ବ୍ୟାଗ୍ ପକାଇ ଝାମ୍ପି ନେଲେ ମୋବାଇଲ

ଅନୁଗୁଳ: ମାତିଛନ୍ତି ମୋବାଇଲ ଫୋନ୍ ଲୁଟେରା। ସୁଯୋଗ ପାଇଲେ ପକେଟରୁ କୌଶଳକ୍ରମେ ମୋବାଇଲ ଫୋନ୍ ଚୋରି କରି ନେଉଛନ୍ତି। ହାଟରେ ଓ ଭିଡ଼ ହେଉଥିବା ଦୋକାନକୁ ଏହି ଲୁଟେରାମାନେ ବାଛିଥିଲାବେଳେ ଅନୁଗୁଳ ସହରରେ ନିୟମିତ ଫୋନ୍ ଚୋରି ହେଉଛି। ସଂଜୀବନୀ ବଜାରରେ…

Continue Readingବ୍ୟାଗ୍ ପକାଇ ଝାମ୍ପି ନେଲେ ମୋବାଇଲ

ଅନୁଗୁଳ ଜିଲ୍ଲାର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଚତୁର୍ଦ୍ଦଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସମବାୟ ଆନ୍ଦୋଳନର ପୁରୋଧା ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କର ଆଜି ଚତୁର୍ଦ୍ଦଶତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଛି। ଏ ଅବସରରେ ଅନୁଗୁଳ ନିର୍ବାଚନ ମଣ୍ଡଳୀରେ…

Continue Readingଅନୁଗୁଳ ଜିଲ୍ଲାର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଚତୁର୍ଦ୍ଦଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପ୍ରଜା ମହାସଂଘର ପ୍ରସ୍ତୁତି ବୈଠକ: ତାଳଚେର ସାର କାରଖାନାରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ନିଯୁକ୍ତିକୁ ଅଗ୍ରାଧିକାର ଦେବାକୁ ଦାବି

ତାଳଚେର: ତାଳଚେର ସାର କାରଖାନା ଆଞ୍ଚଳିକ ପ୍ରଜା ମହାସଂଘର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଏଫ୍.ସି.ଆଇ. ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ସ୍ଥାନୀୟ ଅଞ୍ଚଳର ୯୦…

Continue Readingପ୍ରଜା ମହାସଂଘର ପ୍ରସ୍ତୁତି ବୈଠକ: ତାଳଚେର ସାର କାରଖାନାରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ନିଯୁକ୍ତିକୁ ଅଗ୍ରାଧିକାର ଦେବାକୁ ଦାବି

ରାତି ଜଗୁଆଳୀଙ୍କ ଘରୁ ଚୋରିକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟ ରାତି ଜଗୁଆଳୀଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଚୋରି କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଅନୁଗୁଳ ଉଚ୍ଚ ବିଦ୍ୟାଳୟର ରତି ଜଗୁଆଳି ସରୋଜ କୁମାର ମୁଖୀ ରାତିରେ ବିଦ୍ୟାଳୟରେ…

Continue Readingରାତି ଜଗୁଆଳୀଙ୍କ ଘରୁ ଚୋରିକରି ଯୁବକ ଗିରଫ

ଟ୍ରକ୍ ଚୋରି ଅଭିଯୋଗରେ ଚାଳକଙ୍କ ସହ ୨ ସହଯୋଗୀ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ନିକଟରୁ ଏକ ଟ୍ରକ୍ ଚୋରି ଅଭିଯୋଗରେ ପୁଲିସ ଟ୍ରକ ଚାଳକଙ୍କସହ ତାଙ୍କ ୨ ସହଯୋଗିଙ୍କୁ ଗିରଫ କରିଛି। ସୂଚନା ଯେ, ଗୋପାଳପୁର ବନ୍ଦରରୁ ହ୍ବାଇଟନର ପାଉଡର ନେଇ ଏକ ଟ୍ରକ(ଓଡି୦୫ବିଏ-୦୧୮୭)ଟି ଜେଏସପିଏଲକୁ ଆସୁଥିଲା।…

