ଅଭିଯୋଗ କରିବାରୁ ଆକ୍ରମଣ, ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ଉପଖଣ୍ଡ ଅଧୀକ୍ଷକଙ୍କୁ ନିବେଦନ

ଅନୁଗୁଳ: ଥାନାରେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଆଜି ଏସଡ଼ିପିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତାଙ୍କ ପରିବାର। ଅଭିଯୋଗ ମୁତାବକ, ଗତ ୪ ତାରିଖରେ ଉଷାମଣି ନାଏକ ନାମକ ମହିଳା କୋଲିୟରୀ ଥାନାରେ କୁଞ୍ଜବିହାରୀ ବେହେରା ଓ ମନୋଜ ନାଏକଙ୍କ ନାଁରେ…

Continue Readingଅଭିଯୋଗ କରିବାରୁ ଆକ୍ରମଣ, ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ଉପଖଣ୍ଡ ଅଧୀକ୍ଷକଙ୍କୁ ନିବେଦନ

ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଠମଲ୍ଲିକ ଉପକାରାଗାରରେ ସ୍ବାସ୍ଥ୍ୟ ଶିବିର

ଅନୁଗୁଳ: ଆଜି ଅନୁଗୁଳ ଆଇନସେବା ପ୍ରାଧିକରଣ ପକ୍ଷରୁ ସଚିବ ଏସ୍.ଶୁଭଲକ୍ଷ୍ମୀଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟର ମିଳିତ ସହଯୋଗରେ ଆଠମଲ୍ଲିକ ଉପକାରଗାର ପରିସରରେ ଏକ ସ୍ଵାସ୍ଥ୍ୟ ଶିବିର ଆୟୋଜିତ ହୋଇଛି। ଶିବିରରେ କାରାଗାର ଅନ୍ତେବାସୀଙ୍କର…

Continue Readingଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଠମଲ୍ଲିକ ଉପକାରାଗାରରେ ସ୍ବାସ୍ଥ୍ୟ ଶିବିର

ସ୍ତ୍ରୀ ମାନ୍ୟତା ପାଇଁ ସ୍ଵାମୀଙ୍କ ଘର ସାମ୍ନାରେ ଧାରଣାରେ ବିବାହିତା ପତ୍ନୀ

ଅନୁଗୁଳ: ଅଧିକାର ପାଇଁ ସ୍ୱାମୀ ଘର ଦୁଆରେ ଧାରଣାରେ ବସିଛି ସ୍ତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ରାଣୀଗୋଡା ପଞ୍ଚାୟତର ସାମନ୍ତ ସାହିରେ। ସାମନ୍ତ ସାହିର ଦିଗାମ୍ବର ବାରିକଙ୍କ ପୁଅ ମାନସ ବାରିକଙ୍କ ଘର ସମ୍ମୁଖରେ…

Continue Readingସ୍ତ୍ରୀ ମାନ୍ୟତା ପାଇଁ ସ୍ଵାମୀଙ୍କ ଘର ସାମ୍ନାରେ ଧାରଣାରେ ବିବାହିତା ପତ୍ନୀ

ଜରାସିଂହାରେ ଜିଲ୍ଲାସ୍ତରୀୟ ବିଜ୍ଞାନମେଳା

ଅନୁଗୁଳ: ଆଜି ପୂର୍ବାହ୍ନରେ ଜରାସିଂହା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉଦଘାଟନ କରିବା ସହ ବୈଜ୍ଞାନିକ…

Continue Readingଜରାସିଂହାରେ ଜିଲ୍ଲାସ୍ତରୀୟ ବିଜ୍ଞାନମେଳା

ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଯେ, କଟକ ଜିଲ୍ଲା ନରସିଂହପୁର ଜିଲିଣ୍ଡା ଜାନିସାହିର ରଞ୍ଜନ…

Continue Readingନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ଜରପଡ଼ା ଦନ୍ତା ମୃତ୍ୟୁର ଖୁଲାସା: ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ଯାଇଛି ଜୀବନ; ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ବନାଞ୍ଚଳରେ ଗତ ଶନିବାର ସକାଳେ ମିଳିଥିବା ଦନ୍ତା ମୃତ ଦେହର ବ୍ୟବଚ୍ଛେଦ ପରେ ତଦନ୍ତ କରି ପୋଲିସ ଜଣଙ୍କୁ ଗିରଫ କରିଛି। ସୋମବାର ଭୋର ୫ଟାରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ…

