୨୪ ଘଣ୍ଟା ପରେ ମିଳିଲା କାଉଡ଼ିଆଙ୍କ ମୃତଦେହ, ଶିବଙ୍କୁ ପାଣି ଲାଗି କରିବାକୁ ଯାଇ କେନାଲରେ ଭାସିଯାଇଥିଲେ

ଅନୁଗୁଳ: ମହାଦେବଙ୍କୁ ପାଣି ଲାଗି କରିବାକୁ ଯାଇ କେନାଲରେ ଭାସି ଯାଇଥିବା ଯୁବକଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି। ଘଟଣାର ୨୪ ଘଣ୍ଟା ପରେ ଆଜି ଶ୍ୟାମସୁନ୍ଦରଙ୍କ ମୃତ ଦେହକୁ ସ୍ଥାନୀୟ ଲୋକେ କେନାଲରୁ ଉଦ୍ଧାର କରିଛନ୍ତି। ଗତକାଲି ତାଳଚେର…

Continue Reading୨୪ ଘଣ୍ଟା ପରେ ମିଳିଲା କାଉଡ଼ିଆଙ୍କ ମୃତଦେହ, ଶିବଙ୍କୁ ପାଣି ଲାଗି କରିବାକୁ ଯାଇ କେନାଲରେ ଭାସିଯାଇଥିଲେ

ଦୀର୍ଘ ବର୍ଷ ଧରି ପିଲାଙ୍କୁ ଜ୍ଞାନ ପ୍ରଦାନ କରିବା ପରେ ଅବସର ନେଲେ ବଅଁରପାଳର ୫ ଶିକ୍ଷକ ଶିକ୍ଷୟିତ୍ରୀ

ଅନୁଗୁଳ: ବଅଁରପାଳ ବ୍ଲକର ବିଭିନ୍ନ ସ୍କୁଲର ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିଛନ୍ତି। ସ୍ଥାନୀୟ ବଡ ପାଟଣା ଉପ୍ରା ବିଦ୍ୟାଳୟ, ଲଙ୍ଗୁଳିଆବେଡା ପ୍ରାଥମିକ ବିଦ୍ୟାଳୟ, କୁମଣ୍ଡ ଉପ୍ରା ବିଦ୍ୟାଳୟ, କୁଶାଶିଙ୍ଗା ଉପ୍ରା ବିଦ୍ୟାଳୟ ଓ କାଣ୍ଡସର ସରକାରୀ ଉପ୍ରା…

Continue Readingଦୀର୍ଘ ବର୍ଷ ଧରି ପିଲାଙ୍କୁ ଜ୍ଞାନ ପ୍ରଦାନ କରିବା ପରେ ଅବସର ନେଲେ ବଅଁରପାଳର ୫ ଶିକ୍ଷକ ଶିକ୍ଷୟିତ୍ରୀ

ସୁନା ଚେନ୍ ଲୁଟେରା ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ପୋଲିସ ସୋମବାର ଜଣେ ସୁନା ଚେନ୍ ଲୁଟେରାଙ୍କୁ ଗିରଫ କରିଛି। ସୂଚନା ଯେ, ଗତ ୬ ତାରିଖ ଭୋର ସମୟରେ ସହରର ଗିତାଗ୍ରାମର ଭାରତୀ ନାଥ(୫୮) ଫୁଲ ତୋଳି ନିକଟରେ ଥିବା କାଳିମନ୍ଦିରକୁ ଯାଉଥିବା ସମୟରେ ଏକ…

Continue Readingସୁନା ଚେନ୍ ଲୁଟେରା ଗିରଫ

ଅନୁଗୁଳ ବ୍ଲକର ୯ଟି ପଞ୍ଚାୟତ ପଶ୍ଚିମ ଓଡିଶା ବିକାଶ ପରିଷଦରେ ସାମିଲ୍ ପାଇଁ ନିବେଦନ

ଅନୁଗୁଳ: ଅନୁଗୁଳ ବ୍ଲକର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ୯ ଗୋଟି ଗ୍ରାମ ପଞ୍ଚାୟତ ଦୁର୍ଗମ ଅଞ୍ଚଳ ଭାବରେ ରହିଛି। ଏହି ଅଞ୍ଚଳରେ ୬୭ଟି ରାଜସ୍ବ ଗାଁ ଥିବାବେଳେ ୩ଟି ଜଙ୍ଗଲ ଗାଁ ରହିଛି। ଜଙ୍ଗଲ ଅଧୁଷିତ ଏହି ଅଞ୍ଚଳର ବିକାଶଧାରା ପାଇଁ…

Continue Readingଅନୁଗୁଳ ବ୍ଲକର ୯ଟି ପଞ୍ଚାୟତ ପଶ୍ଚିମ ଓଡିଶା ବିକାଶ ପରିଷଦରେ ସାମିଲ୍ ପାଇଁ ନିବେଦନ

