ମହାନଦୀ ବାଲି ସଇରାତ ଉତ୍ସ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଆଠମଲ୍ଲିକ ତହସିଲ ଅନ୍ତର୍ଗତ ଖଡରାପଡ଼ା ଓ ଟାଇଁସର ଗାଁରେ ମଙ୍ଗଳବାର ନୂଆ ମହାନଦୀ ବାଲି ସଇରାତ ଉତ୍ସ ପାଇଁ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ତରଣୀ ସୁନା, ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଅନୁପ…

Continue Readingମହାନଦୀ ବାଲି ସଇରାତ ଉତ୍ସ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ

ମୋହାଲି ବିଶ୍ବବିଦ୍ୟାଳୟ ଛାତ୍ରୀ ନିବାସରେ ଅଶ୍ଳୀଳ ଭିଡ଼ିଓ ଲିକ୍ ଘଟଣାକୁ ଏଆଇଏମ୍ଏସ୍ଏସର ତୀବ୍ର ନିନ୍ଦା

ଅନୁଗୁଳ: ଚଣ୍ଡୀଗଡ଼ ନିକଟସ୍ଥ ମୋହାଲିସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ୬୦ ଛାତ୍ରୀଙ୍କର ଅଶ୍ଳୀଳ ଭିଡିଓ ଲିକ୍ ହେବା ମାମଲାରେ ସର୍ବଭାରତୀୟ ସାଧାରଣ ସମ୍ପାଦିକା ଛବି ମହାନ୍ତି, ଓଡ଼ିଶା ରାଜ୍ୟ ସଭାନେତ୍ରୀ ବୀଣାପାଣି ଦାସ ଓ ସମ୍ପାଦିକା ସ୍ଵୟଂ…

Continue Readingମୋହାଲି ବିଶ୍ବବିଦ୍ୟାଳୟ ଛାତ୍ରୀ ନିବାସରେ ଅଶ୍ଳୀଳ ଭିଡ଼ିଓ ଲିକ୍ ଘଟଣାକୁ ଏଆଇଏମ୍ଏସ୍ଏସର ତୀବ୍ର ନିନ୍ଦା

ବିଦ୍ୟୁତ୍ ଆଘାତରେ ଅବସରପ୍ରାପ୍ତ ଲାଇନ୍ ମ୍ୟାନ ମୃତ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରି-ବିଶ୍ଵାଳ ସାହିର ବାସିନ୍ଦା ଚରଣ ଗଡ଼ନାୟକ(୬୫) ସୋମବାର ରାତିରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ, ସେ ଘରେ ପଙ୍ଖା ସଜାଡୁଥିବା ବେଳେ ବିଦ୍ୟୁତ୍ ଆଘାତ ପାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ…

Continue Readingବିଦ୍ୟୁତ୍ ଆଘାତରେ ଅବସରପ୍ରାପ୍ତ ଲାଇନ୍ ମ୍ୟାନ ମୃତ

ଶିକ୍ଷକ ଭବନ ରାସ୍ତା ଏବେ ଅସାମାଜିକଙ୍କ ଆଡ୍ଡା

ଅନୁଗୁଳ: ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥରୁ ଶିକ୍ଷକ ଭବନ ରାସ୍ତାଟି ଏବେ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଏଥିନେଇ ଥାନାକୁ ଲିଖିତ ଭାବେ ଜଣାଇଛନ୍ତି ଜିଲ୍ଲା ଖାଉଟି ବିବାଦ ବିଚାର ମଞ୍ଚ କର୍ତ୍ତୃପକ୍ଷ। ଯେଉଁ ଖାଉଟି ମାନେ ବିଚାର…

Continue Readingଶିକ୍ଷକ ଭବନ ରାସ୍ତା ଏବେ ଅସାମାଜିକଙ୍କ ଆଡ୍ଡା

ଅଜଣା ଗାଡ଼ି ମାଡ଼ିଯାଇ ଅଜଗର ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁକୁଡ଼ା ମାଛ ମାର୍କେଟ ନିକଟରେ ମଙ୍ଗଳବାର ସକାଳେ ଏକ ବଡ଼ ଅଜଗର ସାପ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଖାଦ୍ୟ ଅନ୍ୱେଷଣରେ ବାହାରିଥିବା ସାପଟିକୁ ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ତାର ମୃତ୍ୟୁ ଘଟିଥିବା…

