ଅନୁଗୁଳ ମେଡ଼ିକାଲକୁ ଫ୍ରିଜ ଦାନକଲେ ବ୍ୟବସାୟୀ

ଅନୁଗୁଳ: ଅନୁଗୁଳ ସହରର ଅନ୍ୟତମ ବ୍ୟବସାୟୀ ସୀତାରାମ ମଣ୍ଡୋଠିିଆ ଶୁକ୍ରବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୁଷ ୱାର୍ଡକୁ ଏକ ଫ୍ରିଜ ପ୍ରଦାନ କରିଥିଲେ। ଏହି ସମାରୋହରେ ଏଡିଏମଓ ମେଡ଼ିକାଲ ଡ଼ା ମାନସ ରଂଜନ ବିଶ୍ବାଳଙ୍କ ସମେତ ରୋଟାରିଆନ ଅଶୋକ ମଣ୍ଡୋଠିିଆ,…

Continue Readingଅନୁଗୁଳ ମେଡ଼ିକାଲକୁ ଫ୍ରିଜ ଦାନକଲେ ବ୍ୟବସାୟୀ

ବିଜ୍ଞାନ ପ୍ରଦର୍ଶନୀରେ ୪୮ଟି ପ୍ରକଳ୍ପ ସ୍ଥାନ ପାଇଲା

ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଶୁକ୍ରବାର ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲରୁ ବଛା ବଛା ୪୮ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଗଣିତ,ପଦାର୍ଥ ବିଜ୍ଞାନ ଓ ପରିବେଶ ବିଜ୍ଞାନ ଉପରେ ଅଧିକାଂଶ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା।…

Continue Readingବିଜ୍ଞାନ ପ୍ରଦର୍ଶନୀରେ ୪୮ଟି ପ୍ରକଳ୍ପ ସ୍ଥାନ ପାଇଲା

ସବୁଜ ମୁଣ୍ଡିଆକୁ ଧୂଳିସାତ୍‌ କରିବାକୁ ଚକ୍ରାନ୍ତ, ପଥର ଖାଦାନ ପାଇଁ ଅନୁମୋଦିତ ଲିଜ୍‌କୁ ତୁରନ୍ତ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଦାବି

ଅନୁଗୁଳ: ସବୁଜ ବନାନୀ ମୁଣ୍ଡିଆରେ ପଥର ଖାଦାନ ପାଇଁ ଦିଆଯାଇଥିବା ଲିଜ୍‌କୁ ତୁରନ୍ତ ରଦ୍ଦ କରିବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି ସ୍ଥାନୀୟ ଲୋକେଇପଶି ଗ୍ରାମବାସୀ। ଗ୍ରାମବାସୀଙ୍କ କହିବାନୁସାରେ, ପଥର ଖାଦାନ ପାଇଁ ଅନୁମତି ଦିଆଯାଇଥିବା ମୁଣ୍ଡିଆକୁ ଗାଁ ଲୋକମାନେ ମିଶି…

Continue Readingସବୁଜ ମୁଣ୍ଡିଆକୁ ଧୂଳିସାତ୍‌ କରିବାକୁ ଚକ୍ରାନ୍ତ, ପଥର ଖାଦାନ ପାଇଁ ଅନୁମୋଦିତ ଲିଜ୍‌କୁ ତୁରନ୍ତ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଦାବି

ଏମ୍‌ସିଏଲ୍‌ ଯୋଗୁ ଜମି ହରାଇଥିବା ଲୋକଙ୍କୁ ଭେଟିଲେ ଅନୁଗୁଳ ଉପଜିଲ୍ଲାପାଳ, ବୁଲି ଦେଖିଲେ ଅଧିଗ୍ରହଣ ଅଞ୍ଚଳ

ଅନୁଗୁଳ: ଏମ୍‌ସିଏଲ୍‌ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନୀୟ ଆମ୍ବପାଳ ଗ୍ରାମବାସୀଙ୍କୁ ଭେଟିଛନ୍ତି ଅନୁଗୁଳ ଉପଜିଲ୍ଲାପାଳ। ଆଜି ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ସ୍ଥାନୀୟ ଛେଣ୍ଡିପଦା ବ୍ଲକ ନତଡା ପଞ୍ଚାୟତର ଆମ୍ବପାଳ ଗାଁର ଏମ୍‌ସିଏଲ୍‌ ଯୋଗୁ ଜମି ହରାଇଥିବା ଲୋକଙ୍କୁ ସାକ୍ଷାତ କରିଛନ୍ତି।…

Continue Readingଏମ୍‌ସିଏଲ୍‌ ଯୋଗୁ ଜମି ହରାଇଥିବା ଲୋକଙ୍କୁ ଭେଟିଲେ ଅନୁଗୁଳ ଉପଜିଲ୍ଲାପାଳ, ବୁଲି ଦେଖିଲେ ଅଧିଗ୍ରହଣ ଅଞ୍ଚଳ

ଜିଲ୍ଲା ପରିଷଦ ସଭ୍ୟପଦରୁ ବାବୁ ପଟ୍ଟନାୟକଙ୍କ ଇସ୍ତଫା

ଅନୁଗୁଳ: ବିଜୁ ଜନତା ଦଳ ତିନି ନମ୍ୱର୍ ଜୋନ୍ ସଭ୍ୟ ତଥା ଅନୁଗୁଳ ଜିଲ୍ଲା ଜୀବନ ବିନ୍ଦୁ ସହ ସଂଯୋଜକ ପ୍ରିୟଦର୍ଶୀ ପଟ୍ଟନାୟକ ବା ବାବୁ ପଟ୍ଟନାୟକ ଶୁକ୍ରବାର ହଠାତ୍ ଜିଲ୍ଲା ପରିଷଦ ସଭ୍ୟପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ନିଜ ବ୍ୟକ୍ତିଗତ…

