ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତଃବିଭାଗ ଓ ବହିର୍ବିଭାଗର ଉଦଘାଟନ କଲେ ଉପବାଚସ୍ପତି

ଅନୁଗୁଳ: ସ୍ଥାନୀୟ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତଃ ବିଭାଗ ଓ ବହିର୍ବିଭାଗ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ଉଭୟ ବିଭାଗକୁ ଉଦଘାଟନ କରିଥିଲେ। ଏହି ବିଭାଗ ଦ୍ଵାରା ସ୍ଥାନୀୟ ଅଞ୍ଚଳର…

Continue Readingବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତଃବିଭାଗ ଓ ବହିର୍ବିଭାଗର ଉଦଘାଟନ କଲେ ଉପବାଚସ୍ପତି

ଆଠମଲ୍ଲିକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ପ୍ରକଳ୍ପ ସମୀକ୍ଷା କଲେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା ରବିବାର ଆଠମଲ୍ଲିକ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଯୋଜନାରେ ଚାଲୁଥିବା ପ୍ରକଳ୍ପ କାର୍ଯ୍ୟ ତଦାରଖ କରିବା ସହ ସମୀକ୍ଷା…

Continue Readingଆଠମଲ୍ଲିକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ପ୍ରକଳ୍ପ ସମୀକ୍ଷା କଲେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ

୩୭ତମ ବୋଇତ ବନ୍ଦାଣ ଉତ୍ସବ – ୨୦୨୨

ଅନୁଗୁଳ: ସ୍ଥାନୀୟ ସଭାଘର ପରିସରରେ କଳାକାର ଅନୁଷ୍ଠାନ ପକ୍ଷରୁ ୩୭ତମ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ବିଶିଷ୍ଟ ଲୋକକଳା ଶିଳ୍ପୀ ତ୍ରିପୁର କୁମାର ଜେନା ପ୍ରଦୀପ ଜାଳି ସମାରୋହର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା…

Continue Reading୩୭ତମ ବୋଇତ ବନ୍ଦାଣ ଉତ୍ସବ – ୨୦୨୨

ଧାମନଗର ଉପନିର୍ବାଚନରେ କାହିଁକି ହାରିଲା ବିଜେଡି ?

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଦୀର୍ଘ ୨୨ ବର୍ଷ ଧରି ଅଭେଦ୍ୟ ଥିବା ବିଜୁ ଜନତା ଦଳ ଧାମନଗର ଉପନିର୍ବାଚନରେ ହାରିଛି। ଦଳ ପାଇଁ ଏହା ଏକ ଶକ୍ତ ଧକ୍କା କହିଲେ ଅତ୍ୟୁକ୍ତି ହେବନାହିଁ। ସବୁ ଉପନିର୍ବାଚନରେ ଜିତି ବିଜେଡି ଯେଉଁ ରେକର୍ଡ…

Continue Readingଧାମନଗର ଉପନିର୍ବାଚନରେ କାହିଁକି ହାରିଲା ବିଜେଡି ?

ପଞ୍ଚୁକ ପାଇଁ ସପ୍ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ପ୍ରଥମ ହେଲା ସାନଯୋରଡ଼ା

ତାଳଚେର: ପଞ୍ଚୁକ ଅବସରରେ ତାଳଚେର ବ୍ଲକ ଲକେଇପଶିସ୍ଥିତ ଭାଗବତ ପ୍ରଚାର ସମିତି ଆନୁକୂଲ୍ୟରେ ସପ୍ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସମିତି ସଭାପତି ରସାନନ୍ଦ ଦାସ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରତିଯୋଗିତାରେ ବଡ଼ଯୋରଡା, ସାନଯୋରଡା,…

Continue Readingପଞ୍ଚୁକ ପାଇଁ ସପ୍ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ପ୍ରଥମ ହେଲା ସାନଯୋରଡ଼ା

ମେଗା ଆଇନସେବା ସଚେତନତା ଶିବିର: ବାର୍ଦ୍ଧକ୍ୟ ଭତ୍ତା, ଜମିପଟ୍ଟା ସହ ଅନ୍ୟାନ୍ୟ ସରକାରୀ ଯୋଜନାର ସାର୍ଟିଫିକେଟ ପାଇଲେ ହିତାଧିକାରୀ

