ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ବୃଦ୍ଧା ମୃତ, ଜଣେ ଗୁରୁତର
ଅନୁଗୁଳ : ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ହେଲେ ହମାମିରା ଗ୍ରାମର ଚମ୍ପାବତୀ ସାହୁ। ରିପୋର୍ଟ ମୁତାବକ, ମଙ୍ଗଳବାର ହମାମିରା ଗ୍ରାମର ଚମ୍ପାବତୀ ସାହୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ…




