ଅନୁଗୁଳ ମେଡିକାଲରୁ ପୁଣି ରୋଗୀ ଫେରାର
ଅନୁଗୁଳ: ସବୁବେଳେ ଦାୟିତ୍ୱରେ ଅବହେଳା ପାଇଁ ବିବାଦ ଘେରରେ ଥିବା ଅନୁଗୁଳ ମେଡିକାଲରୁ ଗତ ଶୁକ୍ରବାର ସନ୍ଧ୍ୟାରେ ଆଉ ଜଣେ ରୋଗୀ ପଳାଇ ଥିବା ଜଣା ପଡ଼ିଛି। ମେଲ ମେଡ଼ିସିନ ୱାର୍ଡରେ ଥିବା ଏହି ଅଜଣା ରୋଗୀ ଯାହାର କେହି ସହାୟକ…
ଅନୁଗୁଳ: ସବୁବେଳେ ଦାୟିତ୍ୱରେ ଅବହେଳା ପାଇଁ ବିବାଦ ଘେରରେ ଥିବା ଅନୁଗୁଳ ମେଡିକାଲରୁ ଗତ ଶୁକ୍ରବାର ସନ୍ଧ୍ୟାରେ ଆଉ ଜଣେ ରୋଗୀ ପଳାଇ ଥିବା ଜଣା ପଡ଼ିଛି। ମେଲ ମେଡ଼ିସିନ ୱାର୍ଡରେ ଥିବା ଏହି ଅଜଣା ରୋଗୀ ଯାହାର କେହି ସହାୟକ…
ଅନୁଗୁଳ: ଜିଲ୍ଲା ସ୍ତରୀୟ ଏଡସ୍ ନିୟନ୍ତ୍ରଣକମିଟି ବୈଠକ ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ତ୍ରିଲୋଚନ ପ୍ରଧାନ ସମସ୍ତଙ୍କୁ ସ୍ବାଗତ ଜଣାଇବା…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ରାଇଝରଣ ପଞ୍ଚାୟତ ଧୋବାମଳିହା ଗାଁରେ ଶୁକ୍ରବାର ମା’ ମଙ୍ଗଳାଙ୍କ ବାର୍ଷିକ ପୂଜା ଓ ଯାତ୍ରା ଅନୁଷ୍ଠିତ ହୋଇଛି। ଗ୍ରାମ ସଭାପତି ଶଙ୍କର୍ଷଣ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଯାତ୍ରାରେ ପୂଜକ କୃଷ୍ଣ ନାଏକ…
ତାଳଚେର : ୪୮ତମ କୋଲ ଇଣ୍ଡିଆ ପ୍ରତିଷ୍ଠା ଦିବସରେ ସୁରକ୍ଷା, ସିଏସଆର, ବିକାଶ ଏବଂ ସ୍ୱଚ୍ଛତା ଆଦିରେ ଉତ୍ତମ ଯୋଗଦାନ ପାଇଁ ମହାନଦୀ କୋଲଫିଲ୍ଡସ ଲିଃ (ଏମସିଏଲ) ପୁରସ୍କୃତ ହୋଇଛି। କୋଲକାତାରେ ଆୟୋଜିତ ଏକ ଭବ୍ୟ ସମାରୋହରେ କେନ୍ଦ୍ର କୋଇଲା, ଖଣି…
ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଭିତରେ ନବସନ୍ଧା ବିଭାଗ ନିକଟରେ ଦୁଇ ଦିନ ହେବ ଗୋଟିଏ ଷଣ୍ଢ ମରି ପଡିଥିବା ବେଳେ ଏଥିପ୍ରତି କାହାରି ଦୃଷ୍ଟି ନ ପଡିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି ଗୋ ସେବକ ରୁକେଶ ରସନ ଦାସ।…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ପ୍ରସିଦ୍ଧ କାର୍ତ୍ତିକେଶ୍ଵର ପୂଜା ଆଜି ଠାରୁ ଆରମ୍ଭ ହୋଇଛି। ଦୀର୍ଘ ବର୍ଷ ହେଲା ଏଠାରେ କାର୍ତ୍ତିକଙ୍କ ପୂଜା ଅନୁଷ୍ଠିତ ହେଉଛି। କାର୍ତ୍ତିକ ମାସ ପଞ୍ଚୁକ ଅବସରରେ ଆୟୋଜିତ ଏହି ପୂଜା ପାଇଁ ସାରା…
ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ବ୍ଲକ୍ ସଇଡ଼ା ପଞ୍ଚାୟତ ସଇଡା କେଲ ସାହିଠାରେ ମନରେଗା କାମ ମେସିନ୍ ଦ୍ଵାରା ଚାଲିଥିବା ବେଳେ ସେହି ଗାଁର ଜଣେ ଯୁବକ ବିରୋଧ କରିବାରୁ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ମାଡ଼ ଖାଇଥିବା ଯୁବକ ଆଜି…
ଅନୁଗୁଳ: ଅଙ୍ଗନବାଡି କେନ୍ଦ୍ର ପାଇଁ ଆସୁଥିବା ଚାଉଳ ଯୋଗାଣରେ ହେରାଫେରି ଅଭିଯୋଗରେ ଦୁଇ ଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ବିରୁଦ୍ଧରେ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ। ମିଳିଥିବା ସୂଚନା ଅନୁସାରେ ୨୦୧୬-୧୭ ଓ ୨୦୧୮-୧୯…
ଅନୁଗୁଳ: ଆଜି ଅନୁଗୁଳ ଟ୍ରକ ମାଲିକ ସଂଘର ଜେନେରାଲ ବଡି ମିଟିଂ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନର ନିର୍ଦେଶରେ ହୋଇଥିବା ଏହି ସ୍ୱତନ୍ତ୍ର ବୈଠକ ବେଶ ହୁଲସ୍ତୁଲ ହୋଇଥିଲା। ବୈଠକ ପାଇଁ ସଭାପତି ଓ ସମ୍ପାଦଙ୍କ ଗୋଷ୍ଠୀ ଅଲଗା ବୈଠକ କରି ରଣନୀତି…
ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ବାଜି ରାଉତ କପ ଜାତୀୟ ଫୁଟବଲ ପ୍ରତିଯୋଗୀତା ତିନୋଟି କ୍ୱାଟରଫାଇନାଲ ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ମ୍ୟାଚରେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ…