ବାଦ ବିବାଦ ମଧ୍ୟରେ କ୍ରିକେଟ ସଂଘର କାର୍ଯ୍ୟକାରିଣୀ ବୈଠକ

ଅନୁଗୁଳ: ଅନୁଗୁଳ କ୍ରିକେଟ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା। ପୂର୍ବ ଆଶଙ୍କା ଅନୁସାରେ ବୈଠକ ଆରମ୍ଭରୁ ସଂଘର ବରିଷ୍ଠ ସଭ୍ୟ ମାନେ ଗତ ବାରବାଟୀ ମ୍ୟାଚ ପାଇଁ ଆସିଥିବା ପାସ ଗୁଡିକୁ କଣ ପାଇଁ ସେମାନଙ୍କ ଅଗୋଚରରେ…

Continue Readingବାଦ ବିବାଦ ମଧ୍ୟରେ କ୍ରିକେଟ ସଂଘର କାର୍ଯ୍ୟକାରିଣୀ ବୈଠକ

ଅପରିଷ୍କାର ପରିବେଶରେ ଚାଲିଛି ବାର୍, ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେଉନାହିଁ ଅବକାରୀ ବିଭାଗ

ଅନୁଗୁଳ: ଅପରିଷ୍କାର ପରିବେଶରେ ଚାଲିଛି ସରକାରୀ ସ୍ବୀକୃତିପ୍ରାପ୍ତ ବାର୍। ସ୍ଥାନୀୟ ଲିଙ୍ଗରାଯୋଡିରେ ଖୋଲିଥିବା ସରକାରୀ ସ୍ବୀକୃତିପ୍ରାପ୍ତ ବାର୍ ଅତ୍ୟନ୍ତ ଅପରିଷ୍କାର ସ୍ଥାନରେ ତିଆରି ହୋଇଛି। ବାର୍ ଭିତର ସାରା ଅଳିଆ ଆବର୍ଜନା, ଅଇଁଠା, ପ୍ଲାଷ୍ଟିକ ଜରି ପଡୁଛି। ଏଥିସହ ଗ୍ରାହକ ଯିବା…

Continue Readingଅପରିଷ୍କାର ପରିବେଶରେ ଚାଲିଛି ବାର୍, ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେଉନାହିଁ ଅବକାରୀ ବିଭାଗ

ଉପରବେଳା ଓପିଡ଼ିକୁ ଡାକ୍ତର କୁନ୍ଥୁ କୁନ୍ଥୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିକଟରେ ଆରମ୍ଭ କରାଯାଇଥିବା ଉପରବେଳା ଓପିଡ଼ିକୁ ନେଇ ଅନେକ ଡାକ୍ତର ଖୁସି ନାହାନ୍ତି। ସକାଳ ବେଳା ବିଶେଷଜ୍ଞ ଡାକ୍ତର ମାନେ ୱାର୍ଡ ରାଉଣ୍ଡ ଅପ ସାରି ଓପିଡ଼ିରେ ପହଁଚିଲା ବେଳକୁ ସାଢ଼େ ଦଶଟା ହୋଇଥାଏ।…

Continue Readingଉପରବେଳା ଓପିଡ଼ିକୁ ଡାକ୍ତର କୁନ୍ଥୁ କୁନ୍ଥୁ

ଡ୍ରେନ୍ କାମ ନ କରି କଂକ୍ରିଟ ରାସ୍ତା ତିଆରି କଲେ ସରପଞ୍ଚ, ଅସରାଏ ବର୍ଷା ହେଲେ ଘରେ ପଶୁଛି ନଳା ପାଣି

ଅନୁଗୁଳ: ଝିପଝିପ ବର୍ଷାରେ ଘରେ ପଶିଛି ଡ୍ରେନ ପାଣି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ରାଇଝରଣ ପଞ୍ଚାୟତର ତେନ୍ତୁଳି ସାହିରେ। ଏଠାରେ ଗୁରୁବାର ସାମାନ୍ୟ ବର୍ଷା ହୋଇଥିବା ବେଳେ ଲୋକଙ୍କ ଘରେ ଡ୍ରେନ ପାଣି ପଶିଛି। ଫଳରେ ସ୍ଥାନୀୟ…

Continue Readingଡ୍ରେନ୍ କାମ ନ କରି କଂକ୍ରିଟ ରାସ୍ତା ତିଆରି କଲେ ସରପଞ୍ଚ, ଅସରାଏ ବର୍ଷା ହେଲେ ଘରେ ପଶୁଛି ନଳା ପାଣି

