ଅନୁଗୁଳରେ ଇଏସ୍ଆଇ ଡାକ୍ତରଖାନା ଓ ଝାରସୁଗୁଡ଼ାରେ ଇଏସଆଇସି କାର୍ଯ୍ୟାଳୟକୁ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ଆଠ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ଜିଲ୍ଲା ବଳରାମପ୍ରସାଦଠାରେ ଆୟୋଜିତ ହୋଇଯାଇଛି ଗରିବ କଲ୍ୟାଣ ସମ୍ମିଳନୀ। କାର୍ଯ୍ୟକ୍ରମରେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରମେଶ୍ୱର ତେଲି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ…