Continue Readingଜିଲ୍ଲା ପରିଷଦ ସଭ୍ୟପଦରୁ ବାବୁ ପଟ୍ଟନାୟକଙ୍କ ଇସ୍ତଫା

ଆସନ୍ତା ୨୯ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା, ଆଜିଠୁ ନୋଡାଲ୍‌ ସେଣ୍ଟରକୁ ପଠାଯିବ ପ୍ରଶ୍ନପତ୍ର

ଭୁବନେଶ୍ୱର/ଅନୁଗୁଳ : ଆସନ୍ତା ୨୯ ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଏଥିସହ ଦଶମ ଶ୍ରେଣୀ ସମେଟିଭ୍‌ ଆସେସ୍‌ମେଣ୍ଟ୍‌-୨ ତଥା ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌, କରେସପେଣ୍ଡେଣ୍ଟ୍‌ କୋର୍ସ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ଏ ସମସ୍ତ ପରୀକ୍ଷା ପାଇଁ…

Continue Readingଆସନ୍ତା ୨୯ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା, ଆଜିଠୁ ନୋଡାଲ୍‌ ସେଣ୍ଟରକୁ ପଠାଯିବ ପ୍ରଶ୍ନପତ୍ର

ନାଲ୍‌କୋ କୋଇଲା ଖଣିର ରେଲୱେ ସାଇଡିଙ୍ଗ ବିସ୍ଥାପିତଙ୍କସହ ତ୍ରିପାକ୍ଷିକ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋର ଉତ୍କଳ 'ଇ' କୋଇଲା ଖଣିର ରେଲୱେ ସାଇଡିଙ୍ଗର ଜମି ଅଧିଗ୍ରହଣ ହୋଇଥିବା ଗ୍ରାମବାସୀଙ୍କସ ଗୁରୁବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସ୍ଥାପିତମାନେ ଥଇଥାନ ସମ୍ପର୍କରେ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ…

Continue Readingନାଲ୍‌କୋ କୋଇଲା ଖଣିର ରେଲୱେ ସାଇଡିଙ୍ଗ ବିସ୍ଥାପିତଙ୍କସହ ତ୍ରିପାକ୍ଷିକ ବୈଠକ

ଭୟଙ୍କର କୋଇଲା ସଙ୍କଟ ଦେଇ ଗତି କରୁଛି ଦେଶର ବୃହତ୍ତମ ସରକାରୀ ନବରତ୍ନ ଆଲୁମିନିୟମ କମ୍ପାନୀ ‘ନାଲକୋ’

ଅନୁଗୁଳ: ଭୟଙ୍କର କୋଇଲା ସଙ୍କଟ ଦେଇ ଗତି କରୁଛି ଦେଶର ବୃହତ୍ତମ ସରକାରୀ ନବରତ୍ନ ଆଲୁମିନିୟମ କମ୍ପାନୀ ନାଲକୋ। କୋଇଲା ଯୋଗାଣ ଠିକ ଭାବେ ହୋଇପାରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି। ନାଲକୋ ଓ ଏମସିଏଲ ଚୁକ୍ତି ମୁତାବକ, ୨୦୧୮ ଏପ୍ରିଲରୁ ୨୦୨୩…

Continue Readingଭୟଙ୍କର କୋଇଲା ସଙ୍କଟ ଦେଇ ଗତି କରୁଛି ଦେଶର ବୃହତ୍ତମ ସରକାରୀ ନବରତ୍ନ ଆଲୁମିନିୟମ କମ୍ପାନୀ ‘ନାଲକୋ’

ମେସ୍ ପଛପଟ ଗଛରେ ଝୁଲିଛି ଛାତ୍ରଙ୍କ ମୃତଦେହ, ହତ୍ୟା କି ଆତ୍ମହତ୍ୟା ଚାଲିଛି ତଦନ୍ତ

ଅନୁଗୁଳ: ମେସ୍ ପଛ ମହୁଲ ଗଛରେ ଝୁଲିଛି ଛାତ୍ରଙ୍କ ମୃତ ଦେହ। ସ୍ଥାନୀୟ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟ ନିକଟସ୍ଥ ବେହେରା ମେସ ପଛରେ ଥିବା ମହୁଲ ଗଛରେ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତ ଛାତ୍ର ହେଲେ ବରପଦା ଗାଁର…

Continue Readingମେସ୍ ପଛପଟ ଗଛରେ ଝୁଲିଛି ଛାତ୍ରଙ୍କ ମୃତଦେହ, ହତ୍ୟା କି ଆତ୍ମହତ୍ୟା ଚାଲିଛି ତଦନ୍ତ

ତହସିଲ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ସ୍ଥାନୀୟ ଖଲାରି ବିଶ୍ବାଳ ସାହି ନିକଟରେ ଏକ ଭଡ଼ା ଘରେ ରହୁଥିବା ତାଳଚେର ତହସିଲ ଅଫିସର କନିଷ୍ଠ କିରାଣି ପ୍ରଶାନ୍ତ ସାହୁ (୩୩)ଙ୍କ ଗୁରୁବାର ବଡ଼ି ଭୋର୍ ସମୟରେ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ…

Continue Readingତହସିଲ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