡରେ ‘ଗରିବ କଲ୍ୟାଣ ସମାବେଶ’ରେ ଗର୍ଜିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ-ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଲୋକେ କେନ୍ଦ୍ର ଯୋଜନାର ଲାଭ ଉଠାଇପାରୁନାହାନ୍ତି

ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶିତ: ଅନୁଗୁଳ ଜିଲ୍ଲାରେ ପାସ୍ ହାର ୭୭.୬୩ %

ଅନୁଗୁଳ: ଆଜି ପ୍ରକାଶ ପାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ। ଏଥିରକ କଳାରେ ଅନୁଗୁଳ ଜିଲ୍ଲାର ପାସ୍ ହାର ୭୭.୬୩ ରହିଛି। ଚଳିତବର୍ଷ ପରୀକ୍ଷା ଦେବା ପାଇଁ…

Continue Readingଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶିତ: ଅନୁଗୁଳ ଜିଲ୍ଲାରେ ପାସ୍ ହାର ୭୭.୬୩ %

ବାହା ହେଲେ ମିଳିବ ନବ ଦମ୍ପତ୍ତି କିଟ୍

ଅନୁଗୁଳ: ରାଜ୍ୟ ମିଶନ ନିର୍ଦ୍ଦେଶକ ଡି ବୃନ୍ଦା ତାଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୬୩୩୧ ତା ୮.୬.୨୦୨୩ ରେ ରାଜ୍ୟର ସମସ୍ତ ସିଡିଏମଓ ମାନଙ୍କୁ ଏକ ଅଭିନବ ଯୋଜନା ବାବଦରେ ଚିଠି କରିଛନ୍ତି। ଏହି ଚିଠି ଅନୁସାରେ ରାଜ୍ୟର ପ୍ରତ୍ୟେକ ନବ…

Continue Readingବାହା ହେଲେ ମିଳିବ ନବ ଦମ୍ପତ୍ତି କିଟ୍

ଜିଲ୍ଲା କ୍ରୀଡା ସଂସଦର ସାଧାରଣ ବୈଠକ ବାର୍ଷିକ କ୍ରୀଡା ବଜେଟ ୧୮,୫୦,୦୦୦

ଅନୁଗୁଳ: ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା କ୍ରୀଡା ସଂସଦର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ସଦସ୍ୟ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।ବୈଠକ ଆରମ୍ଭରେ ଉପସଭାପତି ଏନ ମହାକୁଡ ସ୍ବାଗତ ଭାଷଣ ଦେଇଥିଲେ।ସମ୍ପାଦକ ଗୌର ଗୋବିନ୍ଦ…

Continue Readingଜିଲ୍ଲା କ୍ରୀଡା ସଂସଦର ସାଧାରଣ ବୈଠକ ବାର୍ଷିକ କ୍ରୀଡା ବଜେଟ ୧୮,୫୦,୦୦୦

ଦୁଇଟି ପୋଷାକ କିଣିଲେ ଗୋଟିଏ ସମ୍ପୂର୍ଣ୍ଣ ମାଗଣା! ଏସଏନ୍‌କେ ରୟାଲ ଆଣିଛି ଆକର୍ଷଣୀୟ ରଜ ଅଫର

ଅନୁଗୁଳ: ଆସୁଛି ଓଡ଼ିଆଙ୍କ ବଡ଼ ପର୍ବ ରଜ। ରଜ ପାଇଁ ଏବେ ସବୁ ଦୋକାନ ଆକର୍ଷଣୀୟ ଅଫର ଦେବା ଆରମ୍ଭ କରିଛନ୍ତି। ଏହି ଧାରାରେ ଅନୁଗୁଳର ଗାନ୍ଧୀ ମାର୍ଗ ଶାଖା ଓ ତାଳଚେରର ଶର୍ମା ଛକ ସ୍ଥିତ ଏସଏନ୍‌କେ ରୟାଲ ପକ୍ଷରୁ…

Continue Readingଦୁଇଟି ପୋଷାକ କିଣିଲେ ଗୋଟିଏ ସମ୍ପୂର୍ଣ୍ଣ ମାଗଣା! ଏସଏନ୍‌କେ ରୟାଲ ଆଣିଛି ଆକର୍ଷଣୀୟ ରଜ ଅଫର

ଖମାର କଲେଜରେ ଖୋଲିଲା ଯୁକ୍ତ ଦୁଇ ବାଣିଜ୍ୟ ବିଭାଗ, ଅନୁମତି ଦେଲେ ରାଜ୍ୟ ସରକାର

ଖମାର: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଅନ୍ତର୍ଗତ ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ଠାରୁ ଯୁକ୍ତ ଦୁଇ ଶ୍ରେଣୀରେ କମର୍ସ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁମତି ପ୍ରଦାନ କରିଛନ୍ତି। ଏନେଇ ଉଚ୍ଚମାଧ୍ୟମିକ…

Continue Readingଖମାର କଲେଜରେ ଖୋଲିଲା ଯୁକ୍ତ ଦୁଇ ବାଣିଜ୍ୟ ବିଭାଗ, ଅନୁମତି ଦେଲେ ରାଜ୍ୟ ସରକାର