ଶୋଇଥିବା ବେଳେ ରେଙ୍ଗାଳି ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ସୁଶାନ୍ତ ସେଠୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ରେଙ୍ଗାଳି: କଣିହାଁ ବ୍ଲକ ରେଙ୍ଗାଳି ପଞ୍ଚାୟତ ସରପଞ୍ଚଙ୍କ ସ୍ଵାମୀ ସୁଶାନ୍ତ ସେଠୀଙ୍କ ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ମୁତାବକ, ରେଙ୍ଗାଳି ସରପଞ୍ଚଙ୍କ ସ୍ଵାମୀ ସୁଶାନ୍ତ ସେଠୀ (୩୮) ଟିପିସିଓଡ଼ିଏଲର…

Continue Readingଶୋଇଥିବା ବେଳେ ରେଙ୍ଗାଳି ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ସୁଶାନ୍ତ ସେଠୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଯୁବକଙ୍କ ଅଂଶୁ ଘାତରେ ମୃତ୍ୟୁ !!

ଅନୁଗୁଳ: ବନ୍ତଳା ଥାନା ବାଦିବାହାଳ ଗାଁର ପ୍ରଦ୍ୟୁମ୍ନ ସ୍ୱାଇଁ ଙ୍କ ଆଜି ସନ୍ଦେହ ଜନକ ମୃତ୍ୟୁ ଘଟିଛି। ୪୨ ବର୍ଷ ବୟସ୍କ ପ୍ରଦ୍ୟୁମ୍ନ ଖରାରେ ମହିଧରପୂର୍ ଷ୍ଟାଣ୍ଡ ରେ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କୁ ଅନ୍ଧାର ଦେଖା ଯାଇଥିଲା…

Continue Readingଯୁବକଙ୍କ ଅଂଶୁ ଘାତରେ ମୃତ୍ୟୁ !!

ରାଣୀଗୋଡ଼ା ମୌଜାର ଗୋଚର ଜମିକୁ ଜବରଦଖଲ କରି କରାଯାଉଛି ଅନୈତିକ କାର୍ଯ୍ୟ, ସରକାରୀ ଖାତାକୁ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କୁ ଦାବି

ଅନୁଗୁଳ: ବୁଧବାର ଅନୁଗୁଳ ସହର ଉପକଣ୍ଠ ରାଣୀଗୋଡ଼ା ମୌଜାର ଅଧିବାସୀ ଜିଲ୍ଲାପାଳଙ୍କୁ ଭେଟି ମୌଜାର ଗୋଚର ଜମି ଜବର ଦଖଲ ହଟାଇବା ସହ ସରକାରୀ ଖାତାକୁ ଫେରାଇ ଆଣିବା ନେଇ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ରାଣୀଗୋଡ଼ା ମୌଜାର ଅନେକ ଗୋଚର…

Continue Readingରାଣୀଗୋଡ଼ା ମୌଜାର ଗୋଚର ଜମିକୁ ଜବରଦଖଲ କରି କରାଯାଉଛି ଅନୈତିକ କାର୍ଯ୍ୟ, ସରକାରୀ ଖାତାକୁ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କୁ ଦାବି

ଆମ ଜିଲ୍ଲାକୁ ୬୮ ନୂଆ ଡାକ୍ତର ଆସିଲେ

ଅନୁଗୁଳ: ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚିଠି ସଂଖ୍ୟା ୧୩୪୯୪ ତା ୪. ୬.୨୦୨୩ ଅନୁସାରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବାର ଶହରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିବା ବେଳେ ଅନୁଗୁଳ ଜିଲ୍ଲାକୁ ୬୮ ଜଣ ନୂଆ ଡାକ୍ତର ଦେଇଛନ୍ତି। ଗାଁ ଗହଳିର ପିଏଚସି,…

