ସଲାମ ଅନୁଗୁଲବାସୀ ସଲାମ ରକ୍ତଦାତା: ଟ୍ରେନ ଦୁର୍ଘଟଣା ଆହତଙ୍କ ପାଇଁ ସ୍ୱତନ୍ତ୍ର ରକ୍ତଦାନ ଶିବିର
ଅନୁଗୁଳ: ଆୟୋଜକ ନାହାନ୍ତି,ଗେଷ୍ଟ କେହି ନାହିଁ,ବ୍ଲଡ଼ ବ୍ୟାଙ୍କ କର୍ମଚାରି ହଠାତ ରକ୍ତଦାନ କ୍ୟାମ୍ପ ନା ଶୁଣି କୁନ୍ଥୁକୁନ୍ଥୁ ତଥାପି କିଛି ସ୍ବେଛାସେବୀ ଆଜି ସକାଳେ ଅଣ୍ଟା ଭିଡ଼ିଲେ ବାହନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଏକ ରକ୍ତଦାନ ଶିବିର ଆୟୋଜିତ…




