ବ୍ରାଉନ୍‌ସୁଗର ଜବତ, ୪ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୋଲିସ ସୋମବାର ୬ ଗ୍ରାମ୍ ବ୍ରାଉନ୍‌ସୁଗର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ଅନୁଗୁଳ ଟାଉନ୍ ଥାନା ପୋଲିସର ଏକ…

Continue Readingବ୍ରାଉନ୍‌ସୁଗର ଜବତ, ୪ ଗିରଫ

ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର: ଦାଖଲ ୭୬ ଅଭିଯୋଗ ମଧ୍ୟରୁ ୧୮ ଟିର ହେଲା ଫଇସଲା

ଅନୁଗୁଳ : ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦାଖଲ ହୋଇଥିବା ସମୁଦାୟ ୭୬ଟି ଅଭିଯୋଗରୁ ୬୪ଟି ବ୍ୟକ୍ତିଗତ ଓ ୧୨ଟି ଗ୍ରାମ୍ୟ…

Continue Readingଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର: ଦାଖଲ ୭୬ ଅଭିଯୋଗ ମଧ୍ୟରୁ ୧୮ ଟିର ହେଲା ଫଇସଲା

ଜବରଦଖଲ ଉଚ୍ଛେଦ ଦାବି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପୁରୁଣାଗଡ଼ବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ପୁରୁଣାଗଡ଼ ଗ୍ରାମବାସୀ। ଜବରଦଖଲ ଉଚ୍ଛେଦ ଦାବିରେ ଗାଁ ଲୋକେ ଧାରଣା ଦେଇଥିବା ଜଣାଯାଇଛି। ସୂଚନା ମୁତାବକ, ମଦନ ମୋହନ ପାଟଣା ମନ୍ଦିର ରାସ୍ତାର କନ୍ଧସାହି ରାସ୍ତା ବାସିନ୍ଦା ମିଶି ରାସ୍ତା ପ୍ଲଟ…

Continue Readingଜବରଦଖଲ ଉଚ୍ଛେଦ ଦାବି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପୁରୁଣାଗଡ଼ବାସୀ

ଆଦୃତ ଶିଶୁ ଗୃହଠାରେ ଶିଶୁଙ୍କ ପାଇଁ କାର୍ଣ୍ଣିଭାଲ୍ ଆୟୋଜିତ, ଭରପୂର ମଜା ନେଲେ କୁନି କୁନି ପିଲା

ଅନୁଗୁଳ: ଅନୁଗୁଳ ନିୟୁ ଲେଡିଜ୍ କ୍ଲବ୍ ତରଫରୁ ସୋମବାର ଆଦୃତ ଶିଶୁ ଗୃହଠାରେ ଶିଶୁଙ୍କ ପାଇଁ ଏକ କାର୍ଣ୍ଣିଭାଲ୍ ଆୟୋଜିତ ହୋଇଛି। ଏହି ଶିଶୁ ମେଳାକୁ ଅନୁଗୁଳ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସୁଶ୍ରୀ ଦୀପ୍ତିମୟୀ ସାହୁ ଉଦଘାଟନ କରିଥିଲେ।…

Continue Readingଆଦୃତ ଶିଶୁ ଗୃହଠାରେ ଶିଶୁଙ୍କ ପାଇଁ କାର୍ଣ୍ଣିଭାଲ୍ ଆୟୋଜିତ, ଭରପୂର ମଜା ନେଲେ କୁନି କୁନି ପିଲା

ସମାଧାନ ହେଉନି ଲାଇନ ସମସ୍ୟା: ବିଦ୍ୟୁତ କର୍ମଚାରୀଙ୍କୁ ବାନ୍ଧିଲେ ଗାଁ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁରେ ବିଦ୍ୟୁତ୍ କର୍ମଚାରୀଙ୍କୁ ବାନ୍ଧି ଅଟକ ରଖିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୪-୫ ଦିନ ହେଲା ଗ୍ରାମରେ ବିଦ୍ୟୁତ୍ ସମସ୍ୟା ଥିଲା। ତେଣୁ ଗାଁ ଲୋକେ ବିଦ୍ୟୁତ୍ କର୍ମଚାରୀଙ୍କୁ ଯୋଗାଯୋଗ କରିବାରୁ ସେମାନେ ଟୋଲ…

Continue Readingସମାଧାନ ହେଉନି ଲାଇନ ସମସ୍ୟା: ବିଦ୍ୟୁତ କର୍ମଚାରୀଙ୍କୁ ବାନ୍ଧିଲେ ଗାଁ ଲୋକ

ଭାରତ ବିକାଶ ପରିଷଦ ପକ୍ଷରୁ ବାଳ ସଂସ୍କାର ଶିବିର ଆୟୋଜିତ, ପିଲାଙ୍କୁ ଭଲ ମଣିଷ କରିବାକୁ ଲକ୍ଷ୍ୟ

