କ୍ୟାଡେଟ ଏସଆଇଙ୍କ ୬୦ତମ ଦୀକ୍ଷାନ୍ତ ସମାରୋହ
ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ପିଟିସି ପଡ଼ିଆରେ କ୍ୟାଡେଟ ସବଇନିସ୍ପେକ୍ଟର ମାନଙ୍କ ୬୦ତମ ଦୀକ୍ଷାନ୍ତ ସମାରୋହ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ରାଜ୍ୟ ପୋଲିସ ମହାନିର୍ଦେଶକ ସୁନୀଲ କୁମାର ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡ଼ ନିରୀକ୍ଷଣ କରିବା ସହ…




