ଭୌତିକ କାଣ୍ଡ! ବିନା କାରଣରେ ହଠାତ୍ ଜଳିବାକୁ ଲାଗିଲା ଘର, ବାକ୍ସ ଭିତରୁ କୁହୁଳୁ ଥିଲା ନିଆଁ

ଅନୁଗୁଳ : ବିଜ୍ଞାନ ଓ ବିଶ୍ୱାସକୁ ନେଇ ଏବେ ରାଜ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିବା ବେଳେ ଆଜି ସକାଳେ ରାଣୀଗୋଡା ସ୍କୁଲ ସାହିର ଦରବ ପ୍ରଧାନଙ୍କ ଘର ହଠାତ ଜଳିବାକୁ ଲାଗିଥିଲା। ବିନା କାରଣରେ ନିଆଁ ଲାଗିବା ଦେଖି ଲୋକେ ଆଶ୍ଚର୍ଯ୍ୟ…

Continue Readingଭୌତିକ କାଣ୍ଡ! ବିନା କାରଣରେ ହଠାତ୍ ଜଳିବାକୁ ଲାଗିଲା ଘର, ବାକ୍ସ ଭିତରୁ କୁହୁଳୁ ଥିଲା ନିଆଁ

ଏଣିକି ସହଜରେ ଭୋଟର କାର୍ଡ ପାଇଁ ଆବେଦନ କରିପାରିବେ ୧୭ ବର୍ଷରୁ ବଡ଼ ଛାତ୍ରଛାତ୍ରୀ, ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ

ଅନୁଗୁଳ: ଆଜି ଜିଲ୍ଲାପାଳଙ୍କ କୋର୍ଟ ରୁମରେ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଉପଜିଲ୍ଲାପାଳ ବଇତୁରା ଦୀପଙ୍କ ସମେତ ବହୁ କର୍ମଚାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ୧୭…

Continue Readingଏଣିକି ସହଜରେ ଭୋଟର କାର୍ଡ ପାଇଁ ଆବେଦନ କରିପାରିବେ ୧୭ ବର୍ଷରୁ ବଡ଼ ଛାତ୍ରଛାତ୍ରୀ, ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ

ଆଇଁସରଙ୍କୁଣାଙ୍କ ମହାପର୍ବ ଛାଡଖାଇ: ୪୦ ଲକ୍ଷ ଟଙ୍କାର ମାଛମାଂସ ଚରିଗଲେ

ଅନୁଗୁଳ: ହେତୁବାଦୀ ଓ ପରମ୍ପରାବାଦୀ ପରସ୍ପର କଳିତକରାଳରେ ମାତିଥିଲେ ମଧ୍ୟ ଅନୁଗୁଳବାସୀ ସେଥିରେ ନପସି ଛାଡଖାଇକୁ ବେଶ ଉତ୍ସାହର ସହ ମନାଇଛନ୍ତି। ମାସକର ଆଇଁସ ଛାଡ଼ ପରେ ଆଜି ଛାଡଖାଇରେ ଗ୍ରାହକମାନେ ବଡି ସକାଳୁ ମାଛମାଂସ ଦୋକାନରେ ଭିଡ ଲଗାଇଥିଲେ। ଏପରିକି…

Continue Readingଆଇଁସରଙ୍କୁଣାଙ୍କ ମହାପର୍ବ ଛାଡଖାଇ: ୪୦ ଲକ୍ଷ ଟଙ୍କାର ମାଛମାଂସ ଚରିଗଲେ

ନାହିଁ ନାହିଁରେ ଚାଲିଛି ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟ, କେବେ ସୁଧୁରିବ ସ୍ଥିତି ?

ପାଳଲହଡ଼ା: ସରକାର ଜନସମ୍ପର୍କ ଯାତ୍ରା ଜରିଆରେ ଗାଁ ଗାଁ ବୁଲି ବିକାଶର କଥା କହୁଥିବା ବେଳେ ପାଳଲହଡା ଉପଖଣ୍ଡ ଚିକିତ୍ସାଳୟରେ ବିକାଶର ଚିତ୍ର କିନ୍ତୁ ପୂରା ଓଲଟା। ଏଠାରେ ୨୦୦୯ ମସିହାରେ ଉଦଘାଟିତ ହୋଇଥିବା ଉପଖଣ୍ଡ ଚିକିତ୍ସାଳୟରେ ଆଜି ଯାଏଁ ରକ୍ତ…

Continue Readingନାହିଁ ନାହିଁରେ ଚାଲିଛି ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟ, କେବେ ସୁଧୁରିବ ସ୍ଥିତି ?