Continue Readingଟ୍ରକ୍ ଚୋରି ଅଭିଯୋଗରେ ଚାଳକଙ୍କ ସହ ୨ ସହଯୋଗୀ ଗିରଫ

ଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ନକଲି ଶିକ୍ଷୟିତ୍ରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଉଚ୍ଚ ବିଦ୍ୟାଳୟର କ୍ରିଡ଼ା ଶିକ୍ଷୟତ୍ରୀ ସୁପ୍ରଭା ସାହୁଙ୍କୁ ଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତ ପାଇଥିବା ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି। ସୂଚନା ମୁତାବକ, ଗତ ୭ ତାରିଖରେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ…

Continue Readingଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ନକଲି ଶିକ୍ଷୟିତ୍ରୀ ଗିରଫ

ଅନୁଗୁଳର ଇତିହାସ ଓ ସଂସ୍କୃତି ପୁସ୍ତକ ଉନ୍ମୋଚିତ

ଅନୁଗୁଳ: ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆଜି ଏକ ପୁସ୍ତକ ଉନ୍ମୋଚନ ସମାରୋହ ଆୟୋଜିତ ହୋଇଯାଇଛି। ସଂସଦର ସଭାପତି କୁମୁଦ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହକୁ ରାଜ୍ୟ ଅତିରିକ୍ତ ସଚିବ…

Continue Readingଅନୁଗୁଳର ଇତିହାସ ଓ ସଂସ୍କୃତି ପୁସ୍ତକ ଉନ୍ମୋଚିତ

ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଜିଲ୍ଲା ବିଜେପିର ସାମୂହିକ ପ୍ରାର୍ଥନା

ଅନୁଗୁଳ: ଆଜି ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ପ୍ରଦୀପ ପ୍ରଜ୍ବଳନ କରି ସାମୂହିକ ପ୍ରାର୍ଥନା କରିଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା। ଏ ଅବସରରେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ,…

Continue Readingଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଜିଲ୍ଲା ବିଜେପିର ସାମୂହିକ ପ୍ରାର୍ଥନା

୪ ଫୁଟ୍ ଲମ୍ବର ନାଗ ସାପ ଉଦ୍ଧାର

ଅନୁଗୁଳ: ସ୍ଥାନୀୟ ସାକସିଙ୍ଗା ଗାଁର ଜଣକ ଘରୁ ଆଜି ଏକ ବିରାଟକାୟ ନାଗ ସାପ ଉଦ୍ଧାର ହୋଇଛି। ସୂଚନା ମୁତାବକ, ସାକସିଙ୍ଗାର ବୁଲୁ ସାହୁ ନିଜ ଘର ଭିତରେ ଏକ ସାପ ଦେଖିଥିଲେ। ଏନେଇ ସେ ସର୍ପ ଉଦ୍ଧାରକାରୀ ରାଧାମୋହନ ସାହୁଙ୍କ…

Continue Reading୪ ଫୁଟ୍ ଲମ୍ବର ନାଗ ସାପ ଉଦ୍ଧାର

ସେନାବାହିନୀର ନିଯୁକ୍ତି ରାଲି: ଅଗଷ୍ଟ ୩ ଯାଏଁ ପଞ୍ଜିକରଣ

ଅନୁଗୁଳ: ସମ୍ବଲପୁର ଏୟାରଷ୍ଟ୍ରିପ୍ ଠାରେ ଅଗ୍ନିପଥ ଯୋଜନାରେ ସେନାବାହିନୀର ନିଯୁକ୍ତି ରାଲି ସେପ୍ଟେମ୍ବର ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଅନୁଗୁଳ ସମେତ ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼…

Continue Readingସେନାବାହିନୀର ନିଯୁକ୍ତି ରାଲି: ଅଗଷ୍ଟ ୩ ଯାଏଁ ପଞ୍ଜିକରଣ