ବଡ଼ମା’ଙ୍କୁ ମାଡ଼ମାରି ପୁତୁରା ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ଗାଁରେ ବଡ଼ମା’ଙ୍କୁ ମାଡ଼ମାରିବା ଅଭିଯୋଗରେ ପୋଲିସ ପୁତୁରାଙ୍କୁ ବୁଧବାର ଗିରଫ କରିଛି। ସୂଚନା ମୁତାବକ, ଗାଁର ମାଧବ ନାଏକ(୩୮)ଙ୍କ ତାଙ୍କ ବଡ଼ବାପା ନାଥ ନାଏକଙ୍କ ପରିବାର ସହ ପାଟିଗୋଳ ଲାଗିଥିଲା। ତେବେ ଗତ…

Continue Readingବଡ଼ମା’ଙ୍କୁ ମାଡ଼ମାରି ପୁତୁରା ଗିରଫ

ରାଣୀଗୋଡ଼ାରେ ଡାକ ମେଳା: ଡାକ ଘରେ କରାଯାଉଥିବା ବିଭିନ୍ନ ସରକାରୀ କାର୍ଯ୍ୟ ସମ୍ପର୍କରେ ସଚେତନ କଲେ ବିଭାଗୀୟ କର୍ମଚାରୀ

ଅନୁଗୁଳ: ସ୍ଥାନୀୟ ରାଣୀ ଗୋଡା ଶାଖା ଡାକ ଘରେ ଡାକ ମେଳା ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ମଣ୍ଡଳର ଡାକ ଅଧୀକ୍ଷକ ଜଗଦୀଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଡାକ ମେଳାରେ ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ଦେହୁରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ…

Continue Readingରାଣୀଗୋଡ଼ାରେ ଡାକ ମେଳା: ଡାକ ଘରେ କରାଯାଉଥିବା ବିଭିନ୍ନ ସରକାରୀ କାର୍ଯ୍ୟ ସମ୍ପର୍କରେ ସଚେତନ କଲେ ବିଭାଗୀୟ କର୍ମଚାରୀ

ନାବାଳିକାଙ୍କୁ ଅସଦବ୍ୟବହାର କରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଇଲକାର ଜଣେ ନାବାଳିକାଙ୍କୁ ଅସଦ ବ୍ୟବହାରକରିବା ଅଭିଯୋଗରେ ପୁଲିସ ଢ଼େଙ୍କାନାଳ ଜିଲ୍ଲା କାଉଁରିଆପାଳ ଗାଁର ତପନ ସ୍ବାଇଁଙ୍କୁ ବୁଧବାର ଗିରଫ କରିଛି। ସୂଚନା ଅନୁଯୟୀ, ତପନ ସ୍ବାଇଁ(୩୨) ଅନୁଗୁଳ ସଦରଥାନା ଅଞ୍ଚଳରେ ଥିବା ତାଙ୍କ ଶଶୁର…

Continue Readingନାବାଳିକାଙ୍କୁ ଅସଦବ୍ୟବହାର କରି ଯୁବକ ଗିରଫ

ପୁଣି ୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଠାକୁରଗଡ଼ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ୨୨ କେଜି ଗଞ୍ଜେଇ ଜବତ କରାଯାଇ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ, କିଶୋରନଗର ଥାନା ଅନ୍ତର୍ଗତ ତୁରୁଡ଼ା ଗାଁର ରାକେଶ…

Continue Readingପୁଣି ୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ

ଅନୁଗୁଳ ଉପଖଣ୍ଡ କ୍ରୀଡା ସଂସଦ ପାଇଁ ଟଣାଓଟରା

ଅନୁଗୁଳ: ଗତ କିଛି ବର୍ଷ ଧରି ଜିଲ୍ଲା କ୍ରୀଡା ସଂସଦ ଓ ଉପଖଣ୍ଡ କ୍ରୀଡା ସଂସଦର ନିର୍ବାଚନ ନ ହେବା ଯୋଗୁଁ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ବିଶେଷ କରି ଅନୁଗୁଳ ଉପଖଣ୍ଡ କ୍ରୀଡା…

