ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ: ଲୋକମାନେ ଯେଭଳି ଶାନ୍ତିରେ ପୂଜା ଉପଭୋଗ କରିବେ ସେ ନେଇ ସବୁ ବିଭାଗକୁ ଦାୟିତ୍ୱ ବାଣ୍ଟିଲେ ଜିଲ୍ଲାପାଳ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ତତ୍ତ୍ବାବଧାନ ଓ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ…

Continue Readingଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ: ଲୋକମାନେ ଯେଭଳି ଶାନ୍ତିରେ ପୂଜା ଉପଭୋଗ କରିବେ ସେ ନେଇ ସବୁ ବିଭାଗକୁ ଦାୟିତ୍ୱ ବାଣ୍ଟିଲେ ଜିଲ୍ଲାପାଳ

ବୋହୂର ତଣ୍ଟିଚିପି ହତ୍ୟା ପାଇଁ ଉଦ୍ୟମ, ଶାଶୁ ନାଁରେ ଏତଲା ଦେଲେ ଝିଅର ବାପଘର

ଅନୁଗୁଳ/ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ଥାନା ଅନ୍ତର୍ଗତ ପାତ୍ରପଡାରେ ପାରିବାରିକ କଳହକୁ ନେଇ ବୋହୂର ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଛି ଶାଶୁ। ଗୁରୁତର ଅବସ୍ଥାରେ ବୋହୂକୁ ମେଡିକାଲରେ ଆଡମିଟ୍ କରାଯାଇଛି। ସୂଚନା ମୁତାବକ, ପାତ୍ରପଡ଼ାର ସୁଲୋଚନା ମାଝୀ ଓ ତାଙ୍କ ସାନ…

Continue Readingବୋହୂର ତଣ୍ଟିଚିପି ହତ୍ୟା ପାଇଁ ଉଦ୍ୟମ, ଶାଶୁ ନାଁରେ ଏତଲା ଦେଲେ ଝିଅର ବାପଘର

ପାର୍ବତୀଗିରି ଜଳସେଚନ ପ୍ରକଳ୍ପ ପାଇଁ ୪୬୬ କୋଟି ମଞ୍ଜୁର

ଅନୁଗୁଳ: ବର୍ଷା ଜଳ ଉପରେ ନିର୍ଭର ନକରି ଉଠା ଜଳସେଚନ ମାଧ୍ୟମରେ କୃଷିର ଉନ୍ନତି ପାଇଁ ରାଜ୍ୟ ସରକାର ପାର୍ବତୀଗିରି ଜଳ ସେଚନ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଉକ୍ତ ଯୋଜନା ମାଧ୍ୟମରେ ମୋଟ ୧୦୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ…

Continue Readingପାର୍ବତୀଗିରି ଜଳସେଚନ ପ୍ରକଳ୍ପ ପାଇଁ ୪୬୬ କୋଟି ମଞ୍ଜୁର

ଚୋରି ଉଦ୍ୟମ ବିଫଳ: ଚପଲ ଛାଡ଼ି ପଳାଇଲେ ଚୋର

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ସେବା ସମବାୟ ସମିତିରୁ ଚୋରି ଉଦ୍ୟମ ହୋଇଛି। ସମବାୟ ସମିତି ରାତି ଜଗୁଆଳି ନିଦରୁ ଉଠିପଡ଼ିବାରୁ ଦୁର୍ବୃତ୍ତମାନେ ପଳାଇ ଯାଇଥିଲେ। ସୂଚନା ଅନୁଯାୟୀ, ବୁଧବାର ରାତି ପାୟ ୧୨ଟା ବେଳେ କେତେକ ଦୁର୍ବୃତ୍ତ…

Continue Readingଚୋରି ଉଦ୍ୟମ ବିଫଳ: ଚପଲ ଛାଡ଼ି ପଳାଇଲେ ଚୋର

ପୂର୍ବ ଶତ୍ରୁତାରୁ ମାଡପିଟ୍; ୯ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଶାବଳଭଙ୍ଗାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ କନ୍ଦଳ ହୋଇଛି। ଗଣ୍ଡଗୋଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋଟାଏ ପକ୍ଷର; ମନୋଜ…

Continue Readingପୂର୍ବ ଶତ୍ରୁତାରୁ ମାଡପିଟ୍; ୯ ଗିରଫ

ଏଥରକ ପୂଜାରେ ଉଚ୍ଚ ସ୍ବରରେ ମାଇକ ବଜାଇବା ଓ ବାଣ ଫୁଟିବା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ଅନୁଗୁଳରେ ନିୟମ ମାନିବାକୁ କଡ଼ା ନିର୍ଦ୍ଦେଶ

