କ୍ରିକେଟ୍ର ସମସ୍ତ ଫର୍ମରୁ ସନ୍ନ୍ୟାସ ନେଲେ ସୁରେଶ ରାଇନା
ଭୁବନେଶ୍ୱର: କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ସୁରେଶ ରାଇନା। ରାଇନା ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍ (ଆଇପିଏଲ୍) ସମେତ ସମସ୍ତ ପ୍ରକାରର କ୍ରିକେଟ୍ରୁ ସନ୍ନ୍ୟାସ ନେଇଛନ୍ତି। ଚାରି ଥର ଆଇପିଏଲ୍ ଚାମ୍ପିୟନ୍ ହୋଇ ଚେନ୍ନାଇ ସୁପର୍ କିଙ୍ଗ୍ସର ଏକ ଅବିଚ୍ଛେଦ୍ୟ…



