ମା’ ବାସନ୍ତୀ ଦୁର୍ଗାଙ୍କ ଷଷ୍ଠୀପୂଜା ଆଜି

ଅନୁଗୁଳ: ଅନୁଗୁଳ ସ୍ଥାନୀୟ ଅମଲାପଡ଼ା ସ୍ଥିତ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ଆଜିଠାରୁ ମା’ ଦୁର୍ଗାଙ୍କର ଷଷ୍ଠୀପୂଜା ଆରମ୍ଭ ହେବ। ସପ୍ତମୀରେ ସପ୍ତମୀ ପୂଜା, ଅଷ୍ଟମୀରେ ଅଷ୍ଟମୀ ପୂଜା, ନବମୀରେ ନବକୁମାରୀ ପୂଜା ଓ ଦଶମୀରେ ବିଜୟା ଦଶମୀ ଏବଂ ପୂର୍ଣ୍ଣାହୁତି…

Continue Readingମା’ ବାସନ୍ତୀ ଦୁର୍ଗାଙ୍କ ଷଷ୍ଠୀପୂଜା ଆଜି

ଅନୁଗୁଳବାସୀଙ୍କ ପାଇଁ ଖୁସି ଖବର ! ୧୦ ରୁ ଏହି ରୁଟ୍ ଦେଇ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍

ଅନୁଗୁଳ : ରାମ ନବମୀ ଅର୍ଥାତ୍ ଏପ୍ରିଲ ୧୦ ରୁ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ। ଏହି ଏକ୍ସପ୍ରେସକୁ ପୁଣି ଥରେ ଚଳାଚଳ କରାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ରେଳ ବିଭାଗ ପକ୍ଷରୁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ (18303) ର…

Continue Readingଅନୁଗୁଳବାସୀଙ୍କ ପାଇଁ ଖୁସି ଖବର ! ୧୦ ରୁ ଏହି ରୁଟ୍ ଦେଇ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍

ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ ପାଳିତ

ଅନୁଗୁଳ : କରୋନା ଯୋଗୁ ଗତ ୨ ବର୍ଷ ହେଲାଣି ବନ୍ଦ ଥିବା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ ଆଜି ରୀତି ନୀତି ଅନୁସାରେ ପାଳିତ ହୋଇଛି। ଏ ଅବସରରେ ଆଜି ଦେହୁରୀଙ୍କ ଘରୁ…

Continue Readingଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ ପାଳିତ

ସରକାରୀ ମହାବିଦ୍ୟାଳୟରେ ନୂତନ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି ରଜନୀକାନ୍ତ ସିଂହ

ଅନୁଗୁଳ : ଆଜି ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଏହି ଭିତ୍ତି ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ନଗରପାଳ ଅକ୍ଷୟ କୁମାର ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗ…

Continue Readingସରକାରୀ ମହାବିଦ୍ୟାଳୟରେ ନୂତନ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି ରଜନୀକାନ୍ତ ସିଂହ

ତାଳଚେର କଲେଜକୁ ମିଳିଲା ୨୦ ଏକର ଜମିପଟ୍ଟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟକୁ ମଙ୍ଗଳବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ୨୦ ଏକର ଜମିପଟ୍ଟା ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ମହାବିଦ୍ୟାଳୟର ଜମିପଟ୍ଟା ନଥିଲା ବେଳେ କଲେଜରେ ଏକ ସ୍ବତନ୍ତ୍ର ଉତ୍ସବରେ ଜିଲ୍ଲାପାଳ ଶ୍ରୀ…

Continue Readingତାଳଚେର କଲେଜକୁ ମିଳିଲା ୨୦ ଏକର ଜମିପଟ୍ଟା

କୂଅରେ ଗଳି ପଡ଼ିଥିବା ମହିଳାଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ କର୍ମଚାରୀ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କାଙ୍ଗୁଲାର ଜଣେ ମହିଳା ମଙ୍ଗଳବାର ବିଳମ୍ବିତ ରାତିରେ କୂଅରେ ଗଳି ପଡ଼ିଥିଲେ। ଖବର ପାଇଁ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ମହିଳାଙ୍କ ନାଁ କମଳୀ ମହାପାତ୍ର (୫୦)…

Continue Readingକୂଅରେ ଗଳି ପଡ଼ିଥିବା ମହିଳାଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ କର୍ମଚାରୀ

ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ୪୨ତମ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳ : ଆଜି ୪୨ତମ ପ୍ରତିଷ୍ଠା ଦିବସ ପାଳୁଛି ଭାରତୀୟ ଜନତା ପାର୍ଟି। ବିଜେପିର ସମସ୍ତ ଜିଲ୍ଲା ଅଫିସରେ ପ୍ରତିଷ୍ଠା ଦିବସ ବେଶ ଧୁମ୍ ଧାମରେ ପାଳିତ ହୋଇଛି। ଏ ଅବସରରେ ଅନୁଗୁଳ ରଣିଗୋଡ଼ା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମଧ୍ୟ…

Continue Readingଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ୪୨ତମ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳକୁ ଆସିଲା ୩ ଜରୁରୀକାଳୀନ ସେବା ଗାଡ଼ି

ଅନୁଗୁଳ: ଜିଲ୍ଲାରେ ଘଟୁଥିବା ଦୁର୍ଘଟଣା, ଗଣ୍ଡଗୋଳ ଅବା ଅଗ୍ନିକାଣ୍ଡ ଭଳି ଆପାତକାଳୀନ ସମୟରେ ଜରୁରୀ ସେବା ଯୋଗାଇବାକୁ ପାଇଁ ଅନୁଗୁଳ ପୁଲିସ୍‌କୁ ମିଳିଛି ୩ଟି ଜରୁରୀକାଳୀନ ସେବା ଗାଡ଼ି । ନିକଟରେ ଏହାକୁ ପୁଲିସ୍ ଡିଜି ଲୋକାର୍ପିତ କରିଥିବା ବେଳେ ସୋମବାର…

Continue Readingଅନୁଗୁଳକୁ ଆସିଲା ୩ ଜରୁରୀକାଳୀନ ସେବା ଗାଡ଼ି

ଅଟୋରିକ୍ସା ବ୍ୟାଟେରୀ ଫାଟିଲା

ଅନୁଗୁଳ: ଅନୁଗୁଳ ସହର ଆଶ୍ରମ ଛଜ ନିକଟରେ ଥିବା ପେଟ୍ରୋଲ୍ ପମ୍ପ୍‌ ମଙ୍ଗଳବାର ଏକ ବଡ଼ ଅଘଟଣରୁ ବର୍ତି ଯାଇଛି। ପେଟ୍ରୋଲ୍ ପମ୍ପ୍‌ରେ ଛିଡ଼ା ହୋଇଥିବା ଏକ ଅଟୋରିକ୍ସାର ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା। ମାତ୍ର ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନା…

Continue Readingଅଟୋରିକ୍ସା ବ୍ୟାଟେରୀ ଫାଟିଲା

ମହୋତ୍ସବ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଜାରି

ଅନୁଗୁଳ: ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଥିବା ଅନୁଗୁଳ ମହୋତ୍ସବ ପାଇଁ ବେଶ୍ ଭିଡର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ନାଲକୋ ପଟୁ ଆସୁଥିବା ଯାତ୍ରୀ ମାନେ…

Continue Readingମହୋତ୍ସବ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଜାରି