ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡ଼ା ଗାଁରେ ବୁଧବାର ବିଳମ୍ବିତ ରାତିରେ ସାପକାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଗାଁର ସୁଦର୍ଶନ ବେହେରାଙ୍କ ସ୍ତ୍ରୀ ସୁକାନ୍ତି ବେହେରା(୩୫) ରାତିରେ ଘରେ ଶୋଇଥିଲେ। ତାଙ୍କୁ ବିଳମ୍ବିତ ରାତିରେ…

Continue Readingସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

୧୦୮ ଆମ୍ବୁଲାନ୍ସ ଧକ୍କାରେ ଚାଷୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାପୁଜୀ ମହାବିଦ୍ୟାଳୟ ସାମ୍ନାରେ ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ମାଛକୁଟା ଗାଁର ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯୟୀ, ଗୁରୁବାର ଭୋର ସମୟରେ ମାଛକୁଟା ଗାଁର ଲିପୁ ଗଡ଼ନାୟକ ହଳ…

Continue Reading୧୦୮ ଆମ୍ବୁଲାନ୍ସ ଧକ୍କାରେ ଚାଷୀ ଗୁରୁତର

ସ୍ତ୍ରୀଙ୍କୁ ମାଡ଼ମାରି ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ପୁଲିସ ସ୍ତ୍ରୀଙ୍କୁ ମାଡ଼ମାରିବା ଅଭିଯୋଗରେ ସ୍ବାମୀଙ୍କୁ ଗିରଫକରିଛି। ସୂଚନା ମୁତାବକ, ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁର ବିଧୁଭୂଷଣ ସାହୁ(୩୯) ସପରିବାର ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆରେ ଭଡ଼ାରେ ରହୁଥିଲେ। ଗତ ୧ ମାସ ହେବ…

Continue Readingସ୍ତ୍ରୀଙ୍କୁ ମାଡ଼ମାରି ସ୍ବାମୀ ଗିରଫ

ବେପାର ବୁଡ଼ିଯିବାରୁ ଗଛରେ ଦଉଡ଼ି ଦେଇ ଜୀବନ ହାରିଲେ ଯୁବକ

ଅନୁଗୁଳ: ତାଳଚେର ସଦର ଥାନା ସନ୍ଥପଡା ପଞ୍ଚାୟତର ଦାସନାଳୀରେ ଥିବା ନାଲକୋ ଇନଟେକ ପମ୍ପ ହାଉସ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରେ ଏକ ଡିମିରି ଗଛରେ ଦଉଡ଼ି ଦେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣକ ଆଲୋକ ସାମଲ…

Continue Readingବେପାର ବୁଡ଼ିଯିବାରୁ ଗଛରେ ଦଉଡ଼ି ଦେଇ ଜୀବନ ହାରିଲେ ଯୁବକ

ତାଳଚେର ମେଡିକାଲ୍ କଲେଜକୁ କାର୍ଯ୍ୟକ୍ଷମ ନ କଲେ ଆସନ୍ତା ୪ ରେ ପାଳିତ ହେବ କଳା ଦିବସ: କ୍ରିୟାନୁଷ୍ଠାନ କମିଟି

ତାଳଚେର: ମେଡିକାଲ୍ କଲେଜକୁ ସରକାର ଶୀଘ୍ର କାର୍ଯ୍ୟକ୍ଷମ କରିବା ଦାବିରେ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ବୁଧବାର ସ୍ଥାନୀୟ ଚିତ୍ରକୂଟ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ମେଡିକାଲ କଲେଜ ଅତିଶୀଘ୍ର କାର୍ଯ୍ୟକ୍ଷମ ନ ହେଲେ କମିଟି…

Continue Readingତାଳଚେର ମେଡିକାଲ୍ କଲେଜକୁ କାର୍ଯ୍ୟକ୍ଷମ ନ କଲେ ଆସନ୍ତା ୪ ରେ ପାଳିତ ହେବ କଳା ଦିବସ: କ୍ରିୟାନୁଷ୍ଠାନ କମିଟି

ମୋବାଇଲ ଚୋରକୁ ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ

ଅନୁଗୁଳ: ମୋବାଇଲ ଚୋରକୁ ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ। ଆଜି ସ୍ଥାନୀୟ ଛେଣ୍ଡିପଦା ଥାନା କୋଶଳା ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, କୋଶଳା ଗାଁର ଗୁରୁବାର ସାପ୍ତାହିକ ହାଟରୁ ଜଣେ ବ୍ୟକ୍ତି ମୋବାଇଲ ଚୋରି କରୁଥିବା ବେଳେ…