ଆଠମଲ୍ଲିକ : ଆଠମଲ୍ଲିକ ମିନି ଷ୍ଟାଡିୟମ ଖେଳ ପଡିଆରେ ରବିବାର ମେଗା ଆଇନସେବା ସଚେତନତା ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ ତାଲୁକ ଆଇନସେବା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ସହଭାଗିତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରାଜଜ…

Continue Readingମେଗା ଆଇନସେବା ସଚେତନତା ଶିବିର: ବାର୍ଦ୍ଧକ୍ୟ ଭତ୍ତା, ଜମିପଟ୍ଟା ସହ ଅନ୍ୟାନ୍ୟ ସରକାରୀ ଯୋଜନାର ସାର୍ଟିଫିକେଟ ପାଇଲେ ହିତାଧିକାରୀ

ହାତୀ ଆକ୍ରମଣରେ ଦୁଇ ଗୁରୁତର

ଅନୁଗୁଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାଷୋଳ ନିକଟବର୍ତ୍ତୀ ଠେଙ୍ଗା ଗାଁରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ଗା ର ନାରାୟଣ ନାଏକ ଏବଂ ରମେଶ ନାଏକ ରବିବାର ଅପରାହ୍ନରେ ବିଲରୁ…

Continue Readingହାତୀ ଆକ୍ରମଣରେ ଦୁଇ ଗୁରୁତର

ନିର୍ମାଣାଧୀନ ଘରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି, ଥାନାରେ ଅଭିଯୋଗ କଲେ ମାଲିକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପିଢ଼ଖମଣ ଗାଁର ଏକ ନିର୍ମାଣାଧୀନ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଦିନେଶ ପ୍ରସାଦ ବିଶୋଇ ଓ ବିଶ୍ବଜିତ ସାହୁ ସେଠାରେ ତାଙ୍କର ଘର ନିର୍ମାଣ କରିଥିଲେ। କିନ୍ତୁ କିଛିଦିନ ହେବ…

Continue Readingନିର୍ମାଣାଧୀନ ଘରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି, ଥାନାରେ ଅଭିଯୋଗ କଲେ ମାଲିକ

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ‘ହିତଚିନ୍ତନ ଅଭିଯାନ’ ଆରମ୍ଭ

ଅନୁଗୁଳ : ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପ୍ରତିଷ୍ଠା ଦିବସ ହିତ ଚିନ୍ତନ ଅଭିଯାନ ଆଜି ସର୍ବ ଭାରତୀୟ ସ୍ତରରେ ୬ ରୁ ୨୧ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏ ଅବସରରେ ଆଜି ଅନୁଗୁଳ ଶାଖା…

Continue Readingବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ‘ହିତଚିନ୍ତନ ଅଭିଯାନ’ ଆରମ୍ଭ

ବିଦ୍ୟୁତ ଆଘାତରେ କଲରା ପତରିଆ ବାଘର ମୃତ୍ୟୁ, ଚମଡ଼ା ନେବା ବେଳେ ୪ ଜଣଙ୍କୁ ଗିରଫ କଲା ବନ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ଡ ଅଧୀନସ୍ଥ ବାମୁର ବନାଞ୍ଚଳ ସର୍ଗିପାଲି ସେକ୍ସନ ଫୁଲଝରୀ ବିଟ୍ ଜଙ୍ଗଲ ଅଞ୍ଚଳରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଖବର ପାଇ ବନବିଭାଗ ପହଞ୍ଚି ମୃତ ଶରୀର ସହ ଚମଡ଼ାକୁ ଉଦ୍ଧାର କରିଥିବା ଜଣାଯାଇଛି। କଲରାପତରିଆର ମୃତ୍ୟୁ…

Continue Readingବିଦ୍ୟୁତ ଆଘାତରେ କଲରା ପତରିଆ ବାଘର ମୃତ୍ୟୁ, ଚମଡ଼ା ନେବା ବେଳେ ୪ ଜଣଙ୍କୁ ଗିରଫ କଲା ବନ ବିଭାଗ