୧୧ ତମ ତୁରଙ୍ଗ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କଟକକୁ ହରାଇ ୨-୧ ଗୋଲରେ ବିଜୟୀ ହେଲା ବେଲପାହାଡ଼

ଅନୁଗୁଳ: ତୁରଙ୍ଗର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ୧୧ ତମ ତୁରଙ୍ଗ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଛି। ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକାରୀ ଜଗମୋହନ ମୀନା ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିବା…

Continue Reading୧୧ ତମ ତୁରଙ୍ଗ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କଟକକୁ ହରାଇ ୨-୧ ଗୋଲରେ ବିଜୟୀ ହେଲା ବେଲପାହାଡ଼

୭ ଦଫା ଦାବି ନେଇ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ବୈଠକ, ଦାବି ପୂରଣ ନ ହେଲେ ପରିବାର ସହ ଧାରଣାକୁ ଓହ୍ଲାଇବାକୁ ଚେତାବନୀ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ପଞ୍ଚାୟତରେ ୪ର୍ଥ ଶ୍ରେଣୀ କର୍ମଚାରୀଭାବେ କାମ କରୁଥିବା ସୁଇପର, ପିଅନ ଓ ରାତ୍ର ଜଗୁଆଳ ସଂଘ ପକ୍ଷରୁ ରବିବାର ଛେଣ୍ଡିପଦା ବ୍ଲକ ରାମଚଣ୍ଡୀ ପୀଠରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ୧୯୫୨ ମସିହାରେ ସରକାର ପଞ୍ଚାୟତିରାଜ ବ୍ୟବସ୍ଥା…

Continue Reading୭ ଦଫା ଦାବି ନେଇ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ବୈଠକ, ଦାବି ପୂରଣ ନ ହେଲେ ପରିବାର ସହ ଧାରଣାକୁ ଓହ୍ଲାଇବାକୁ ଚେତାବନୀ

ଅନୁଗୁଳ ଡାକ୍ତରଖାନା: ସୁରକ୍ଷା ଢିଲା ମେଲ ୱାର୍ଡରୁ ରୋଗୀ ଗାଏବ

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଦିନ ଏଗାରଟା ବେଳେ ମେଲ ମେଡ଼ିସିନ ୱାର୍ଡରୁ ଜଣେ ରୋଗୀ ଫେରାର ହୋଇଯାଇଥିବା ଜଣା ପଡ଼ିଛି। ସୂଚନା ଯେ, କଣିହା ପଥର ମୁଣ୍ଡା ଅଞ୍ଚଳର କୁଶଧ୍ୱଜ ସାହୁ(୩୮) ମୁଣ୍ଡ ଦୋଷରେ ପୀଡିତ ହୋଇ ଗତ…

Continue Readingଅନୁଗୁଳ ଡାକ୍ତରଖାନା: ସୁରକ୍ଷା ଢିଲା ମେଲ ୱାର୍ଡରୁ ରୋଗୀ ଗାଏବ

ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ପାଲଲହଡା ଉଭୟ ବାଳକ ଓ ବାଳିକା ଚମ୍ପିୟାନ

ଅନୁଗୁଳ: ତିନିଦିନ ଧରି ଅନୁଗୁଳ ଷ୍ଟାଡିୟମରେ ଚାଲି ଆସିଥିବା ଫିଫା ୱାଲଡ଼ କପ ସ୍ମାରକୀ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫୁଟବଲର…

Continue Readingଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ପାଲଲହଡା ଉଭୟ ବାଳକ ଓ ବାଳିକା ଚମ୍ପିୟାନ

ମା’ ହରଗୌରୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସଇଡ଼ା ବିଜୟୀ

ପାଳଲହଡ଼ା : ପାଳଲହଡ଼ା ବ୍ଲକ୍ ଇଡା ପଞ୍ଚାୟତ କାଦଡିହାରେ ତିନିଦିନ ଧରି ଚାଲିଥିବା ମା' ହରଗୌରୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ ଟ୍ରିପଲ୍ ଏସର ଅଧ୍ୟକ୍ଷ ତଥା ତାମଡା ଅଧ୍ୟକ୍ଷ ଇଂ ଅବନୀକାନ୍ତ…

Continue Readingମା’ ହରଗୌରୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସଇଡ଼ା ବିଜୟୀ

ରାତି ଅଧିଆ ମା’ ମାହେଶ୍ୱରୀଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ନେଇଗଲେ ଦୁର୍ବୃତ୍ତ