Continue Readingଅନୁଗୁଳ ଉପଖଣ୍ଡ କ୍ରୀଡା ସଂସଦ ପାଇଁ ଟଣାଓଟରା

ବଅଁରପାଳ ଅଞ୍ଚଳରେ ଗୁଟଖା ବେପାରୀଙ୍କ ଉପରେ ଅତର୍କିତ ଚଢ଼ଉ, ୨୦ ରୁ ଊର୍ଦ୍ଧ୍ଵ ଦୋକାନୀଙ୍କୁ ଫାଇନ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଜି ଗୁଟଖା ବେପାରୀଙ୍କ ଉପରେ ଅତର୍କିତ ଚଢ଼ଉ କରାଯାଇଛି। ଆଜି ବଅଁରପାଳ ଛକ, କଲେଜ ଛକ, ସନ୍ତ୍ରୀ ଛକ ଅଞ୍ଚଳରେ ଗୁଟଖା ବେପାର କରୁଥିବା ପ୍ରାୟ ୨୦ ରୁ ଊର୍ଦ୍ଧ୍ଵ ଦୋକାନୀଙ୍କ…

Continue Readingବଅଁରପାଳ ଅଞ୍ଚଳରେ ଗୁଟଖା ବେପାରୀଙ୍କ ଉପରେ ଅତର୍କିତ ଚଢ଼ଉ, ୨୦ ରୁ ଊର୍ଦ୍ଧ୍ଵ ଦୋକାନୀଙ୍କୁ ଫାଇନ୍

ଗୋପିବଲଭପୂର ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ ଧାରଣା

ଅନୁଗୁଳ: ନାଲକୋ ଦ୍ଵାରା କ୍ଷତିଗ୍ରସ୍ତ ଓ ବିସ୍ଥାପିତ ଗୋପିବଲଭପୂର ଓରଫ ନାଣ୍ଡିଛୋଡ ଗାଁର ପ୍ରଜାମାନେ ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦଫା ଦାବି ନେଇ ଧାରଣାରେ ବସିଛନ୍ତି। ନାଲକୋ କମ୍ପାନୀ ଉତ୍କଳ ଡି ଓ ଇ କୋଲ ବ୍ଲକ…

Continue Readingଗୋପିବଲଭପୂର ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ ଧାରଣା

ହେମସୁରପଡା ସାହି ମୂରବୀଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ହେମସୁରପଡ଼ାର ସାହି ମୂରବୀ ଗଙ୍ଗାଧର ସ୍ୱାଇଁଙ୍କ ଆଜି ସକାଳେ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ଅଶି ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଭୋଗି ଆସୁଥିଲେ। ସେ ଅନୁଗୁଳ ଟ୍ରକ ମାଲିକ ସଂଘର…

Continue Readingହେମସୁରପଡା ସାହି ମୂରବୀଙ୍କ ପରଲୋକ

ଗାଧୋଇବା ବେଳେ ପାଣିରେ ବୁଡି ଜଣେ ମୃତ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ରଙ୍କାସୀଙ୍ଗା ଗାଁର ଅଙ୍କୁର ପ୍ରଧାନ (୫୫) ଅପରାହ୍ନରେ ଗାଧୋଇବା ବେଳେ ନନ୍ଦିରା ନାଳରେ ଭାସି ଯାଇଥିଲେ। ବହୁ ଖୋଜା ଖୋଜି ପରେ କୁକୁଡ଼ାଙ୍ଗ ନିକଟରେ ତାଙ୍କ ଶବ ଭାସୁଥିବା କିଛି ଗ୍ରାମବାସୀ ଦେଖିଥିଲେ। ଖବର…

Continue Readingଗାଧୋଇବା ବେଳେ ପାଣିରେ ବୁଡି ଜଣେ ମୃତ

ଆଠମଲ୍ଲିକ ନୂତନ ବିଡ଼ିଓଙ୍କ କାର୍ଯ୍ୟରେ ଯୋଗଦାନ

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ସୌଭାଗ୍ୟ ବେହେରା ମଙ୍ଗଳବାର ସନ୍ଧ୍ୟାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀ ବେହେରା ମଙ୍ଗଳବାର ପ୍ରଥମେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ସାକ୍ଷାତ କରିଥିଲେ।…

Continue Readingଆଠମଲ୍ଲିକ ନୂତନ ବିଡ଼ିଓଙ୍କ କାର୍ଯ୍ୟରେ ଯୋଗଦାନ