ମହାଦେବଙ୍କୁ ଜଳ ଲାଗି କରିବା ପୂର୍ବରୁ କେନାଲରେ ଭାସିଗଲେ କାଉଡ଼ିଆ

ତାଳଚେର: ଆଜି ଶ୍ରାବଣ ସୋମବାରରେ ମହାଦେବଙ୍କୁ ପାଣି ଲାଗି କରିବାକୁ ଆସିଥିବା ଜଣେ ଯୁବକ ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି। ନିଖୋଜ ଯୁବକ ହେଲେ ତାଳଚେର ବାଘୁଆବୋଲ ଅଞ୍ଚଳର ଶମ୍ଭୁ ବାରିକଙ୍କ ବଡ଼ ପୁଅ ଶ୍ୟାମ ସୁନ୍ଦର। ସୂଚନା ମୁତାବକ, ଆଜି…

Continue Readingମହାଦେବଙ୍କୁ ଜଳ ଲାଗି କରିବା ପୂର୍ବରୁ କେନାଲରେ ଭାସିଗଲେ କାଉଡ଼ିଆ

ଜେଏସପିଏଲରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସ୍ପିଏଲ) ଫାଉଣ୍ଡେସନ ପକ୍ଷରୁ ସୋମବାର ସମନ୍ଵିତ ଶିଶୁ ବିକାଶ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚଏମ) ଏବଂ ଓଡିଶା ଆଜୀବିକା ମିଶନ (ଓଏଲଏମ) ସହଭାଗିତାରେ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା…

Continue Readingଜେଏସପିଏଲରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ

କ୍ଲବ ଗଣପତ ପକ୍ଷରୁ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ : ଆଜି ସ୍ଥାନୀୟ ଅମଲାପଡାରେ କ୍ଲବ ଗଣପତ ପକ୍ଷରୁ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏ ଅବସରରେ କ୍ଲବର ନୂଆ ସଦସ୍ୟ ଚୟନିତ ହୋଇଥିଲେ। ଚଳିତ ବର୍ଷ ପୂଜା ପାଇଁ ନୂତନ ସଭାପତି ଭାବେ ଚନ୍ଦ୍ରକାନ୍ତ…

Continue Readingକ୍ଲବ ଗଣପତ ପକ୍ଷରୁ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ

ପୁଣି ମାତିଲେଣି ଡିକି ଲୁଟେରା, ଆଜି ଦିନ ଦ୍ବିପ୍ରହରରେ ଡିକି ଭାଙ୍ଗି ନେଇଗଲେ ଲକ୍ଷେ ଟଙ୍କା

ତାଳଚେର: ଜିଲ୍ଲାରେ ପୁଣି ମାତିଲେଣି ଡିକି ଲୁଟେରା। ଆଜି ତାଳଚେର ହାଟତୋଟା ବଜାରର ଜନ ଗହଳିପୂର୍ଣ୍ଣ ସ୍ଥାନରୁ ନିମିଷକ ମଧ୍ୟରେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ରେମୁଆଁ ଅଞ୍ଚଳର ବିଦୂସ କୁମାର ମାଝୀ ଥାନାରେ…

Continue Readingପୁଣି ମାତିଲେଣି ଡିକି ଲୁଟେରା, ଆଜି ଦିନ ଦ୍ବିପ୍ରହରରେ ଡିକି ଭାଙ୍ଗି ନେଇଗଲେ ଲକ୍ଷେ ଟଙ୍କା

ମଦ ମୁକ୍ତି ଯୁବବାହିନୀ ପକ୍ଷରୁ ‘ଯୁବସମ୍ବାଦ’ ଆୟୋଜିତ, ନିଶା ଛାଡ଼ିବା ଉପରେ ଗୁରୁତ୍ବାରୋପ

ଅନୁଗୁଳ: ଅନୁଗୁଳ ଓ ଢେଙ୍କାନାଳର ଶତାଧିକ ଯୁବକଙ୍କୁ ନେଇ ରବିବାର "ଯୁବସମ୍ବାଦ" ଆୟୋଜିତ ହୋଇଛି। ଓଡ଼ିଶାରେ ସରକାର ପ୍ରାୟୋଜିତ ମଦ ଦୋକାନ ଯୋଗୁଁ ସାଧାରଣ ପରିବାର କିପରି ଉଜୁଡ଼ି ଯାଉଛି ଏବଂ ମୁଖ୍ୟସ୍ରୋତ ସାମାଜିକ ଓ ରାଜନୈତିକ ଶକ୍ତି ଗୁଡ଼ିକ କିପରି…

Continue Readingମଦ ମୁକ୍ତି ଯୁବବାହିନୀ ପକ୍ଷରୁ ‘ଯୁବସମ୍ବାଦ’ ଆୟୋଜିତ, ନିଶା ଛାଡ଼ିବା ଉପରେ ଗୁରୁତ୍ବାରୋପ

ବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗାଁରେ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁଅ ଗିରଫ ହୋଇଛି। ସୂଚନା ଯେ, ୨୯ ତାରିଖ ରାତିରେ ଗାଁର ଜମ୍ବେଶ୍ଵର ନାଏକ ତାଙ୍କ ସ୍ତ୍ରୀ ମିନିଙ୍କୁ ଖାଇବାରେ ଡାଲି କାହିଁକି…

Continue Readingବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