ଅନୁଗୁଳ: ଛାତ୍ରଛାତ୍ରୀଙ୍କୁ ଭାରତୀୟ ସଂସ୍କୃତି ସହ ପରିଚିତ କରାଇବା ଉଦ୍ଦେଶ୍ୟରେ ଅନୁଗୁଳସ୍ଥିତ ଭାରତ ବିକାଶ ପରିଷଦ ତରଫରୁ ଦୁଇଦିନିଆ ଗ୍ରୀଷ୍ମ ଶିବିର ସଭାପତି ପ୍ରଫେସର ଶାନ୍ତନୁ କୁମାର ସର ନେତୃତ୍ୱରେ ଉଦଘାଟିତ ହୋଇଛି। ଶିବିରରେ ପ୍ରତ୍ୟେକ ଦିନ ମଙ୍ଗଳାଚରଣ, ବନ୍ଦନା, ଗୀତା…

Continue Readingଭାରତ ବିକାଶ ପରିଷଦ ପକ୍ଷରୁ ବାଳ ସଂସ୍କାର ଶିବିର ଆୟୋଜିତ, ପିଲାଙ୍କୁ ଭଲ ମଣିଷ କରିବାକୁ ଲକ୍ଷ୍ୟ

ପ୍ରେସ କ୍ଲବକୁ ନିଜ କବଜାକୁ ନେଲା ପ୍ରଶାସନ

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଗୋପବନ୍ଧୁ ପାର୍କ ନିକଟରେ ଥିବା ପ୍ରେସ କ୍ଳବ୍ କୁ ଅନୁଗୁଳ ଜିଲ୍ଲା ପ୍ରଶାସନ ନିଜ କବଜାକୁ ନେଇଥିଲା। ସ୍ଥାନୀୟ ତହସିଲଦାର ଓ ପୌର ଅଧିକାରୀଙ୍କ ଉପସ୍ଥିତିରେ କ୍ଳବ୍ ର ତାଲା ଭାଙ୍ଗି ନୂଆ…

Continue Readingପ୍ରେସ କ୍ଲବକୁ ନିଜ କବଜାକୁ ନେଲା ପ୍ରଶାସନ

ଅର୍ନ୍ତଜାତୀୟ ଶିଶୁ ଓ କିଶୋର ଶ୍ରମିକ ନିରୋଧ ଦିବସ: ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛି ଅନୁଗୁଳ ପ୍ରଶାସନ

ଅନୁଗୁଳ: ଶିଶୁ ଓ କିଶୋର ଶ୍ରମିକର ମୂଳୋତ୍ପାଟନ କରିବା ପାଇଁ ଅର୍ନ୍ତଜାତୀୟ ଶିଶୁ ଓ କିଶୋର ଶ୍ରମିକ ନିରୋଧ ଦିବସ ଅବସରରେ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ସଚେତନତା ଅଭିଯାନ ଶୋଭାଯାତ୍ରାକୁ ଆଜି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ…

Continue Readingଅର୍ନ୍ତଜାତୀୟ ଶିଶୁ ଓ କିଶୋର ଶ୍ରମିକ ନିରୋଧ ଦିବସ: ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛି ଅନୁଗୁଳ ପ୍ରଶାସନ

୧୯୯ ଲିଟର ଦେଶୀ ରନ୍ଧାମଦ ଓ ୩ ଶହ କିଲୋ ମହୁଲପୋଚ ଜବତ, ୭ ଗିରଫ

ଆଠମଲ୍ଲିକ : ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ୧୯୯ ଲିଟର ଦେଶୀ ରନ୍ଧାମଦ ଓ ୩ ଶହ କିଲୋ ମହୁଲପୋଚ ଜବତ କରାଯିବା ସହ ୭ ଜଣଙ୍କୁ ଗିରଫ କରାଯାଇଛି l ଅବକାରୀ ବିଭାଗ ଭାରପ୍ରାପ୍ତ ନିରୀକ୍ଷକ…

Continue Reading୧୯୯ ଲିଟର ଦେଶୀ ରନ୍ଧାମଦ ଓ ୩ ଶହ କିଲୋ ମହୁଲପୋଚ ଜବତ, ୭ ଗିରଫ

ଡିଭାଇଡରରେ ଚଢ଼ିଯାଇ ଓଲଟିଲା ମେଡିସିନ ବୋଝେଇ ଟ୍ରକ, କେହି ମୃତାହତ ହୋଇନଥିବା ସୂଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖ ଟ୍ରାଫିକ ଛକରେ ଭାରସାମ୍ଯ ହରାଇ ଡିଭାଇଡର ଉପରେ ଚଢ଼ି ଓଲଟିଲା ଟ୍ରକ୍। ଟ୍ରକରେ ମେଡିସିନ ବୋଝେଇ ହୋଇ ରହିଥିଲା। ଏଥିରେ କେହି ମୃତାହତ ହୋଇ ନାହାଁନ୍ତି। ଚାଳକଙ୍କ ସୂଚନା ଅନୁଯାୟୀ, ଏହି ଟ୍ରକ…

Continue Readingଡିଭାଇଡରରେ ଚଢ଼ିଯାଇ ଓଲଟିଲା ମେଡିସିନ ବୋଝେଇ ଟ୍ରକ, କେହି ମୃତାହତ ହୋଇନଥିବା ସୂଚନା