ଉଠା ଦୋକାନୀଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ମୋଦି ସରକାର

ତାଳଚେର : କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ତାଳଚେର ହାଟତୋଟା ଠାରେ ଆୟୋଜିତ ୪ ଦିନିଆ ଷ୍ଟ୍ରିଟ ଭେଣ୍ଡର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି। ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ…

Continue Readingଉଠା ଦୋକାନୀଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ମୋଦି ସରକାର

ଆଇନସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ, ୩୯ ଟି ମାମଲାର ହେଲା ଫଇସଲା

ଅନୁଗୁଳ: ଆଜି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୩୯ ଟି ପ୍ରାକ ମକଦ୍ଦମାଜନିତ ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୩୪ ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ସମାଧାନ କରାଯାଇ…

Continue Readingଆଇନସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ, ୩୯ ଟି ମାମଲାର ହେଲା ଫଇସଲା

ଅବ୍ୟବସ୍ଥା ଘେରରେ ଅନୁଗୁଳ ବଡ଼ ମେଡିକାଲର ହେଲ୍ପ ଡେସ୍କ, ରୋଗୀଙ୍କୁ ସାହାଯ୍ୟ କରିବ କଣ ସବୁ ବେଳେ ବନ୍ଦ

ଅନୁଗୁଳ : ବହୁ ଅବ୍ୟବସ୍ଥା ଘେରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ହସ୍ପିଟାଲର ହେଲ୍ପ ଡେସ୍କ କାଉଣ୍ଟର ଅନେକ ଦିନ ହେଲାଣି ବନ୍ଦ ପଡିଛି। ଏହି ଡେସ୍କ ବିଭିନ୍ନ ୱାର୍ଡ, ରକ୍ତପରୀକ୍ଷା କେନ୍ଦ୍ର, ଆଖି, ଟିବି, ଅନ୍ୟ ଡାକ୍ତରୀ ସେବା ବିଷୟରେ…

Continue Readingଅବ୍ୟବସ୍ଥା ଘେରରେ ଅନୁଗୁଳ ବଡ଼ ମେଡିକାଲର ହେଲ୍ପ ଡେସ୍କ, ରୋଗୀଙ୍କୁ ସାହାଯ୍ୟ କରିବ କଣ ସବୁ ବେଳେ ବନ୍ଦ

ସକାଳ ୮ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ କଲ୍‌ କରି ଗ୍ରାହକଙ୍କୁ ହଇରାଣ କରିପାରିବନି ବ୍ୟାଙ୍କ, କଡ଼ା ନିୟମ ଆଣିଲା ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର: ଗ୍ରାହକଙ୍କଠାରୁ ଋଣ ଅର୍ଥ ଅସୁଲ ନିୟମକୁ କଡ଼ାକଡ଼ି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଟଙ୍କା ଆଦାୟ କରୁଥିବା ବେଳେ ବଳ ପ୍ରୟୋଗ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ଆର୍‌ବିଆଇ ଏ ସମ୍ପର୍କିତ ନିୟମକୁ ପରିବର୍ତ୍ତନ କରି ଆହୁରି ଶକ୍ତ…

Continue Readingସକାଳ ୮ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ କଲ୍‌ କରି ଗ୍ରାହକଙ୍କୁ ହଇରାଣ କରିପାରିବନି ବ୍ୟାଙ୍କ, କଡ଼ା ନିୟମ ଆଣିଲା ରିଜର୍ଭ ବ୍ୟାଙ୍କ

ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଶୁକ୍ରବାର ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବଅଁରପାଳ ବ୍ଲକ୍ ୨୭ ନମ୍ବର ଜୋନ୍ ( ବଅଁରପାଳ ମଣ୍ଡଳ) ଓ ୨୮ ନମ୍ବର ଜୋନ୍ (ମହୀଧରପୁର ମଣ୍ଡଳ) ରେ ଆଜାଦୀ…

Continue Readingସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ

ବଦଳିଲେ ଅନୁଗୁଳ ବିଡିଓ, ଅରବିନ୍ଦ ବେହେରା ହେଲେ ନୂଆ ଅଧିକାରୀ

ଅନୁଗୁଳ: ବଦଳିଲେ ଅନୁଗୁଳ ବିଡିଓ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁଗୁଳ ବିଡିଓ ଭାବେ ଅରବିନ୍ଦ ବେହେରା ନିଯୁକ୍ତ ହୋଇଛନ୍ତି। ଏବେ ସେ ଧର୍ମଶାଳା ବ୍ଲକ୍‌ର ବିଡିଓ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ଅନୁଗୁଳରେ…

Continue Readingବଦଳିଲେ ଅନୁଗୁଳ ବିଡିଓ, ଅରବିନ୍ଦ ବେହେରା ହେଲେ ନୂଆ ଅଧିକାରୀ

ଆଜାଦି କା ଅମୃତ ମହୋତ୍ସବରେ ମହିଳା ସ୍ୱାଧୀନତା ସଂଗ୍ରାମୀ ମାଳତି ଚୌଧୁରୀଙ୍କୁ ବିଜେପିର ଶ୍ରଦ୍ଧାଞ୍ଜଳି

ଅନୁଗୁଳ : ଅନୁଗୁଳ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏ ଅବସରରେ ଆଜି ଅନୁଗୁଳ ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ଏକ…

Continue Readingଆଜାଦି କା ଅମୃତ ମହୋତ୍ସବରେ ମହିଳା ସ୍ୱାଧୀନତା ସଂଗ୍ରାମୀ ମାଳତି ଚୌଧୁରୀଙ୍କୁ ବିଜେପିର ଶ୍ରଦ୍ଧାଞ୍ଜଳି

ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲକରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଶୁକ୍ରବାର ଗିରଫ କରିଛି ପୋଲିସ। ସୂଚନା ଯେ, ୨ ବର୍ଷ ତଳେ ବୁଢ଼ାପଙ୍କ ଗାଁର ରାକେଶ ନାଥ(୨୧) ଜଣେ ନାବାଳିକାଙ୍କ ସହ…

Continue Readingନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲକରି ଯୁବକ ଗିରଫ

ସ୍ଥାୟୀ ନିଯୁକ୍ତି ଦାବିରେ ରକ୍ତଭଣ୍ଡାର କର୍ମଚାରୀଙ୍କ ଆନ୍ଦୋଳନ

ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ଅନୁଗୁଳ ରକ୍ତଭଣ୍ଡାର କର୍ମଚାରୀମାନେ ଶୁକ୍ରବାର କଳା ବ୍ୟାଜ୍ ପିନ୍ଧି ଆନ୍ଦୋଳନ କରିଛନ୍ତି। ଅଗଷ୍ଟ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପିନ୍ଧିବେ। ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ…

Continue Readingସ୍ଥାୟୀ ନିଯୁକ୍ତି ଦାବିରେ ରକ୍ତଭଣ୍ଡାର କର୍ମଚାରୀଙ୍କ ଆନ୍ଦୋଳନ

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସାଇକେଲ ରାଲି

ଅନୁଗୁଳ: ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଶୁକ୍ରବାର ଏକ ସାଇକେଲ ରାଲି ଆୟୋଜିତ ହୋଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଲଷ୍ମୀପ୍ରିୟା ସାହୁଙ୍କ ତତ୍ୱବାଧାନରେ ସ୍କାଉଟ…

Continue Readingଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସାଇକେଲ ରାଲି