Continue Readingଆମ ଜିଲ୍ଲାକୁ ୬୮ ନୂଆ ଡାକ୍ତର ଆସିଲେ

୨୪ ତମ ପୁଣ୍ୟତିଥି: କାରଗିଲ ସହିଦ ମାନସ ରଞ୍ଜନ ଅମର ରହେ

ଅନୁଗୁଳ: ୧୯୯୯ ମସିହା ଜୁନ ୭ ତାରିଖର ସକାଳ ପ୍ରାୟ ୭ଟା କାରଗିଲର ଦ୍ରାସ ସେକ୍ଟରରେ ଭାରତୀୟ ସେନା ଓ ପାକିସ୍ଥାନୀ ସୈନ୍ୟଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥାଏ। ଉଭୟ ପକ୍ଷ ମଧ୍ୟରେ ଗୋଳା ବିନିମୟ ଚାଲିଥାଏ। ଏହି ସମୟରେ ଭାରତୀୟ…

Continue Reading୨୪ ତମ ପୁଣ୍ୟତିଥି: କାରଗିଲ ସହିଦ ମାନସ ରଞ୍ଜନ ଅମର ରହେ

ଆମ୍ବ ତୋଳିବାକୁ ଯାଇଥିବା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଜଣେ ଗିରଫ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଚାକୁଣ୍ଡାମୁଣ୍ଡା ଗ୍ରାମର ପ୍ରକାଶ ପ୍ରଧାନ। ପୋଲିସ ସୂଚନା ମୁତାବକ, ମହିଳା ଜଣଙ୍କ ନିକଟରେ ଥିବା…

Continue Readingଆମ୍ବ ତୋଳିବାକୁ ଯାଇଥିବା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଜଣେ ଗିରଫ

ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା, ପର ପିଢ଼ି ପାଇଁ ଉଦାହରଣ ହେବାକୁ ପରାମର୍ଶ

ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ସଭାଘରଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୈଠକରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିମନ୍ତେ ଏକ ମିନିଟ୍ ନିରବ…

Continue Readingମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା, ପର ପିଢ଼ି ପାଇଁ ଉଦାହରଣ ହେବାକୁ ପରାମର୍ଶ

ବାହାନଗା ଟ୍ରେନ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ରକ୍ତଦାନ କଲେ ତାଳଚେରର ବିଭିନ୍ନ ସଂଗଠନ, ୧୦୧ ୟୁନିଟ ରକ୍ତ ସଂଗୃହୀତ

ତାଳଚେର: ବାଲେଶ୍ଵର ବାହନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ପାଇଁ ଆଜି ରକ୍ତଦାନ କରିଛନ୍ତି ତାଳଚେରର ଲୋକେ। ତାଳଚେର ଜେସିଆଇ, ଅନ୍ନପୂର୍ଣ୍ଣା ମହିଳା ସଂଗଠନ ଓ ହାଟତୋଟା ବଣିକ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୦୧ୟୁନିଟ ରକ୍ତ ସଂଗୃହୀତ…

Continue Readingବାହାନଗା ଟ୍ରେନ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ରକ୍ତଦାନ କଲେ ତାଳଚେରର ବିଭିନ୍ନ ସଂଗଠନ, ୧୦୧ ୟୁନିଟ ରକ୍ତ ସଂଗୃହୀତ

କିଶୋରନଗରରେ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା, ଚାଷୀଙ୍କ ବିକାଶ ଉପରେ ଗୁରୁତ୍ୱ

ବଇଣ୍ଡା: ମଙ୍ଗଳବାର ଦିନ କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। ଆଠମଲ୍ଲିକ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ରଞ୍ଜନ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ…

Continue Readingକିଶୋରନଗରରେ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା, ଚାଷୀଙ୍କ ବିକାଶ ଉପରେ ଗୁରୁତ୍ୱ

ଆସନ୍ତା ୯ରୁ ରାଜ୍ୟ ସ୍ତରୀୟ ଉସୁ ପ୍ରତିଯୋଗିତା

ଅନୁଗୁଳ: ଆସନ୍ତା ୯ ତାରିଖରୁ ୧୧ ତାରିଖ ଯାଏ ଅନୁଗୁଳ ଇନଡୋର ହଲରେ ୨୯ ତମ ରାଜ୍ୟ ସ୍ତରୀୟ ଉଶୁ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ବିବରଣୀ ଦେଇଥିଲେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର…

Continue Readingଆସନ୍ତା ୯ରୁ ରାଜ୍ୟ ସ୍ତରୀୟ ଉସୁ ପ୍ରତିଯୋଗିତା