Continue Readingଜରପଡ଼ା ଦନ୍ତା ମୃତ୍ୟୁର ଖୁଲାସା: ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ଯାଇଛି ଜୀବନ; ଜଣେ ଗିରଫ

ପେଟ୍ରୋଲ ଢାଳି ଜାଳିଦେଲେ ବାଇକ୍, କାରଣ ଅସ୍ପଷ୍ଟ

ଅନୁଗୁଳ : ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ହୁଲୁରିସିଂହା ଛକ ନିକଟରେ ଏକ ବାଇକ୍ ଜଳିଯାଇଛି। ଦୁର୍ବୃତ୍ତମାନେ ଜାଣିଶୁଣି ପେଟ୍ରୋଲ ଢାଳି ବାଇକରେ ନିଆଁ ଲଗାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ସୂଚନା ଅନୁସାରେ, ହୁଲୁରିସିଂହା ଛକ ନିକଟରେ ଏକ ବାଇକ୍ ଥୁଆହୋଇଥିଲା।…

Continue Readingପେଟ୍ରୋଲ ଢାଳି ଜାଳିଦେଲେ ବାଇକ୍, କାରଣ ଅସ୍ପଷ୍ଟ

ଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ, ଆଠମଲ୍ଲିକ ଆଇନଜୀବୀ ସଂଘ ପକ୍ଷରୁ ସତ୍ୟାଗ୍ରହ

ଆଠମଲ୍ଲିକ : ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟକଳାପ ଓ ଓକିଲ ମାରଣ ନୀତି ବିରୁଦ୍ଧରେ ସୋମବାର ଆଠମଲ୍ଲିକ ଆଇନଜୀବୀ ସଂଘ ପକ୍ଷରୁ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଅଦାଲତ ପରିସରରେ ସତ୍ୟାଗ୍ରହ କରାଯାଇଛି। ସାରା ଓଡିଶା…

Continue Readingଆଇନଜୀବୀ ପରିଷଦର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ, ଆଠମଲ୍ଲିକ ଆଇନଜୀବୀ ସଂଘ ପକ୍ଷରୁ ସତ୍ୟାଗ୍ରହ

୨୮ ତମ ଆନ୍ତଃ ଜିଲ୍ଲା ରାଜ୍ୟ ସ୍ତରୀୟ ଟେବୁଲ ଟେନିସ ପ୍ରତିଯୋଗିତା ଆସନ୍ତା ୧୪ରୁ

ଅନୁଗୁଳ: ଆସନ୍ତା ୧୪ ତାରିଖରୁ ୧୭ ତାରିଖ ଯାଏ ଅନୁଗୁଳ ଟିଟି ଇଣ୍ଡୋର ହଲରେ ଆୟୋଜିତ ହେବ ୨୮ ତମ ରାଜ୍ୟ ସ୍ତରୀୟ ଆନ୍ତଃ ଜିଲ୍ଲା ଟେବୁଲ ଟେନିସ ପ୍ରତିଯୋଗୀତା। ଏହି ପ୍ରଗିଯୋଗୀତରେ ୧୧,୧୩,୧୫,୧୭ ଓ ୧୯ ବର୍ଷରୁ କମ ବର୍ଗରେ…

Continue Reading୨୮ ତମ ଆନ୍ତଃ ଜିଲ୍ଲା ରାଜ୍ୟ ସ୍ତରୀୟ ଟେବୁଲ ଟେନିସ ପ୍ରତିଯୋଗିତା ଆସନ୍ତା ୧୪ରୁ

ଚୋରା କୋଇଲା ଚାଲାଣ ବେଳେ ଟ୍ରକ୍ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ସଦର ପୋଲିସ ସୋମବାର ଭୋର ସମୟରେ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିବାସହ ୩ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସଦର ପୋଲିସ କଳମଛୁଇଁ ଅନୁଗୁଳ ରାସ୍ତାର…

Continue Readingଚୋରା କୋଇଲା ଚାଲାଣ ବେଳେ ଟ୍ରକ୍ ଜବତ, ୩ ଗିରଫ