ଅନୁଗୁଳ: ଆସୁଛି ପାର୍ବଣ ଋତୁ। ଚଳିତବର୍ଷ କରୋନା କଟକଣା କମ୍ ଥିବାରୁ ଲୋକମାନେ ଏଥରକ ମଉଜ ମଜଲିସ କରିବାକୁ ଅନେକ ଯୋଜନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଉଚ୍ଚ ସ୍ୱରରେ ମାଇକ୍ ବଜାଇବା ଓ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ…

Continue Readingଏଥରକ ପୂଜାରେ ଉଚ୍ଚ ସ୍ବରରେ ମାଇକ ବଜାଇବା ଓ ବାଣ ଫୁଟିବା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ଅନୁଗୁଳରେ ନିୟମ ମାନିବାକୁ କଡ଼ା ନିର୍ଦ୍ଦେଶ

ଅଜଣା ଗାଡ଼ି ଧକ୍କାରେ ୨ ମୋଟର ସାଇକେଲ ଆରୋହୀ ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା -ଜରପଡା ରାସ୍ତାର ବନଦୁର୍ଗା ପୀଠ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ ଛେଣ୍ତିପଦା ସେଠୀ ସାହିର ବିଜୟ କୁମାର ସେଠୀ ଓ ଦୀପକ…

Continue Readingଅଜଣା ଗାଡ଼ି ଧକ୍କାରେ ୨ ମୋଟର ସାଇକେଲ ଆରୋହୀ ଗୁରୁତର

ବହୁମୁଖି ଟାସ୍କ ଫୋର୍ସର ଚଢ଼ାଉ ହୋଟେଲ୍ ସିଲ, ଗ୍ୟାସ ଏଜେନ୍ସିକୁ ଫାଇନ

ଅନୁଗୁଳ: ଅନୁଗୁଳ ପ୍ରଶାସନର ବହୁମୁଖି ଟାସ୍କ ଫୋର୍ସ ପକ୍ଷରୁ ସହରର ବିଭିନ୍ନ ହୋଟେଲ୍ ଓ ଗ୍ୟାସ ଏଜେନ୍ସୀ ଉପରେ ଚଢ଼ାଉ କରାଯାଇଥିଲା। ମା ବୁଢ଼ୀ ଗ୍ୟାସ ଏଜେନ୍ସିରେ ଅନିୟମିତତା ପାଇଁ ୬୦ ହଜାର ଟଙ୍କା ଫାଇନ କରାଯାଇଥିବା ବେଳେ ରାଜଲକ୍ଷ୍ମୀ ହୋଟେଲ୍…

Continue Readingବହୁମୁଖି ଟାସ୍କ ଫୋର୍ସର ଚଢ଼ାଉ ହୋଟେଲ୍ ସିଲ, ଗ୍ୟାସ ଏଜେନ୍ସିକୁ ଫାଇନ

ସାନଭାଇ ଟାଙ୍ଗିଆ ଚୋଟରେ ବଡ଼ଭାଇ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ନତଡ଼ା ଗାଁରେ ପୋଖରୀରେ ମାଛ ଜାଆଁଳ ଛାଡ଼ିବାକୁ ନେଇ ବଡ଼ଭାଇଙ୍କୁ ଟାଙ୍ଗିଆରେ ଆକ୍ରମଣକରି ସାନଭାଇ ଗିରଫ ହୋଇଛି। ସୂଚନା ଅନୁଯୟୀ, ଗାଁର ବିମ୍ବାଧର ଦେହୁରୀଙ୍କର ଏକ ପୋଖରୀ ଅଛି। ଏହି ପୋଖରୀରେ ତାଙ୍କର ୨…

Continue Readingସାନଭାଇ ଟାଙ୍ଗିଆ ଚୋଟରେ ବଡ଼ଭାଇ ଗୁରୁତର

ଜିଲ୍ଲା ବିଜେପି ଉପସଭାପତି ମନୋଜ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ତାଳଚେର: ତାଳଚେରର ଯୁବ ନେତା ଇଂ ମନୋଜ ପ୍ରଧାନ ଅନୁଗୁଳ ଜିଲ୍ଲା ବିଜେପିର ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ନୂଆ ପଦବୀ ପାଇବା ପରେ ତାଙ୍କୁ ଡେରା ଠାରେ ସମ୍ବର୍ଦ୍ଧିତ କରାଯାଇଛି। ଏ ଅବସରରେ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ, ବନ୍ତୋଲ,…

Continue Readingଜିଲ୍ଲା ବିଜେପି ଉପସଭାପତି ମନୋଜ ପ୍ରଧାନଙ୍କୁ ସମ୍ବର୍ଦ୍ଧନା