ଚିକିତ୍ସା ପାଇଁ ଆସିଥିବା ନାବାଳିକାକୁ ଅସଦାଚରଣ ଅଭିଯୋଗ, ଡାକ୍ତର ଗିରଫ

ତାଳଚେର: ତାଳଚେର ଅଞ୍ଚଳର ଜଣେ ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଘରୋଇ କ୍ଲିନିକର ଡାକ୍ତରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ସୂଚନା ମୁତାବକ, ସୋମବାର ପୂର୍ବାହ୍ନରେ ଉକ୍ତ ନାବାଳିକାର ଦେହ…

Continue Readingଚିକିତ୍ସା ପାଇଁ ଆସିଥିବା ନାବାଳିକାକୁ ଅସଦାଚରଣ ଅଭିଯୋଗ, ଡାକ୍ତର ଗିରଫ

ବାଡ଼ିରେ ବଳଦ ପଶି ଫସଲ ଖାଇବାକୁ କେନ୍ଦ୍ରକରି ମାରପିଟ, ଇଟା ମାଡ଼ରେ ମହିଳା ଗୁରୁତର; ଜଣେ ଗିରଫ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ଥାନା ବାଗଡିଆ ଗାଁରେ ବାଡ଼ିରେ ଫସଲ ନଷ୍ଟକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ପତି ସାହୁଙ୍କ ସ୍ତ୍ରୀ ପାନ ସାହୁ। ଘଟଣାରୁ ପ୍ରକାଶ ଯେ…

Continue Readingବାଡ଼ିରେ ବଳଦ ପଶି ଫସଲ ଖାଇବାକୁ କେନ୍ଦ୍ରକରି ମାରପିଟ, ଇଟା ମାଡ଼ରେ ମହିଳା ଗୁରୁତର; ଜଣେ ଗିରଫ

ବାଜି ରାଉତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ, ଗୋଆକୁ ହରାଇ ରାଜସ୍ଥାନ ଚାମ୍ପିୟନ

ଅନୁଗୁଳ: 'ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଫାଇନାଲ୍ ମ୍ୟାଚ ମଙ୍ଗଳବାର ତାଳଚେର ଏମସିଏଲର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମ ଠାରେ ଗୋଆ ଓ ରାଜସ୍ଥାନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚରେ ରାଜସ୍ଥାନ ୟୁନାଇଟେଡ଼…

Continue Readingବାଜି ରାଉତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ, ଗୋଆକୁ ହରାଇ ରାଜସ୍ଥାନ ଚାମ୍ପିୟନ

ଭାରିଯାନ କୋଇଲା ଗାଡ଼ି ବନ୍ଦ ଘଟଣା: କେବଳ ରାତି ୧୦ରୁ ସକାଳ ୬ ଯାଏଁ ଚଳାଚଳ ପାଇଁ ଅନୁମତି

ଛେଣ୍ଡିପଦା: ଅନୁଗୁଳରୁ ଛେଣ୍ଡିପଦା ଦେଇ ଯାଇଥିବା ୬୩ନଂ ରାଜ୍ୟ ରାଜପଥର ଅବସ୍ଥା ଶୋଚନୀୟ ଥିବାରୁ ସମାଧାନ ଦାବିରେ କୋଶଳା ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରିଯାନ କୋଇଲା ଗାଡି ପରିବହନ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ…

Continue Readingଭାରିଯାନ କୋଇଲା ଗାଡ଼ି ବନ୍ଦ ଘଟଣା: କେବଳ ରାତି ୧୦ରୁ ସକାଳ ୬ ଯାଏଁ ଚଳାଚଳ ପାଇଁ ଅନୁମତି

ବନ ବିଭାଗ ଗାଡି ଧକ୍କାରେ ୱାଚର ମୃତ

ଅନୁଗୁଳ: ସୋମବାର ରାତି ପ୍ରାୟ ଦଶଟା ସମୟରେ ପୁରୁଣାକୋଟ ଥାନା ତରଭା ନିକଟରେ ବନ ବିଭାଗ ଗାଡି ଧକ୍କାରେ ଜଣେ ବିଭାଗୀୟ ୱାଚରର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୁଣାକୋଟ ଥାନା ଅନ୍ତର୍ଗତ ଗୋପାଳପୁର ଗାଁର ବାସିନ୍ଦା। ସୂଚନା ଯେ,…

Continue Readingବନ ବିଭାଗ ଗାଡି ଧକ୍କାରେ ୱାଚର ମୃତ

ସ୍ମାର୍ଟ ଚୋର ! ଦେହ ଭଲ ହୋଇଯିବ କହି ମହିଳାଙ୍କୁ ନିଜ ହାତରେ ଖୋଲାଇଲେ ଗହଣା, ଆଖି ବୁଜୁ ବୁଜୁ ଧରି ସବୁ ନେଇ ଚମ୍ପଟ ମାରିଲେ ଲୁଟେରା

ଅନୁଗୁଳ: ଅନୁଗୁଳ ସହରରେ ଦିନ ଦ୍ବିପହରେ ଲୁଟ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର କାଞ୍ଚନ ଟକିଜ ଛକ ଠାରୁ ବସଷ୍ଟାଣ୍ଡ ରାସ୍ତାରେ ଜଣେ ମହିଳାଙ୍କୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା…

Continue Readingସ୍ମାର୍ଟ ଚୋର ! ଦେହ ଭଲ ହୋଇଯିବ କହି ମହିଳାଙ୍କୁ ନିଜ ହାତରେ ଖୋଲାଇଲେ ଗହଣା, ଆଖି ବୁଜୁ ବୁଜୁ ଧରି ସବୁ ନେଇ ଚମ୍ପଟ ମାରିଲେ ଲୁଟେରା