Continue Readingଅଜଣା ଗାଡ଼ି ମାଡ଼ିଯାଇ ଅଜଗର ମୃତ

ଗାଧୋଇବା ବେଳେ ନାଳରେ ଭାସିଯାଇଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଜରଡ଼ା ପଞ୍ଚାୟତ ପାରିପରା ନିକଟରେ ଥିବା ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପାରିପରା ନିକଟରେ ଯାଇଥିବା ନାଳକୁ ସେହି ଗାଁର ଦୁର୍ଯ୍ୟୋଧନ ବେହେରା(୪୫) ଆଜି ପୂର୍ବାହ୍ନରେ ଗାଧୋଇବାକୁ…

Continue Readingଗାଧୋଇବା ବେଳେ ନାଳରେ ଭାସିଯାଇଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଅନୁଗୁଳ: ଅନୁଗୁଳଠାରେ ଚାଲିଥିବା ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲ୍ ସିଂହ ଆର୍ଯ୍ୟ କହିଥିଲେ ଯେ, ମୋଦିଜୀଙ୍କ ନୀତି ଏବଂ…

Continue Readingବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

୭୦ ହଜାର ଟଙ୍କାର ରୁପା ଗହଣା ଲୁଟ

ଅନୁଗୁଳ, ଅନୁଗୁଳ ଟାଉନ୍‌ ଥାନା ଅନ୍ତର୍ଗତ ବିକାଶନଗର ନିକଟରୁ ରବିବାର ୭୦ ହଜାର ଟଙ୍କାର ରୁପା ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯେ, ଢ଼େଙ୍କାନାଳ ଜିଲ୍ଲା ଚଷାପଡ଼ା ଗାଁର ଗୌତମ ସାହୁ ଗୀତାଗ୍ରମରେ ରହି ରୁପା ଅଳଙ୍କାର ବୁଲି…

Continue Reading୭୦ ହଜାର ଟଙ୍କାର ରୁପା ଗହଣା ଲୁଟ

ତାଳଚେରର ବିଭିନ୍ନ ସମସ୍ୟା ନେଇ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କଲା ଜନ ବିକାଶ କଲ୍ୟାଣ ସଂଘ

ତାଳଚେର : ଆଜି ତାଳଚେର ଜନବିକାଶ କଲ୍ୟାଣ ସଂଘ ତରଫରୁ ଏକ ପ୍ରତିନିଧି ଦଳ ଅନୁଗୁଳ ଗସ୍ତରେ ଥିବା ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ସାରଦା କୁମାର ଶ୍ରୀବାସ୍ତବ ଏବଂ ଖୋର୍ଦ୍ଧା ଡିଆରଏମ୍ ରିଙ୍କେଶ ରାୟଙ୍କୁ ଭେଟି ସହରର ବିଭିନ୍ନ ସମସ୍ୟାକୁ ନେଇ…

Continue Readingତାଳଚେରର ବିଭିନ୍ନ ସମସ୍ୟା ନେଇ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କଲା ଜନ ବିକାଶ କଲ୍ୟାଣ ସଂଘ

ଅନୁଗୁଳରେ ଆରମ୍ଭ ହେବ ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ

ଅନୁଗୁଳ:ରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ଗଣ ସଙ୍ଗଠନମାନେ ସମ୍ମିଳିତ ହୋଇ 'ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ' ଆରମ୍ଭ କରିଛନ୍ତି। ମୁମ୍ବାଇ ସ୍ଥିତ କ୍ରାନ୍ତି ମୈଦାନ ଓ ଦିଲ୍ଲୀର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡଃ ଜିଜି ପାରିଖ,…

Continue Readingଅନୁଗୁଳରେ ଆରମ୍ଭ ହେବ ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