ଟ୍ରେନ ଗୁରୁତରଙ୍କ ପାଇଁ ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ଡିଲର ସଙ୍ଘ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର, ୧୦୬ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ବାଲେଶ୍ୱର ସ୍ଥିତ ବାହାନଗା ଠାରେ ଶୁକ୍ରବାର ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ପୀଡିତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ଡିଲର ସଂଘ ଓ ଅନୁଗୁଳ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ…

Continue Readingଟ୍ରେନ ଗୁରୁତରଙ୍କ ପାଇଁ ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ଡିଲର ସଙ୍ଘ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର, ୧୦୬ ୟୁନିଟ ରକ୍ତ ସଂଗୃହୀତ

ଶୈଳ ଶ୍ରୀକ୍ଷେତ୍ରରେ ଦିଅଁ ମାନଙ୍କର ଦିବ୍ୟସ୍ନାନ

ଅନୁଗୁଳ: ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଦିଅଁ ମାନଙ୍କର ଦିବ୍ୟ ସ୍ନାନମହୋତ୍ସବ ଆୟୋଜିତ ହୋଇଯାଇଛି। ବଡିଭୋର୍ ସମୟରୁ ଶ୍ରୀଜୀଉ ମାନଙ୍କର ପହଡ଼ ଫିଟିବାପରେ ,ସେନାପଟାଲାଗି, ମଙ୍ଗଳାର୍ପଣ ଅନୁଷ୍ଠିତ ହୋଇଥିଲା। ସକାଳ ସାତଟା ସମୟରେ ଶ୍ରୀଜୀଉ ମାନଙ୍କ ପହଣ୍ଡି ଆରମ୍ଭ ହୋଇ ଆଠଟା…

Continue Readingଶୈଳ ଶ୍ରୀକ୍ଷେତ୍ରରେ ଦିଅଁ ମାନଙ୍କର ଦିବ୍ୟସ୍ନାନ

କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ଦୁର୍ଘଟଣାରେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ନୀଳମଣି ରାଉତ ଗତ ଶନିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ଦଶଟା ସମୟରେ କଲେଜ ଛକ ପଟୁ ବସ୍ ଷ୍ଟାଣ୍ଡ ଆଡ଼କୁ ଆସୁଥିିବା ବେଳେ…

Continue Readingକ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ଦୁର୍ଘଟଣାରେ ଗୁରୁତର

ଛାତ ଉପରେ ଠିଆ ହୋଇଥିବା ବେଳେ ପଡ଼ିଲା ଘଡ଼ଘଡ଼ି, ଛାତ୍ର ମୃତ

ଖମାର: ପାଳଲହଡା ବ୍ଲକ ଅନ୍ତର୍ଗତ ଖମାର ପଞ୍ଚାୟତର ଖମାର ବଜାରରେ ଆଜି ଅପରାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଆଜି ଅପରାହ୍ନରେ ଖମାର ଅଞ୍ଚଳରେ ଝଡ଼ ତୋଫାନ ହୋଇଥିଲା। ସେହି ସମୟରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଦଣ୍ଡାଶିଂଗା…

Continue Readingଛାତ ଉପରେ ଠିଆ ହୋଇଥିବା ବେଳେ ପଡ଼ିଲା ଘଡ଼ଘଡ଼ି, ଛାତ୍ର ମୃତ

ଶୈଳ ଶ୍ରୀକ୍ଷେତ୍ରରେ ଘୋଷ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ, ଭକ୍ତଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ଅନୁଗୁଳ: ଚଳିତ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ହୋଇଛି। ଶୈଳ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡା…

Continue Readingଶୈଳ ଶ୍ରୀକ୍ଷେତ୍ରରେ ଘୋଷ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ, ଭକ୍ତଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ବାହାନଗାରେ ରେଳ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ଦୀପ ଦାନ ଓ ନିରବ ପ୍ରାର୍ଥନା କଲେ ଜିଲ୍ଲା କଂଗ୍ରେସ

