ସଂସ୍କୃତି ଓ କଳା ପରିଷଦର ଆଲୋଚନା ଚକ୍ର: ଓଡ଼ିଶାର କଳା ସଂସ୍କୃତିକୁ ବାହାରେ ଆଦୃତ କରିବା ଉପରେ ଗୁରୁତ୍ୱାରୋପ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଧଣ୍ଡାତୋପା ଓ ଆରାମପୁର ଫରେଷ୍ଟ ବଙ୍ଗଳା ସମ୍ମୁଖରେ ଅଶୋକ କୁମାର ଧଳଙ୍କ ସଭାପତିତ୍ବରେ ସଂସ୍କୃତି ଓ କଳାପରିଷଦର ଆଲୋଚନା ଚକ୍ର ସବୁବର୍ଗର କଳାକାରଙ୍କୁ ନେଇ ଅନୁଷ୍ଠିତ ହୋଇଛି। ‌ ସଂସ୍କୃତି ଓ କଳାପରିଷଦର ମୁଖ୍ୟ…

Continue Readingସଂସ୍କୃତି ଓ କଳା ପରିଷଦର ଆଲୋଚନା ଚକ୍ର: ଓଡ଼ିଶାର କଳା ସଂସ୍କୃତିକୁ ବାହାରେ ଆଦୃତ କରିବା ଉପରେ ଗୁରୁତ୍ୱାରୋପ

୪୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଗୋଟିଏ ବ୍ୟାଙ୍କ, ଆଉ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଖୋଲିବାକୁ ଅଞ୍ଚଳବାସୀଙ୍କ ଦାବି

ଛେଣ୍ଡିପଦା:ସ୍ଥାନୀୟ ଛେଣ୍ଡିପଦା ବ୍ଲକ୍ ଜରପଡା ଠାରେ ଏକ ରାଷ୍ଟ୍ରାୟତ ବ୍ୟାଙ୍କ ଖୋଲିବା ପାଇଁ ଦାବି କରି ୭ଟି ପଞ୍ଚାୟତବାସୀ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଓ ଅନୁଗୁଳ ଜିଲ୍ଲାପାଳଙ୍କ ନିକଟକୁ ଦାବି ପତ୍ର ପ୍ରେରଣ କରିଛନ୍ତି । ଛେଣ୍ଡିପଦା ବ୍ଲକର ଜରପଡା…

Continue Reading୪୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଗୋଟିଏ ବ୍ୟାଙ୍କ, ଆଉ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଖୋଲିବାକୁ ଅଞ୍ଚଳବାସୀଙ୍କ ଦାବି

ଅନୁଗୁଳରେ ଚାଲିବ ଲାଇନ ଅଟୋ!

ଅନୁଗୁଳ: କଟକ-ଭୁବନେଶ୍ୱର ଭଳି ଅନୁଗୁଳରେ ଲାଇନ ଅଟୋ ଚାଲିବାର ସମ୍ଭାବନା ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ଲାଇନ ଅଟୋ କିଣାଯାଇ କେତେକ ରୁଟରେ ପରୀକ୍ଷା କରାଯିବ। ଏହି ଇ ବିଦ୍ୟୁତ ଭେଇକିଲକୁ ମହିଳା ଚାଳକ ମାନେ ଚଳାଇବାର ଯୋଜନା ମଧ୍ୟ ରହିଛି।…

Continue Readingଅନୁଗୁଳରେ ଚାଲିବ ଲାଇନ ଅଟୋ!

ଅନୁଗୁଳରେ ହେବ ସମନ୍ବିତ ଟ୍ରକ ଟର୍ମିନାଲ

ଅନୁଗୁଳ: ଅନୁଗୁଳ ଶାବଳଭଙ୍ଗା ଠାରେ ଏକ ସମନ୍ବିତ ଟ୍ରକ ଟର୍ମିନାଲ ନିର୍ମାଣ କରାଯିବ। ଅନୁଗୁଳ ସମେତ ମୋଟ ୬ଟି ଜିଲ୍ଲାରେ ଏହି ଟର୍ମିନାଲ ନିର୍ମାଣ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ। ଏକ ଆକଳନରୁ…

Continue Readingଅନୁଗୁଳରେ ହେବ ସମନ୍ବିତ ଟ୍ରକ ଟର୍ମିନାଲ

ନ୍ୟାୟ ଅପେକ୍ଷାରେ ସ୍ୱାମୀ ଘର ଆଗରେ ୩ ଦିନ ହେବ ବସିଛି ପ୍ରଥମ ସ୍ତ୍ରୀ, ତାଲା ପକାଇ ଶାଶୁଘର ଲୋକ ଫେରାର

