ସହରାଞ୍ଚଳରୁ ହଟିଲା ନାଇଟ୍‌ କର୍ଫ୍ୟୁ

ଅନୁଗୁଳ: ରାଜ୍ୟରେ ଗତ କଛି ଦିନ ହେବ କରୋନା ସଂକ୍ରମଣ ଗ୍ରଫ୍ ଖସିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଶୁକ୍ରବାର ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ନାଇଟ କର୍ଫ୍ୟୁ…

Continue Readingସହରାଞ୍ଚଳରୁ ହଟିଲା ନାଇଟ୍‌ କର୍ଫ୍ୟୁ

ଷ୍ଟାଇଲ ବଜାରର ଦ୍ଵିତୀୟ ସୋରୁମ୍ ଉଦ୍‌ଘାଟିତ

ଅନୁଗୁଳ: ଅନୁଗୁଳ ସହର ଶଙ୍କର ସିନେମା ରୋଡର ଜିଏସ୍ ସେଣ୍ଟର୍(ମଲ୍) ଠାରେ ଷ୍ଟାଇଲ ବଜାରର ଦ୍ଵିତୀୟ ସୋରୁମ୍ ଉଦ୍‌ଘାଟିତ ହୋଇଯାଇଛି। ସୋରୁମ୍‌ର ମ୍ୟାନେଜିଂ ପାର୍ଟନର ଦୀନେଶ ଅଗରୱାଲ ଓ ଭଗବାନ ପ୍ରସାଦ ଉଦ୍‌ଘାଟନ କରିଥିଲେ। ଦେଶର ୧୦୧ ତମ ଏହି ସୋରୁମ୍…

Continue Readingଷ୍ଟାଇଲ ବଜାରର ଦ୍ଵିତୀୟ ସୋରୁମ୍ ଉଦ୍‌ଘାଟିତ

ସଡକ ଦୁର୍ଘଟଣାରେ ଡେପୁଟି ରେଞ୍ଜର ମୃତ

ଅନୁଗୁଳ:ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଇଲାକାରେ ଗୁରୁବାର ରାତିରେ ଦୁର୍ଘଟଣା ଘଟି ଜଣେ ବନ ବିଭାଗର କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକମାନେ ରାସ୍ତା ରୋକ କରିଥିବା ବେଳେ ପୁରୁଣା କଟକ-ସମ୍ବଲପୁର ରାସ୍ତା ଅବରୋଧ କରିଛନ୍ତି।ସୂଚନା…

Continue Readingସଡକ ଦୁର୍ଘଟଣାରେ ଡେପୁଟି ରେଞ୍ଜର ମୃତ

ଦୋକାନୀଙ୍କୁ ନିସ୍ତୁକ ମାଡ଼

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁର ଫାଣ୍ଡି ଅନ୍ତର୍ଗତ ସେରେଣାବେଡ଼ା ଗାଁର ଖନ୍ଦାନାଳି ଠାରେ ଜଣେ ଦୋକାନୀଙ୍କୁ ବୁଧବାର ରାତିରେ ୪ ଜଣ ନିସ୍ତୁକ ମାଡ଼ ମାରିଛନ୍ତି। ସୂଚନା ମୁତାବକ, ସେରେଣାବେଡ଼ା ଗାଁର ଦୋଳ ଗୋବିନ୍ଦ ସାହୁ, ଗୋପିନାଥ ସାହୁ, କହ୍ନେଇ ସାହୁ…

Continue Readingଦୋକାନୀଙ୍କୁ ନିସ୍ତୁକ ମାଡ଼

କ୍ରିକେଟ ଖେଳରେ କ୍ୟାଚ ଧରିବାକୁ ଯାଇ ଖେଳାଳି ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଖେଳପଡିଆରେ ଗୁରୁବାର ଅପରାହ୍ନରେ କ୍ରିକେଟ ଖେଳ ଚାଲିଥିବା ବେଳେ କ୍ୟାଚ ଧରିବାକୁ‌ ଯାଇ ଜଣେ ଖେଳାଳି ଗୁରୁତର ଆହତ ହୋଇଛି। ସୂଚନା ମୁତାବକ, ଡ୍ରିମ୍ କ୍ଳବ୍ ଆନୁକୁଲ୍ୟରେ ଚାଲୁଥିବା ୧୫ ଓଭର…

Continue Readingକ୍ରିକେଟ ଖେଳରେ କ୍ୟାଚ ଧରିବାକୁ ଯାଇ ଖେଳାଳି ଗୁରୁତର

କୋଇଲା ବୋଝଇ ଟ୍ରେନରେ ନିଆଁ

ଅନୁଗୁଳ: ଅନୁଗୁଳ ଷ୍ଟେସନରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ଗୁରୁବାର ଅପରାହ୍ନ ପ୍ରାୟ ସାଢେ଼ ଗୋଟାଏ ବେଳେ ହଠାତ୍ ନିଆଁ ଲାଗିଯାଇଥିଲା ।ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

Continue Readingକୋଇଲା ବୋଝଇ ଟ୍ରେନରେ ନିଆଁ

ହୋଣ୍ଡା ଆକ୍ଟିଭା୧୨୫ ପ୍ରିମିୟମ ଏଡିସନ୍‌ର ବଜାର ପ୍ରବେଶ

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ବାଇକ୍ ଓ ସ୍କୁଟର ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ପରିସରରେ ହୋଣ୍ଡା ଆକ୍ଟିଭା ୧୨୫ ପ୍ରିମିୟମ ଏଡିସନର ବଜାର ପ୍ରବେଶ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ରମେଶ ଚନ୍ଦ୍ର ଅଗ୍ରୱାଲ ଏହି ସମାରୋହର ଶୁଭାରମ୍ଭ କରିଥିଲେ। ଏହି ସ୍କୁଟର ଦୁଇଟି…

Continue Readingହୋଣ୍ଡା ଆକ୍ଟିଭା୧୨୫ ପ୍ରିମିୟମ ଏଡିସନ୍‌ର ବଜାର ପ୍ରବେଶ

ଏଚ୍‌ଆଇଭି ପୀଡ଼ିତଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ହେବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା କକ୍ଷରେ ଏଚ୍‌ଆଇଭି ପୀଡ଼ିତଙ୍କ ପାଇଁ ସରକାରୀ ସାମାଜିକ ସୁରକ୍ଷା ଯୋଜନାରେ କିଭଳି ସହାୟତା ଦିଆଯାଇପାରିବ ସେଥିନେଇ ଏକ ବୈଠକ ମଙ୍ଗଳବାର ଆୟୋଜିତ ହୋଇଥିଲା। ଅନୁଗୁଳ ସିଡିଏମ୍ଓ ଡା ତ୍ରିଲୋଚନ ପ୍ରଧାନ ଏହି ବୈଠକକୁ…

Continue Readingଏଚ୍‌ଆଇଭି ପୀଡ଼ିତଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ହେବ

ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅନୁଗୁଳ ଓ ବଅଁରପାଳ ୨ଟି ବ୍ଳକ ପାଇଁ ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଅନୁଗୋଳ ଷ୍ଟାଡିୟମରେ ହୋଇଥିଲା । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

Continue Readingନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ହୃଦ୍‌ଘାତରେ ପ୍ରିଜାଇଡିଂ ଅଫିସରଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ନାୟକଙ୍କ ମଙ୍ଗଳବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ବନରପାଳ ବ୍ଲକରେ…

Continue Readingହୃଦ୍‌ଘାତରେ ପ୍ରିଜାଇଡିଂ ଅଫିସରଙ୍କ ପରଲୋକ