ଅନୁଗୁଳ: ବାଲେଶ୍ଵର ବାହାନଗାରେ ରେଳ ଦୁର୍ଘଟଣାରେ ମୃତ ଏବଂ ଆହତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦୀପ ଦାନ ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା…

Continue Readingବାହାନଗାରେ ରେଳ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ଦୀପ ଦାନ ଓ ନିରବ ପ୍ରାର୍ଥନା କଲେ ଜିଲ୍ଲା କଂଗ୍ରେସ

ଏବେ ବି ବଞ୍ଚିଛି ମାନବିକତା: ସ୍ବେଚ୍ଛାକୃତ ଭାବେ ବାହନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ରକ୍ତଦାନ କଲେ ୫୭ ଜଣ

ଅନୁଗୁଳ: ବାଲେଶ୍ୱର ବାହାନଗାରେ ରେଳ ଦୁର୍ଘଟଣାରେ ଆହତ ରୋଗୀଙ୍କ ରକ୍ତର ଆବଶ୍ୟକତାକୁ ଦୂର କରିବା ନିମନ୍ତେ ଅନୁଗୁଳ ବିଧାୟକ ତଥା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ନିର୍ଦ୍ଦେଶରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ଛାତ୍ର-ଯୁବ ଜନତା ଦଳ ଓ ଓଡିଶା…

Continue Readingଏବେ ବି ବଞ୍ଚିଛି ମାନବିକତା: ସ୍ବେଚ୍ଛାକୃତ ଭାବେ ବାହନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ରକ୍ତଦାନ କଲେ ୫୭ ଜଣ

ଜୁନ୍ ମାସରେ କେଉଁଦିନ କେଉଁଠି ହେବ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ, ଦେଖନ୍ତୁ ପୂରା ତାଲିକା

ଅନୁଗୁଳ: ଜୁନ୍ ମାସ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ। ନିର୍ଦ୍ଧାରିତ…

Continue Readingଜୁନ୍ ମାସରେ କେଉଁଦିନ କେଉଁଠି ହେବ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ, ଦେଖନ୍ତୁ ପୂରା ତାଲିକା

ସୌମ୍ୟରଂଜନ ବିଜେୱାଇଏମ ମୁଖପାତ୍ର

ଅନୁଗୁଳ: ଯୁବନେତା ସୌମ୍ୟରଂଜନ ସାହୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ମିଡିଆ ସେଲର ଦାୟିତ୍ୱ ତଥା ମୁଖପାତ୍ର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ଜିଲ୍ଲା ସଭାପତି ସୁଦୀପ୍ତ ସ୍ୱାଇଁ ଏଥିନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।ଶ୍ରୀ ସାହୁ ଏଥି ପୂର୍ବରୁ କଂଗ୍ରେସ…

Continue Readingସୌମ୍ୟରଂଜନ ବିଜେୱାଇଏମ ମୁଖପାତ୍ର

ବାଇକ ଡିକି ଭାଙ୍ଗି ଟଙ୍କା ଚୋରି ଉଦ୍ୟମ ଫେଲ୍, ଧରାପଡ଼ି ଛେଚା ଖାଇବା ପରେ ବନ୍ଧା ହେଲା ଯୁବକ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ନୂଆ ବସ ଷ୍ଟାଣ୍ଡରେ ବାଇକ ଡିକି ଭାଙ୍ଗି ଟଙ୍କା ଚୋରି କରୁଥିବା ଜଣେ ଯୁବକକୁ ସ୍ଥାନୀୟ ଲୋକେ ଧରି ପୋଲିସରେ ଦେଇଛନ୍ତି। ସୂଚନା ମୁତାବକ, ସ୍ଥାନୀୟ ଅଂକୁଲା ଗ୍ରାମର କପିଳ ସେନାପତି ଆଜି ଖରାବେଳେ ପଞ୍ଜାବ…

Continue Readingବାଇକ ଡିକି ଭାଙ୍ଗି ଟଙ୍କା ଚୋରି ଉଦ୍ୟମ ଫେଲ୍, ଧରାପଡ଼ି ଛେଚା ଖାଇବା ପରେ ବନ୍ଧା ହେଲା ଯୁବକ