ଲିଟିଲ ହାର୍ଟସରେ ବନ୍ଧୁତା ଦିବସ
ଅନୁଗୁଳ: ଲିଟିଲ ହାର୍ଟସ ଟଡଲର୍ସ ଏକାଡେମୀ ସିମିଳିପଡା ଠାରେ ବନ୍ଧୁତା ଦିବସ ପାଳିତ ହୋଇଯାଇଛି। ସ୍କୁଲର ପ୍ରିନ୍ସିପାଲ କଳିଙ୍ଗ ରୁଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଭାଇସ ପ୍ରିନ୍ସିପାଲ ଅଜୟ କୁମାର ବେହେରା ଓ ଅନ୍ୟ ସହକାରୀ ଶିକ୍ଷୟିତ୍ରୀ ମାନେ…
ଅନୁଗୁଳ: ଲିଟିଲ ହାର୍ଟସ ଟଡଲର୍ସ ଏକାଡେମୀ ସିମିଳିପଡା ଠାରେ ବନ୍ଧୁତା ଦିବସ ପାଳିତ ହୋଇଯାଇଛି। ସ୍କୁଲର ପ୍ରିନ୍ସିପାଲ କଳିଙ୍ଗ ରୁଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଭାଇସ ପ୍ରିନ୍ସିପାଲ ଅଜୟ କୁମାର ବେହେରା ଓ ଅନ୍ୟ ସହକାରୀ ଶିକ୍ଷୟିତ୍ରୀ ମାନେ…
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ବିଦ୍ୟାଳୟଗୁଡ଼ିକର ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ କରାଯିବ। ଏହାପରେ ପରୀକ୍ଷାର୍ଥୀ www.orissaresults.nic.in ୱେବସାଇଟ୍ରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସ୍ପିଏଲ)ର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ଉଦ୍ୟୋଗପତି ଓମ ପ୍ରକାଶ ଜିନ୍ଦଲ(ବାଉଜି)ଙ୍କ ୯୨ ତମ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ଅନେକ ସାମାଜିକ ଜନମଙ୍ଗଳ କାର୍ଯ୍ୟକ୍ରମ ଆୟୋଜିତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହକରି ମରଣାତ୍ମକ ଆକ୍ରମଣ ଘଟଣାରେ ସ୍ବାମୀଙ୍କୁ ଗିରଫ କରିଛି ପୁଲିସ। ସୂଚନା ମୁତାବକ, ବନ୍ତଳା ଥନା ଅନ୍ତର୍ଗତ ଅଦିଆଘାଇ ଗାଁର ନିଲମ ଗୋଚ୍ଛାୟତ(୩୦) ୧୫ ବର୍ଷ ତଳେ…
ଅନୁଗୁଳ: ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ଉଦୟପୁର ନବସଂକଳ୍ପ ଶିବିର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୯ ତାରିଖରୁ ଦେଶର ସବୁ ଜିଲ୍ଲାରେ କଂଗ୍ରେସ ତରଫରୁ ୭୫ କିମି ପଦଯାତ୍ରା ଅନୁଷ୍ଠିତ ହେବ। ଅନୁଗୁଳ ଜିଲ୍ଲାରେ ଏହାକୁ ସୁଚାରୁ ରୂପେ ପାଳନ…
ଅନୁଗୁଳ : ଅଖିଳ ଭାରତୀୟ ଗାୟତ୍ରୀ ପରିବାର ଆନୁକୂଲ୍ୟରେ ଦିନିକିଆ ଯୁବ ଚେତନା ଶିବିର ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏ ଅବସରରେ ଯୁବକ ମାନେ ଚାହିଁଲେ ସମାଜରେ ବୈପ୍ଳବିକ କ୍ରାନ୍ତି ଆଣିପାରିବେ ବୋଲି ମତ ପ୍ରକାଶ ପାଇଛି।…
ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନରେ ଅନୁଗୁଳ ଷ୍ଯାଡ଼ିୟମଠାରେ ଉଦଘାଟିତ ହୋଇଯାଇଛି। ଜେଏସପିଏଲ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଡ଼େରଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ଭିତରେ ଜଣେ ଯୁବ ଇଞ୍ଜିନିୟର ପାଣି ବୁଡ଼ି ନିଖୋଜ ଅଛନ୍ତି। ସୂଚନା ମୁତାବକ, ନାଲକୋର ୩/୪ ଜଣ ଯୁବକ ରବିବାର ବର୍ଷାରେ ଡ଼େରଜାଙ୍ଗ ଜଳ ସେଚନ ପ୍ରକଳ୍ପକୁ…
ଅନୁଗୁଳ: ଅନୁଗୁଳ ପୌର ପରିଷଦର କାଉନସିଲରଙ୍କୁ ଆକ୍ରମଣ ଘଟଣାରେ ପୁଲିସ କାଉଁସିଲରଙ୍କ ବଡ଼ ଭାଇଙ୍କସହ ୩ ଜଣ ଭଡ଼ାଟିଆ ଗୁଣ୍ଡାଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୧୦ଟା ବେଳେ କାଉନସିଲର ରଞ୍ଜିତ ମାଣ୍ଡୋଠିଆ ବଜାରରେ ଥିବା ତାଙ୍କ…
ଭୁବନେଶ୍ବର: ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ…