ବର୍ଷା ଯୋଗୁ ବଅଁରପାଳ ୫୫ନମ୍ବର ଜାତୀୟ ରାଜପଥରେ ଆଣ୍ଠୁଏ ପାଣି, ଯାତାୟାତ ସାଂଘାତିକ ଭାବେ ବାଧାପ୍ରାପ୍ତ

ଅନୁଗୁଳ: ରାଜ୍ୟରେ ଚାଲିଥିବା ଲଗାଣ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମଗ୍ନ ହେବା ସହ ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଗାୟତ୍ରୀ ଠିକାସଂସ୍ଥା ରାସ୍ତାର ନିର୍ମାଣ କାର୍ଯ୍ୟକୁ ଅଧା ପନ୍ତରିଆ ଛାଡି ଯାଇଥିବା…

Continue Readingବର୍ଷା ଯୋଗୁ ବଅଁରପାଳ ୫୫ନମ୍ବର ଜାତୀୟ ରାଜପଥରେ ଆଣ୍ଠୁଏ ପାଣି, ଯାତାୟାତ ସାଂଘାତିକ ଭାବେ ବାଧାପ୍ରାପ୍ତ

ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ: ୩-୧ ଗୋଲରେ ଅଠମଲ୍ଲିକ ବିଜୟୀ

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟଵଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନର ମ୍ୟାଚ୍ ଆଜି ଆଠମଲ୍ଲିକ ଫୁଟଵଲ କ୍ଲବ୍ ଏବଂ ଚାନ୍ଦ ଫୁଟବଲ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଆଠମଲ୍ଲିକ ଫୁଟଵଲ କ୍ଲବ୍ ପେନାଲ୍ଟି କିକ୍ ଦେଇ ୩-୧…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ: ୩-୧ ଗୋଲରେ ଅଠମଲ୍ଲିକ ବିଜୟୀ

ଉତ୍କଳ କରାଟେ ସଂଗଠନ ପକ୍ଷରୁ ବେଲ୍ଟ ପରୀକ୍ଷଣ ଶିବିର

ଅନୁଗୁଳ: ସ୍ଥାନୀୟ ପିଟିସି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଉତ୍କଳ କରାଟେ ସଂଗଠନ ପକ୍ଷରୁ ଏକ ବେଲ୍ଟ ପରୀକ୍ଷଣ ଶିବିର ଆୟୋଜିତ ହୋଇଥିଲା। ସଂଗଠନର ସଭାପତି ସୁରଞ୍ଜନ ରାଜକୁମାର,ସମ୍ପାଦକ ବବିନ ଚନ୍ଦ୍ର ଗଡନାୟକ,ଉପସଭାପତି ବିଶ୍ୱରଞ୍ଜନ ପଟ୍ଟନାୟକ,କୋଷାଧ୍ୟକ୍ଷ ସୌମ୍ୟରଂଜନ ବେଉରା,ସଂଯୋଜକ ମନୋଜ ଦାସ,ଏମଆରଏମ…

Continue Readingଉତ୍କଳ କରାଟେ ସଂଗଠନ ପକ୍ଷରୁ ବେଲ୍ଟ ପରୀକ୍ଷଣ ଶିବିର

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ପ୍ରବଳ ବର୍ଷା ଜାରି ରହିଛି। ଘନୀଭୂତ ହୋଇଛି ଓ୍ବେଲମାର୍କ ଲୋ- ପ୍ରେସର। ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅବପାତ ଏବେ ଛତିଶଗଡ ମୁହାଁ ହୋଇଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୪…

Continue Readingରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

୩୬ଘଣ୍ଟା ପରେ ଡେରଜାଙ୍ଗ ଡ୍ୟାମ୍‌ରେ ଭାସମାନ ଅବସ୍ଥାରେ ମିଳିଲା ବୁଡ଼ିଥିବା ଯୁବକଙ୍କ ମୃତଦେହ, ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ

ଅନୁଗୁଳ: ୩୬ ଘଣ୍ଟା ପରେ ମିଳିଲା ସ୍ଥାନୀୟ ଡେରଜାଙ୍ଗ ଜଳ ଭଣ୍ଡାରରେ ବୁଡ଼ି ଯାଇଥିବା ଯୁବକଙ୍କ ମୃତ ଦେହ। ଦୀର୍ଘ ସମୟ ଧରି ଓଡ୍ରାଫ ଓ ଅଗ୍ନିଶମ ବିଭାଗ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ବିଫଳ ହୋଇଥିବା ବେଳେ ଆଜି ତାଙ୍କ…

Continue Reading୩୬ଘଣ୍ଟା ପରେ ଡେରଜାଙ୍ଗ ଡ୍ୟାମ୍‌ରେ ଭାସମାନ ଅବସ୍ଥାରେ ମିଳିଲା ବୁଡ଼ିଥିବା ଯୁବକଙ୍କ ମୃତଦେହ, ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ

କାଉଡ଼ିଆ ପାସେଞ୍ଜରଙ୍କୁ ନେବାକୁ ଟଣାଓଟରା: ବସ ମାଲିକ ମୁଥରେ ଫାଟିଲା କଣ୍ଡକ୍ଟରର ନାକ

ଅନୁଗୁଳ : ବସ ଟାଇମିଂକୁ ନେଇ ଅନୁଗୁଳର ଦୁଇଟି ବସ କର୍ମଚାରୀ ଭୁବନେଶ୍ୱର ବରମୁଣ୍ଡାରେ ମୁହାଁମୁହିଁ ହୋଇଛନ୍ତି। ଏହି ଝଗଡ଼ାରେ ଗୋଟିଏ ବସର ମାଲିକ ଅନ୍ୟ ବସ କଣ୍ଡକ୍ଟରକୁ ମୁଥ ମାରି ତାଙ୍କ ନାକ ଫଟେଇ ଦେଇଥିବା ଅଭିଯୋଗ ହୋଇଛି। ସୂଚନା…

Continue Readingକାଉଡ଼ିଆ ପାସେଞ୍ଜରଙ୍କୁ ନେବାକୁ ଟଣାଓଟରା: ବସ ମାଲିକ ମୁଥରେ ଫାଟିଲା କଣ୍ଡକ୍ଟରର ନାକ

ଛେଣ୍ଡିପଦାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ଅନୁଗୁଳ: ଛେଣ୍ଡିପଦା ପଞ୍ଚାୟତ ସମିତିକାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଓ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ମୋଟ ୧୩୨ଟି ଅଭିଯୋଗର ଶୁଣାଣି…

Continue Readingଛେଣ୍ଡିପଦାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ମୋବାଇଲ ଫୋନ୍ ଓ ଟଙ୍କା ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହେମୁସୁରପଡ଼ାରେ ମୋବାଇଲ ଫୋନ୍ ଓ ଟଙ୍କା ଚୋରି ଅଭିଯୋଗରେ ପୁଲିସ ୨ ଜଣଙ୍କୁ ସୋମବାର ଗିରଫକରି କୋର୍ଟ ଚାଲାଣ କରିଛି। ସଳଚନା ମୁତାବକ, ପଶ୍ଚିମବଙ୍ଗ ମାଲଦା ଜିଲା କାଲିଆଚୌକ ଥାନା ଅଞ୍ଚଳର ସଦାମ ଶେଖ…

Continue Readingମୋବାଇଲ ଫୋନ୍ ଓ ଟଙ୍କା ଚୋରି ଅଭିଯୋଗରେ ୨ ଗିରଫ

୨୪ ଘଣ୍ଟା ପରେ ବି ମିଳିଲାନି ଡେରଜାଙ୍ଗ ଡ୍ୟାମ୍‌ରେ ବୁଡ଼ିଥିବା ଯୁବକଙ୍କ ପତ୍ତା, କାଲି ପୁଣି ଖୋଜିବ ଅଗ୍ନିଶମ ବିଭାଗ

ଅନୁଗୁଳ: ରବିବାର ବନ୍ଧୁତ୍ୱ ଦିବସରେ ଡେରଜାଙ୍ଗ ଡ୍ୟାମରେ ବୁଡିଯାଇଥିବା ଯୁବକଙ୍କର ଏବେ ଯାଏଁ କୌଣସି ପତ୍ତା ମିଳିନି। ଗତ କାଲିଠୁ ତାଙ୍କୁ ଉଦ୍ଧାର କରିବାକୁ କାମରେ ଲାଗିଥିବା ଅଗ୍ନିଶମ ବିଭାଗ ଆଜି ବି ନିରାଶ ହୋଇଛି। ଦୀର୍ଘ ୨୪ ଘଣ୍ଟା ପରେ…

Continue Reading୨୪ ଘଣ୍ଟା ପରେ ବି ମିଳିଲାନି ଡେରଜାଙ୍ଗ ଡ୍ୟାମ୍‌ରେ ବୁଡ଼ିଥିବା ଯୁବକଙ୍କ ପତ୍ତା, କାଲି ପୁଣି ଖୋଜିବ ଅଗ୍ନିଶମ ବିଭାଗ

ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନର ମ୍ୟାଚ୍ ନାଲକୋ ଜୁନିଅର ଏବଂ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଝାରସୁଗୁଡା ଦମଦାର ଖେଳ ପ୍ରଦର୍ଶନ କରି ୩-୧ ଗୋଲରେ ନାଲକୋ ଜୁନିଅରକୁ ହରାଇଥିଲା। ଦିଲୀପ…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