ବିଡିଓଙ୍କ ଘରୁ ଚୋରି

ଅନୁଗୁଳ: ଅନୁଗୁଳ ସହରରେ ଦିନକୁ ଦିନ ଚୋରି,ରାହାଜାନୀ ବୃଦ୍ଧି ପାଇବାରେ ଲାଗିଛି। ଗତ ସପ୍ତାହରେ ଅମଲାପଡ଼ାରୁ ଚୋରି ହୋଇଥିବାବେଳେ ୩ ଦିନ ତଳେ ମୈତ୍ରୀ ନଗରରୁ ବାଇକ୍‌ ଚୋରି ହୋଇଥିଲା। ପୁଣି ବୁଧବାର ବିଳମ୍ବିତ ରାତିରେ ଅନୁଗୁଳ ବିଇଡି କଲେଜ ଛକ…

Continue Readingବିଡିଓଙ୍କ ଘରୁ ଚୋରି

ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ବୁଧବାର ସ୍ଥାନୀୟ ସର୍କିଟ ହାଉସରେ ଓଡିଶା ସରକାରଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅନୁଗୁଳ…

Continue Readingଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ସମ୍ବର୍ଦ୍ଧନା

ଚଢ଼ା ଦରରେ ମଦ ବିକି ଲକ୍ଷେ ଟଙ୍କା ତଣ୍ଡ ଭୋଗିଲେ ଦୋକାନୀ

ଅନୁଗୁଳ: ଅନୁଗୁଳ ସହରାଞ୍ଚଳର ଜଣେ ଅମାନିଆ ମଦ ଦୋକାନୀ ନିର୍ଦ୍ଧାରିତ ଦାମରୁ ଚଢ଼ା ଦରରେ ମଦ ବିକି ଲକ୍ଷେ ଟଙ୍କାର ତଣ୍ଡ ଭୋଗୀଛନ୍ତି। ସୂଚନା ମୁତାବକ ଅନୁଗୁଳ ପୌରାଞ୍ଚଳର କିଛି ବିଦେଶୀ ମଦ ଦୋକାନରେ କର୍ମଚାରୀ ମାନେ ନିର୍ଦ୍ଧାରିତ ଦର ଠାରୁ…

Continue Readingଚଢ଼ା ଦରରେ ମଦ ବିକି ଲକ୍ଷେ ଟଙ୍କା ତଣ୍ଡ ଭୋଗିଲେ ଦୋକାନୀ

ଗାଁରେ ପଶିଲେ ଜଙ୍ଗଲୀ ହାତୀପଲ, ଲୋକେ ଭୟଭୀତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମହିଧରପୁର ଗାଁକୁ ଆଜି ସକାଳୁ ଏକ ହାତୀ ପଲ ପଶି ଆସିଛନ୍ତି। ଫଳରେ ଗାଁ ଲୋକେ ଭୟଭୀତ ଅଛନ୍ତି। ଏହି ହାତୀ ପଲରେ ଗୋଟିଏ ଦନ୍ତା ସମେତ ଛୋଟ ବଡ଼ ମିଶାଇ ୬ଟି ହାତୀ ରହିଥିବା…

Continue Readingଗାଁରେ ପଶିଲେ ଜଙ୍ଗଲୀ ହାତୀପଲ, ଲୋକେ ଭୟଭୀତ

ଆଖି ବୁଜିଲା ଅସୁସ୍ଥ ଦନ୍ତା

ଅନୁଗୁଳ:ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ସପ୍ତାହେ ହେଲା ଅସୁସ୍ଥ ଥିବା ଦନ୍ତାହାତୀର ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ଓ ରକ୍ତ ନମୁନା ଆସିବା ପରେ ହାତୀର ଲିଭରରେ ସମସ୍ୟା କାରଣରୁ ମୃତ୍ୟୁ ହୋଇଥିବା ସାତକୋଶିଆ ଡ଼ିଏଫ୍‌ଓ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ,…

Continue Readingଆଖି ବୁଜିଲା ଅସୁସ୍ଥ ଦନ୍ତା

ଆଜିଠାରୁ ବନ୍ୟପ୍ରାଣୀ ଗଣନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆରେ ଆଜି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ଗଣନା କରାଯିବ ବୋଲି ଅନୁଗୁଳ ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପ୍ରଥମେ ମାଂସାହାରୀ ପ୍ରାଣୀଙ୍କ ଗଣନା କରାଯିବା ସହ ଅନ୍ତିମ ତିନିଦିନ ତୃଣଭୋଜିଙ୍କ ଗଣନା…

Continue Readingଆଜିଠାରୁ ବନ୍ୟପ୍ରାଣୀ ଗଣନା