ରାମସର ସାଇଟରେ ସ୍ଥାନ ପାଇବ ସାତକୋଶିଆ ଗଣ୍ଡ

ଅନୁଗୁଳ: କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପିନ୍ଦର ଯାଦବ ନିକଟରେ ଜେନିଭା ଗସ୍ତରେ ଯାଇ ୟୁନେସ୍କୋର ରାମସର ସାଇଟ ଦାୟିତ୍ୱରେ ଥିବା କର୍ମକର୍ତାଙ୍କୁ ଭେଟି ଭାରତର ୨୬ ଗୋଟି ପର୍ଯ୍ୟଟନସ୍ଥଳୀକୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ପାଇଁ ଅନୁରୋଧ କରିଛନ୍ତି।ଏହି ପର୍ଯ୍ୟଟନ ସ୍ଥଳୀ ଭିତରେ…

Continue Readingରାମସର ସାଇଟରେ ସ୍ଥାନ ପାଇବ ସାତକୋଶିଆ ଗଣ୍ଡ

ବାଇକ୍ ଚୋରି ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁପାଳ ଥାନା ଅନ୍ତର୍ଗତ ସରଗମ ଲଜ୍ ପରିସରରୁ ଏକ ବାଇକ୍ ରବିବାର ରାତିରେ ଚୋରି ହୋଇଛି। ସୂଚନା ମୁତାବକ, ଟାଟା-ଭୂଷଣ କମ୍ପାନୀରେ ଚାକିରି କରୁଥିବା ସମଲ ଗାଁର ଶିବାନନ୍ଦ ସାମଲ ସରଗମ୍ ଲଜ୍‌ରେ ରୁହନ୍ତି। ଲଜ ପରିସରରେ…

Continue Readingବାଇକ୍ ଚୋରି ଅଭିଯୋଗ

ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଗଣଧାରଣା

ତାଳଚେର: ୫ ଦଫା ଦାବି ନେଇ ଆଜି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ତରଫରୁ ସଭାପତି ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ଭରତପୁର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇ ଦାବି ପତ୍ର ପ୍ରଦାନ କରାଯାଇଛି। ସଂଘର କହିବାନୁସାରେ, ତାଳଚେର…

Continue Readingତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଗଣଧାରଣା

ଅସହାୟ ମହିଳାଙ୍କୁ ଉଦ୍ଧାର କଲେ ସ୍ବେଛାସେବୀ

ଅନୁଗୁଳ: ଅନୁଗୁଳ ସହର କମଳା ଫାର୍ମ ଛକରେ ଦୀର୍ଘ ଦିନ ହେବ ବୁଲୁଥିବା ଜଣେ ଅସହାୟ ମହିଳାଙ୍କୁ ସିରିଡି ସାଇ ଚ୍ୟାରିଟେବୁଲ ଟ୍ରଷ୍ଟର ସ୍ବେଚ୍ଛାସେବୀ ଅଜୟ ତ୍ରିପାଠୀ ଉଦ୍ଧାର କରି ସିମିଳିପଡା ମେଡିକସ ଜରା ନିବାସରେ ରଖାଇଛନ୍ତି। ମହିଳାଙ୍କ ଘର ରାଜସ୍ଥାନରେ।…

Continue Readingଅସହାୟ ମହିଳାଙ୍କୁ ଉଦ୍ଧାର କଲେ ସ୍ବେଛାସେବୀ

ଟାଙ୍ଗିଆ ଚୋଟରେ ଜଣେ ଗୁରୁତର, ୧ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁପାଳ ଥାନା ଅନ୍ତର୍ଗତ ନଳଚନ୍ଦ୍ରପୁର ଗାଁର ହେମନ୍ତ ବିଶୋଇଙ୍କୁ ଟାଙ୍ଗିଆରେ ହାଣି ଗୁରୁତରଭାବେ ଆହତ କରାଯାଇଛି। ସୂଚନା ଅନଯାୟୀ, ସୋମବାର ସକାଳେ ହେମନ୍ତ ତାଙ୍କ ବିଲକୁ ହଳ କରିବାକୁ ଯାଉଥିଲେ। ଗାଁର ଏକ ନିଛାଟିଆ ସ୍ଥାନରେ ସେହି…

Continue Readingଟାଙ୍ଗିଆ ଚୋଟରେ ଜଣେ ଗୁରୁତର, ୧ ଗିରଫ

ବାଃରେ ଡାକ୍ତରଖାନା! ରୋଗୀଙ୍କ ଗଜ୍ କପଡ଼ା ଗୁଡ଼ାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ପାର୍କିଂ ସ୍ଥଳ

ଅନୁଗୁଳ: ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହୁଥିବା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ପୁଣି ଥରେ ଆଲୋଚନାର ପରିସରକୁ ଆସିଛି। ଏଥରକ ପାର୍କିଂ ସ୍ଥଳରେ ଗଜ୍ କନା ବାନ୍ଧି ଚର୍ଚ୍ଚାରେ ରହିଛି ବଡ଼ ମେଡିକାଲ। ଏଠାରେ…

Continue Readingବାଃରେ ଡାକ୍ତରଖାନା! ରୋଗୀଙ୍କ ଗଜ୍ କପଡ଼ା ଗୁଡ଼ାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ପାର୍କିଂ ସ୍ଥଳ

ଖରାରେ ମିଳୁନି ପିଇବା ପାଣି, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ତୁରଙ୍ଗ ଦେହୁରୀ ସାହି ଲୋକେ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ଦେହୁରୀ ସାହିରେ ବାସ କରୁଥିବା ପ୍ରାୟ ୭୦ ରୁ ଊର୍ଦ୍ଧ୍ଵ ପରିବାର ପକ୍ଷରୁ ଆଜି ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବି କରାଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗାଁରେ ବହୁ ବର୍ଷ…

Continue Readingଖରାରେ ମିଳୁନି ପିଇବା ପାଣି, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ତୁରଙ୍ଗ ଦେହୁରୀ ସାହି ଲୋକେ

ଟ୍ରକ ଧକ୍କାରେ ସ୍କୁଲ ଛାତ୍ର ମୃତ

ଅନୁଗୁଳ: ସୋମବାର ଅପରାହ୍ନରେ ଅନୁଗୁଳ ଥାନା ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଛି। ସୁଚନା ଅନୁଯାୟୀ, ତେର ବର୍ଷୀୟ ସ୍କୁଲ ଛାତ୍ର ଆୟୁଷ କୁମାର ଯାଦବ ତାଙ୍କ ସାନ ଭାଇ ସହ ଦୁଇଟି ସାଇକଲ…

Continue Readingଟ୍ରକ ଧକ୍କାରେ ସ୍କୁଲ ଛାତ୍ର ମୃତ

ମହିଳାଙ୍କୁ ମାଡ଼ମାରି ୨ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଏକଘରିଆ ଗାଁରେ ଜଣେ ମହିଳାଙ୍କୁ ମାଡ଼ମାରି ଅସଦ୍ ବ୍ୟବହାର କରିଥିବା ଅଭିଯୋଗରେ ପୁଲିସ ରବିବାର ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଗାଁର ସାଜଲ ନାଏକ ନାମକ ଜଣେ ମହିଳା…

Continue Readingମହିଳାଙ୍କୁ ମାଡ଼ମାରି ୨ ଗିରଫ

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଜଣେ ୧୭ ବର୍ଷର ନାବାଳିକାଙ୍କୁ କଣ୍ଟାବଣିଆ ଥାନା ଅନ୍ତର୍ଗତ ଶିବପୁର…

Continue Readingନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