ଅନୁଗୁଳ : ସ୍ଥାନୀୟ ଛେଣ୍ଡିପଦା ଥାନା କୁକୁରପଟା ଗାଁରେ ସ୍ୱାମୀ ଘର ଆଗରେ ଭୋକ ଉପାସରେ ୩ ଦିନ ହେବ ନ୍ୟାୟ ଅପେକ୍ଷାରେ ବସିଛି ସ୍ତ୍ରୀ। ସୂଚନା ଅନୁସାରେ, ବରପଦା ଗାଁର ରୋଜିଲି ଦେହୁରୀ ୭ ବର୍ଷ ତଳେ କୁକୁରପେଟାର ଅନିଲ୍…

Continue Readingନ୍ୟାୟ ଅପେକ୍ଷାରେ ସ୍ୱାମୀ ଘର ଆଗରେ ୩ ଦିନ ହେବ ବସିଛି ପ୍ରଥମ ସ୍ତ୍ରୀ, ତାଲା ପକାଇ ଶାଶୁଘର ଲୋକ ଫେରାର

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବିପତ୍ର

ତାଳଚେର: ତାଳଚେର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ୩ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ୨୦୦୧ ମସିହାରୁ ଅଦ୍ୟାବଧି ନିଯୁକ୍ତି ପ୍ରାପ୍ତ ସମସ୍ତ ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀ (ନୂତନ ପେନ୍‌ସନ୍ ଯୋଜନାଭୁକ୍ତ)…

Continue Readingମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବିପତ୍ର

ସ‌ନ୍ତୋଷ ହେଲେ ଏୟୁସିସି ବ୍ୟାଙ୍କ ସଭାପତି

ଅନୁଗୁଳ: ସନ୍ତୋଷ ପ୍ରଧାନ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ(ଏୟୁସିସି) ବ୍ୟାଙ୍କର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଭୋଟରେ ସେ ୧୫-୦ ବ୍ୟବଧାନରେ ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କୁ ପରାସ୍ତ କରିଛନ୍ତି। ଏପରିକି ଖୋଦ୍‌ ପ୍ରତାପ ତାଙ୍କ ଭୋଟ ସନ୍ତୋଷଙ୍କୁ ଦେଇଛନ୍ତି।…

Continue Readingସ‌ନ୍ତୋଷ ହେଲେ ଏୟୁସିସି ବ୍ୟାଙ୍କ ସଭାପତି

ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ୩ଦଫା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ବ୍ଲକର ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ୩ ଦଫା ଦାବି ନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାକରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ…

Continue Readingପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ୩ଦଫା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଖବର କାଗଜ ବିତରକଙ୍କ ପୁତୁରା ପାଇଲେ ଏମବିବିଏସ୍, ବୁର୍ଲା ଭିମସାରରେ ପଢ଼ିବେ ମେଡିକାଲ

ଅନୁଗୁଳ: କିଛି କରି ଦେଖାଇବାର ଇଚ୍ଛା ଶକ୍ତି ହିଁ ମଣିଷକୁ ସଫଳତା ଦିଗରେ ବାଟ କଢ଼ାଇ ନିଏ। ଅନୁଗୁଳ ଜିଲ୍ଲା ବଅଁରପାଳ ଗୋତମରା ଅଞ୍ଚଳର ମୁକେଶ ବେହେରାଙ୍କ କ୍ଷେତ୍ରରେ ସେମିତି କିଛି ଦେଖିବାକୁ ମିଳିଛି। କଠିନ ପରିସ୍ଥିତିରେ ବି ମୁକାବିଲା କରି…

Continue Readingଖବର କାଗଜ ବିତରକଙ୍କ ପୁତୁରା ପାଇଲେ ଏମବିବିଏସ୍, ବୁର୍ଲା ଭିମସାରରେ ପଢ଼ିବେ ମେଡିକାଲ

୫ଟି ଛାଟ: ଦାୟିତ୍ବରୁ ହଟିଲେ ଅସାଧୁ ପୋୖର କର୍ମଚାରୀ

ଅନୁଗୁଳ: ଏକଦା ଅନୁଗୁଳ ପୌରପାଳିକାରେ ଏବିସିଡି ନାମରେ ଥିବା ଚାରି କର୍ମଚାରୀଙ୍କ ହୁକୁମ ଚାଲୁଥିଲା। ଅନୁଗୁଳ ଜନସାଧାରଣ ବିଶେଷ କରି ବ୍ୟବସାୟୀ ମହଲ ବିଶେଷ ହନ୍ତସନ୍ତ ହେଉଥିଲେ। ସମୟକ୍ରମେ ସେ ଗୋଷ୍ଠୀ ଭାଙ୍ଗି ଯିବା ପରେ କରୋନା କାଳରେ ବି ସ୍କୋୟାର…

Continue Reading୫ଟି ଛାଟ: ଦାୟିତ୍ବରୁ ହଟିଲେ ଅସାଧୁ ପୋୖର କର୍ମଚାରୀ