୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ସୂଚନା ମୁତାବକ, ଗତ ୩୧ ତାରିଖରେ ସୌନା ସୋରେନ୍(୨୦) ନାମକ ଜଣେ ଯୁବକ ବାହାରେ ବୁଲୁଥିବା ୯ ବର୍ଷର ନାବାଳିକାଙ୍କୁ ବିସ୍କୁଟ ଦେବାକୁ…

Continue Reading୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଅନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ପାଇଲା ସାତକୋଶିଆ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡ ଅନ୍ତର୍ଜାତୀୟ ସ୍ତରରେ ଏକ ପ୍ରାକୃତିକ ଆର୍ଦ୍ରଭୂମି ବା ରାମସର୍ ସାଇଟରେ ମାନ୍ୟତା ପାଇଛି। ଅଗଷ୍ଟ ୩ ତାରିଖରେ ବିଧିବଧ ଭାବେ କେନ୍ଦ୍ର ପରିବେଶ, ଜଂଗଲ ଓ ଜଳବାୟୁ ମନ୍ତ୍ରାଳୟ ଏହା ଘୋଷଣା କରିବା…

Continue Readingଅନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ପାଇଲା ସାତକୋଶିଆ

ବିଦେଶୀ ମଦ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ପୁଲିସ ବୁଧବାର ରାତିରେ ଚଢ଼ାଉକରି ୨୪ ଲିଟର ବିଦେଶୀମଦ ଜବତ କରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ବାଲିପଟା କୁସୁମସାହିର ପ୍ରମୋଦ କୁମାର ବେହେରା(୩୪)ଙ୍କ…

Continue Readingବିଦେଶୀ ମଦ ଜବତ, ଜଣେ ଗିରଫ

ସହକାରୀ ବ୍ୟାଙ୍କ ପରିଚାଳକଙ୍କୁ ଭୁଜାଲିରେ ଆକ୍ରମଣ

ଅନୁଗୁଳ: ଅନୁଗୁଳ ପ୍ରଗତି ନଗରରେ ରହୁଥିବା ଜଣେ ସହକାରୀ ବ୍ୟାଙ୍କ ପରିଚାଳକଙ୍କୁ ଗୁରୁବାର ରାତି ୯ଟା ସମୟରେ ଜଣେ ଦୁର୍ବୁତ୍ତ ଭୁଜାଲିରେ ହାଣି କ୍ଷତାକ୍ତ କରିଛି। ସଦର ଥାନା ଆଇଆଇସି ସତ୍ୟବ୍ରତ ରାଉତଙ୍କ ସୂଚନା ମୁତାବକ, ଇଣ୍ଡସଇଣ୍ଡ ବ୍ୟାଙ୍କ ସହକାରୀ ପରିଚାଳକ…

Continue Readingସହକାରୀ ବ୍ୟାଙ୍କ ପରିଚାଳକଙ୍କୁ ଭୁଜାଲିରେ ଆକ୍ରମଣ

ତାଳଚେର ସରକାରୀ ମେଡିକାଲ୍ କଲେଜକୁ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ତାଳଚେର: ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ମିମ୍‌ସାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଦେଢ଼ ମାସ ଭିତରେ ସରକାରୀ ବିଜ୍ଞପ୍ତି ପ୍ରକାଶ କରିବା ସହ ଗଣମାଧ୍ୟମରେ ପ୍ରକାଶିତ…

Continue Readingତାଳଚେର ସରକାରୀ ମେଡିକାଲ୍ କଲେଜକୁ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଜଡ଼ିବୁଟି ଦିବସରେ ବୃକ୍ଷରୋପଣ

ଅନୁଗୁଳ:ଜାତୀୟ ଜଡ଼ିବୁଟି ଦିବସ ଅବସରରେ ସ୍ଥାନୀୟ ବିଏଡ଼ କଲେଜ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପତଞ୍ଜଳି ଯୋଗ ସମିତି ଓ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ଗୁରୁବାର ସକାଳେ ବିଭିନ୍ନ ଔଷଧୀୟ ଗଛ କଲେଜ ପରିସରରେ ଲଗାଯାଇଥିଲା।ଟ୍ରଷ୍ଟ ର ମୁଖ୍ୟ ଅଭୟ…