Continue Readingମୋବାଇଲ ଚୋରକୁ ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ

୯୯ ହଜାର ଲୁଟିନେଲେ ସାଇବର ଲୁଟେରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ତଳମୁଳ ଗାଁର ମାନସ ରଞ୍ଜନ ସାହୁଙ୍କଠାରୁ ବୁଧବାର ସାଇବର ଲୁଟେରା ଲୁଟି ନେଇଛନ୍ତି ୯୯ ହଜାର ଟଙ୍କା। ସୂଚନା ଅନଯାୟୀ, ମାନସଙ୍କ ପାଖକୁ ବୁଧବାର ସକାଳୁ ଏକ ଫୋନକଲ ଆସିଲା। ନିଜକୁ କ୍ରେଡିଟ…

Continue Reading୯୯ ହଜାର ଲୁଟିନେଲେ ସାଇବର ଲୁଟେରା

ଗଣେଶ ପୂଜା କମିଟିର ନୂତନ ସଦସ୍ୟ ଚୟନ, ଚଳିତବର୍ଷ ଆଉ ୫ଟି ନୂଆ ମେଢ଼ କରିବାକୁ ନିଷ୍ପତ୍ତି

ଅନୁଗୁଳ: ସ୍ଥାନୀୟ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଦ୍ଵିତୀୟ ସାଧାରଣ ପରିଚାଳନା କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ବୈଠକରେ ନୂତନ ସଦସ୍ୟ ଚୟନ କରାଯାଇଥିଲା। ସଭାପତି ଭାବେ ରଶ୍ମିରଞ୍ଜନ ସାହୁ, ସେକ୍ରେଟାରୀ ଭାବେ ଶିବାନୀ ଶଙ୍କର ଗୌଡ଼, ଉପସଭାପତି…

Continue Readingଗଣେଶ ପୂଜା କମିଟିର ନୂତନ ସଦସ୍ୟ ଚୟନ, ଚଳିତବର୍ଷ ଆଉ ୫ଟି ନୂଆ ମେଢ଼ କରିବାକୁ ନିଷ୍ପତ୍ତି

ରେଳ ବିଭାଗରେ ନିଯୁକ୍ତି ଦେବା ନାଁରେ ୪୩ ଲକ୍ଷ ଟଙ୍କାର ଠକେଇ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁର ଜଣେ ଯୁବତୀଙ୍କ ସହ ୧୫ ଜଣଙ୍କୁ ରେଳ ବିଭାଗରେ ନିଯୁକ୍ତି ଦେବାକୁ କହି ୪୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଛି। ସୂଚନା ମୁତାବକ, ୨୦୧୯ ସେପ୍ଟେମ୍ବର ମାସରେ ମହିଧରପୁରର…

Continue Readingରେଳ ବିଭାଗରେ ନିଯୁକ୍ତି ଦେବା ନାଁରେ ୪୩ ଲକ୍ଷ ଟଙ୍କାର ଠକେଇ

୪୨ ଗ୍ରାମ ଧଳା ଜହର ଜବତ, ଅଭିଯୁକ୍ତକୁ କାବୁ କରି କୋର୍ଟ ଚାଲାଣ କଲା ପୋଲିସ

ଅନୁଗୁଳ: କିଛିଦିନ ବ୍ୟବଧାନ ପରେ ଅନୁଗୁଳରୁ ପୁଣି ଜବତ ହେଲା ବ୍ରାଉନସୁଗାର। ମଙ୍ଗଳବାର ସନ୍ଧ୍ୟାରେ କୋଳିୟାରୀ ପୋଲିସ ଷ୍ଟେସନ ଅନ୍ତର୍ଗତ ଦେଉଳବେଢ଼ା କଲୋନୀ ନିକଟରୁ ବ୍ରାଉନସୁଗାର ଜବତ ହୋଇଛି। ସ୍ଥାନୀୟ ପୋଲିସ ଏଠାରୁ ୪୨ ଗ୍ରାମ ଧଳା ଜହର ଜବତ କରିବା…

Continue Reading୪୨ ଗ୍ରାମ ଧଳା ଜହର ଜବତ, ଅଭିଯୁକ୍ତକୁ କାବୁ କରି କୋର୍ଟ ଚାଲାଣ କଲା ପୋଲିସ