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡର ଅଧିଷ୍ଠାତ୍ରୀ ଦେବୀ ମା' ମାହେଶ୍ୱରୀଙ୍କ ମନ୍ଦିର ଭିତରେ ଥିବା ଉତ୍ତର ଦ୍ୱାର କବାଟ ତାଡ଼ି ଶୁକ୍ରବାର ରାତିରେ କେହି ହୁଣ୍ଡି ଭାଙ୍ଗି ନେଇଯାଇଛି। ଶନିବାର ସକାଳୁ ମାଳି ସୁବ୍ରତ ବେହେରା ମନ୍ଦିର ମୁଖ୍ୟଦ୍ୱାର ଖୋଲି ଭିତରେ…

Continue Readingରାତି ଅଧିଆ ମା’ ମାହେଶ୍ୱରୀଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ନେଇଗଲେ ଦୁର୍ବୃତ୍ତ

ପାଣିଟାଙ୍କି ପାଇଁ ଲାଗିଥିବା ବାଉଁଶ ପଡ଼ି ଯୁବକ ଗୁରୁତର

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ଥାନା ବାଘୁଅବୋଲରେ ପାଣି ଟାଙ୍କି ନିର୍ମାଣ ପାଇଁ ଭିଡା ହୋଇଥିବା ବାଉଁଶ ପଡି ଜଣେ ଆହତ ହୋଇଛନ୍ତି। ଆହତ ହେଲେ ସେହି ଗାଁର ଜମ୍ବେଶ୍ୱର ଦେହୁରୀଙ୍କ ପୁଅ ବିଭୂତି (୨୬)। ସୂଚନା ଅନୁସାରେ, ଶନିବାର ପୂର୍ବାହ୍ନରେ ଗାଁରେ…

Continue Readingପାଣିଟାଙ୍କି ପାଇଁ ଲାଗିଥିବା ବାଉଁଶ ପଡ଼ି ଯୁବକ ଗୁରୁତର

ବିଦ୍ୟୁତ ଆଘାତରେ ପୁଣି ଗଲା ଦନ୍ତା ଜୀବନ

ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳ ବାସୁଦେବପୁର ପଞ୍ଚାୟତ ମୁଣ୍ଡାପଡ଼ା ଖେସରା ଗ୍ରାମ୍ୟ ଜଙ୍ଗଲରୁ ଶନିବାର ସକାଳୁ ଏକ ଦନ୍ତାହାତୀର ମୃତ ଦେହ ଉଦ୍ଧାର ହୋଇଛି। ଜଙ୍ଗଲରେ ବାରହା ଶିକାର ପାଇଁ କେହି ଦୁର୍ବୃତ୍ତ ବିଦ୍ୟୁତ ତାର ବିଛାଇଥିବା ବେଳେ ଦନ୍ତାହାତୀ…

Continue Readingବିଦ୍ୟୁତ ଆଘାତରେ ପୁଣି ଗଲା ଦନ୍ତା ଜୀବନ

ରାଜ୍ୟ ସରକାଙ୍କ ଐତିହାସିକ ନିଷ୍ପତ୍ତି : ଓଡ଼ିଶାରେ ଶେଷ ହେଲା ଚୁକ୍ତି ଭିତ୍ତିକ ନିଯୁକ୍ତି ଯୁଗ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି । ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଘୋଷଣା କରିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କରିଛନ୍ତି ମୁଁ ୨୦୦୦ ମସିହାରେ ଓଡ଼ିଶା…

Continue Readingରାଜ୍ୟ ସରକାଙ୍କ ଐତିହାସିକ ନିଷ୍ପତ୍ତି : ଓଡ଼ିଶାରେ ଶେଷ ହେଲା ଚୁକ୍ତି ଭିତ୍ତିକ ନିଯୁକ୍ତି ଯୁଗ

ବିଜ୍ଞାନ ଶିକ୍ଷକଙ୍କ ବଦଳି ବନ୍ଦ କରିବାକୁ ଦାବି, ନଚେତ୍ ସ୍କୁଲରେ ତାଲା ପକାଇବାକୁ ଅଭିଭାବକଙ୍କ ଚେତାବନୀ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଗଡ଼ମଣ୍ଡଳ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୁର୍ଗା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଦଳିକୁ ଅଭିଭାବକ ମାନେ ଦୃଢ଼ ବିରୋଧ କରିଛନ୍ତି। ଶିକ୍ଷକଙ୍କ ବଦଳି ବାତିଲ କରାନଗଲେ ବିଦ୍ୟାଳୟରେ ତାଲା ପକାଇବାକୁ ସେମାନେ ଚେତାବନୀ ଦେଇଛନ୍ତି। ଅଭିଭାବକଙ୍କ ଅଭିଯୋଗ…

Continue Readingବିଜ୍ଞାନ ଶିକ୍ଷକଙ୍କ ବଦଳି ବନ୍ଦ କରିବାକୁ ଦାବି, ନଚେତ୍ ସ୍କୁଲରେ ତାଲା ପକାଇବାକୁ ଅଭିଭାବକଙ୍କ ଚେତାବନୀ