Continue Readingଜଡ଼ିବୁଟି ଦିବସରେ ବୃକ୍ଷରୋପଣ

ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ରଙ୍କାସିଂହା ଗାଁ ପୋଖରେ ବୁଡ଼ି ଗୁରୁବାର ସକାଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ସତୀ ବେହେରା ନାମକ ଜଣେ ମହିଳା ସକାଳ ପ୍ରାୟ ୮ଟା ସମୟରେ ଗାଁ ପୋଖରୀକୁ ଗାଧୋଇବାକୁ…

Continue Readingପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ସାପ ସଚେତନତା କର୍ମଶାଳା : ସାପ କାମୁଡ଼ିଲେ ଗୁଣିଆ ନିକଟକୁ ନ ଯାଇ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଲେ ସର୍ପମିତ୍ର

ଅନୁଗୁଳ: ଦୁନିଆ ଯେତେ ଆଗକୁ ଗଲେ ବି ଏବେ ବି ଅନ୍ଧ ବିଶ୍ୱାସ ଲୋକଙ୍କ ପିଛା ଛାଡ଼ୁନି। ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ଲୋକମାନେ ଗୁଣି ଗାରେଡ଼ିକୁ ବିଶ୍ୱାସ କରୁଛନ୍ତି। କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଅନୁଗୁଳରେ ପ୍ରାୟତଃ ଏଭଳି…

Continue Readingସାପ ସଚେତନତା କର୍ମଶାଳା : ସାପ କାମୁଡ଼ିଲେ ଗୁଣିଆ ନିକଟକୁ ନ ଯାଇ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଲେ ସର୍ପମିତ୍ର

ବାରମ୍ବାର ବିଦ୍ୟୁତ କାଟ ସହ ବଳପୂର୍ବକ ବିଲ୍ ଆଦାୟ କରୁଛନ୍ତି ଟିପିସିଓଡିଏଲ କର୍ମଚାରୀ, ଅଭିଯୋଗ କଲେ ସ୍ଥାନୀୟ ଲୋକ

ତାଳଚେର : ତାଳଚେର ଅଞ୍ଚଳରେ କାର୍ଯ୍ୟରତ ଟିପିସିଓଡିଏଲ କର୍ମଚାରୀ ମନଇଚ୍ଛା ବିଜୁଳି କାଟ କରିବା ସହ ଦାଦାଗିରି କରି ଉପଭୋକ୍ତାଙ୍କ ଠାରୁ ବଳପୂର୍ବକ ବିଦ୍ୟୁତ ବିଲ ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବିଗତ କିଛି ମାସ ଧରି…

Continue Readingବାରମ୍ବାର ବିଦ୍ୟୁତ କାଟ ସହ ବଳପୂର୍ବକ ବିଲ୍ ଆଦାୟ କରୁଛନ୍ତି ଟିପିସିଓଡିଏଲ କର୍ମଚାରୀ, ଅଭିଯୋଗ କଲେ ସ୍ଥାନୀୟ ଲୋକ

କାଉନସିଲରଙ୍କ ଉପରେ ଆକ୍ରମଣକୁ ନିନ୍ଦା

ଅନୁଗୁଳ: ଅନୁଗୁଳ ପୌର ପରିଷଦର କାଉନସିଲରଙ୍କ ଉପରେ ଆକ୍ରମଣକୁ ପୌର ପରିଷଦ ତରଫରୁ ନିନ୍ଦା କରାଯାଇଛି। ସୂଚନା ଯେ, ବୁଧବାର ରାତି ପ୍ରାୟ ୧୦ଟାବେଳେ କାଉନସିଲର ରଣଜିତ ମାଣ୍ଡୋଠିଆ ବଜାରରେ ଥିବା ତାଙ୍କ ଦୋକାନ ବନ୍ଦକରି ଘରକୁ ଫେରିବାବେଳେ ଗାନ୍ଧିମାର୍ଗ ନିଜ…

Continue Readingକାଉନସିଲରଙ୍କ ଉପରେ ଆକ୍ରମଣକୁ ନିନ୍ଦା