ଆଜି ଆସୁଛନ୍ତି ଅସିତ ତ୍ରିପାଠୀ
ଅନୁଗୁଳ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମାଣ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ପାଇଁ ସୋମବାର ଅନୁଗୁଳ ଗସ୍ତରେ ଆସୁଛନ୍ତି ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ। ଏହି ଅବସରରେ ସେ ଆଠମଲ୍ଲିକ ବ୍ଲକ ମାନଯୋର୍ ଡ୍ୟାମ୍ ପାଖରେ…
ଅନୁଗୁଳ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମାଣ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ପାଇଁ ସୋମବାର ଅନୁଗୁଳ ଗସ୍ତରେ ଆସୁଛନ୍ତି ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ। ଏହି ଅବସରରେ ସେ ଆଠମଲ୍ଲିକ ବ୍ଲକ ମାନଯୋର୍ ଡ୍ୟାମ୍ ପାଖରେ…
ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜରେ ଏକ ମାଈ ହାତୀ ଅସୁସ୍ଥ ହୋଇପଡ଼ିଛି। ପ୍ରାୟ ୪୦ ବର୍ଷ ବୟସ୍କ ଏହି ହାତୀ ପେଟରେ ଏକାଧିକ କଣା ହୋଇଛି। ବନ ବିଭାଗ ଏହି ଅସୁସ୍ଥ ହାତୀକୁ ଠାବ କରିବା ପରେ ଚିକିତ୍ସା ପାଇଁ…
ଅନୁଗୁଳ/ତାଳଚେର: ଶନିବାର ସ୍କଟଲ୍ୟାଣ୍ଡପୁର ପାଖ ଏନ.ଟି.ପି.ସି ରେଳ ଧାରଣାରେ ମୃତ ପ୍ରବୀଣ ଭୋଇଙ୍କ ପରିବାରକୁ ଆଜି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ୧୯ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ପତି, ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନ…
ଅନୁଗୁଳ: ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି। ସୂଚନା ଅନଯାୟୀ, ଖଣ୍ଡହତା ଗାଁର ଜୀବନ ଜ୍ୟୋତି ନାଏକ(୨୨) ଜଣେ ୧୯ ବର୍ଷର ଯୁବତୀଙ୍କସହ…
ଅନୁଗୁଳ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ କେନ୍ଦ୍ର ମନ୍ତ୍ରୀ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ନାୟକ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଉପରେ ଲିଖିତ ପୁସ୍ତକ ‘ପବିତ୍ର ଗ୍ରନ୍ଥାବଳୀ’ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି।…
ତାଳଚେର: ସ୍ଥାନୀୟ ତାଳଚେର ବ୍ଲକ୍ ସ୍କଟଲାଣ୍ଡପୁର ଗାଁ ନିକଟସ୍ଥ ଏନ୍ଟିପିସି ରେଳ ଧାରଣା ଉପରେ ଆଜି ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଆଜି ଅପରାହ୍ନ ୩ଟା ବେଳେ ପ୍ରଥମେ ସ୍କଟଲାଣ୍ଡପୁର ଗାଁ ଲୋକେ…
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କର ଅଗଷ୍ଟ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ସମେତ ବିଭିନ୍ନବିଭାଗର ଅଧିକାରୀମାନେ ଯୋଗ ଦେବେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ…
ଅନୁଗୁଳ: ସ୍ଥାନୀୟ ବସ ଷ୍ଟାଣ୍ଡରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବସ୍ ଓଭରଟେକ କରିବାକୁ ନେଇ ଦୁଇ ବସ ଡ୍ରାଇଭର ହାତାହାତି ହୋଇଛନ୍ତି। ଜଣେ ଅନ୍ୟଜଣଙ୍କୁ କଟୁରୀରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଡ୍ରାଇଭରକୁ…
ଅନୁଗୁଳ: ଆଜି ସକାଳେ ସିମିଳିପଡା ଗାନ୍ଧୀ ସ୍ମାରକୀ ନିକଟରେ ପ୍ରେମିକର କାର୍ରୁ ପ୍ରେମିକାର ବାପା ପ୍ରେମିକାକୁ ଘୋଷାରି ନେଇ ଦି ଥାପଡ଼ କଷିଦେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସମୟ ସକାଳ ପ୍ରାୟ ସାଢ଼େ ଛ' ଟା ଝିଅ ଟିଏ…
ଅନୁଗୁଳ: ଶନିବାର ସକାଳେ ବାଲିମି ଥାନା ପାଟଲା ପଞ୍ଚାୟତ ଅନ୍ତର୍ଗତ ଷୋଳନାଳି ଗାଁର ବଟ କୃଷ୍ଣ ସ୍ୱାଇଁ ନିଜ ବିଲ ଆଡକୁ ଯାଉଥିବାବେଳେ ହଠାତ ଗୋଟିଏ ହାତୀ ପାଖ ବୁଦା ