ଆଶ୍ରମରେ ବିରଳ ପ୍ରଜାତିର ଏଣ୍ଡୁଅ ଠାବ
ଅନୁଗୁଳ: ସୁସୁଡା ମାନବ ସେବା ଚ୍ୟାରିଟେବୁଲ ଆଶ୍ରମ ପରିସରରେ ଶନିବାର ସକାଳେ ଏକ ବହୁରୂପୀ ଏଣ୍ଡୁଅ ବା କେମିଲିଅନ ଦେଖିଥିଲେ ପରିଚାଳକ ଚିନ୍ମୟୀ ଦାସ। ଏଣ୍ଡୁଅଟି ଗ୍ରୀନ ସ୍ପଟେଡ଼ ବହୁରୂପୀ ଏଣ୍ଡୁଅ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ ମତରେ ଭାରତରେ ଏହି ଏଣ୍ଡୁଅ…
ଅନୁଗୁଳ: ସୁସୁଡା ମାନବ ସେବା ଚ୍ୟାରିଟେବୁଲ ଆଶ୍ରମ ପରିସରରେ ଶନିବାର ସକାଳେ ଏକ ବହୁରୂପୀ ଏଣ୍ଡୁଅ ବା କେମିଲିଅନ ଦେଖିଥିଲେ ପରିଚାଳକ ଚିନ୍ମୟୀ ଦାସ। ଏଣ୍ଡୁଅଟି ଗ୍ରୀନ ସ୍ପଟେଡ଼ ବହୁରୂପୀ ଏଣ୍ଡୁଅ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ ମତରେ ଭାରତରେ ଏହି ଏଣ୍ଡୁଅ…
ଅନୁଗୁଳ: ବିଶ୍ୱକର୍ମା ପୂଜାରେ ବଡ଼ ଅଘଟଣ। ନାଲକୋରେ ଭୁଶୁଡ଼ି ପଡ଼ିଲା ଖଦି ଓ ଗ୍ରାମ ଉଦ୍ୟୋଗ ଷ୍ଟଲ ପାଇଁ ହେଉଥିବା ଟେଣ୍ଟ। ୮ ଜଣଙ୍କ ଉପରେ ଟେଣ୍ଟ ଗଳି ପଡ଼ିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ନାଲକୋ…
ତାଳଚେର: ତାଳଚେରରେ କାର୍ଯ୍ୟରତ ଏମ୍.ସି.ଏଲ୍.ର ସମସ୍ତ କୋଇଲା ଖଣିର ଠିକା ଶ୍ରମିକଙ୍କୁ ବୋନସ୍ ପ୍ରଦାନ ଦାବିରେ ଶୁକ୍ରବାର ଜଗନ୍ନାଥ କୋଇଲା କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଶ୍ରମିକ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ…
ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି ସ୍ଥାନୀୟ ବଅଁରପାଳ ବ୍ଲକ କୁଲାଡ଼ ମହାଲକ୍ଷ୍ମୀ ସେଣ୍ଟାଲ ପୂଜା କମିଟିର ସମସ୍ତ ସଦସ୍ୟ ଏବଂ ସରପଞ୍ଚ। ସରପଞ୍ଚଙ୍କ କହିବା ଅନୁସାରେ ଆସନ୍ତା ଅକ୍ଟୋବର ୯…
ଅନୁଗୁଳ: ଛେଣ୍ଡିପଦା (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥରେ ମତଦାନ ନିମନ୍ତେ ଭୋଟରଙ୍କ ସୁବିଧା ପାଇଁ ବୁଥ୍ ସଂଶୋଧନ ବୈଠକ ଆଜି ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ବୈତୁରା ଦିପ୍ଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଠାରେ ବିଭିନ୍ନ ରାଜନୈତିକ…
ଅନୁଗୁଳ: ସ୍ଥାନୀୟ ସଦର ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ପ୍ରକାଶ ଯେ, ସଦର ଥାନାର ଆଇଆଇସି ସତ୍ୟବ୍ରତ ରାଉତଙ୍କ ନେତୃତ୍ଵରେ ଏକ ଟିମ୍ କୁଇଓ ଜଙ୍ଗଲରେ ଅଚାନକ ଚଢ଼ଉ…
ଅନୁଗୁଳ: ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ନିରୀକ୍ଷକ ବୃନ୍ଦାବନ ସାହୁଙ୍କ ଶିକ୍ଷକପଡ଼ା ସ୍ଥିତ ବାସ ଭବନରେ ଆଜି ସନ୍ଧ୍ୟାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ଓ ଯୁବରାଜ ଉଚ୍ଚ ବିଦ୍ୟାଳୟ…
ଅନୁଗୁଳ: ପୌରପାଳିକା ଯେତେ ଚେତାବନୀ ଦେଲେବି ଅମାନିଆ ଦୋକାନୀ ସେସବୁକୁ ଖାତର କରୁନାହାନ୍ତି। ଦୋକାନ ସାମନାରେ ଅଳିଆ ଗଦାଇବା ଓ ଟ୍ରେଡ଼ ଲାଇସେନ୍ସ ନକରିବା ହେତୁ ଆଜି ଅପରାହ୍ନରେ ଅନୁଗୁଳ ପୌରପାଳିକା ପକ୍ଷରୁ ଲଷ୍ମୀ ବଜ଼ାରରେ ଥିବା ଭି୨ ସପିଙ୍ଗ ମଲକୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରେ ବାପାଙ୍କୁ ମରଣାନ୍ତକ ଅକ୍ରମଣ କରିବା ଅଭିଯୋଗରେ ପୁଲିସ ଗୁରୁବାର ପୁଅକୁ ଗିରଫ କରିଛି। ସୂଚନା ଯେ, ଗିରାଙ୍ଗ ଗାଁର ଦିବାକ ଦେହୁରୀ(୭୫)ଙ୍କୁ ବୁଧବାର ରାତିରେ ପୁଅ ସୁରେନ୍ ଦେହୁରୀ(୩୭) ଗାଳିଗୁଲଜ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଗୁରୁବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ୨୦୨୧ ମାର୍ଚ୍ଚ ୨୪ ତାରିଖରେ ଜନୈକା ନାବାଳିକା ଶୌଚ ହେବାକୁ ବାହାରକୁ ଯାଇଥିବାବେଳେ ପାଣପଶି ଗାଁର କୁନା…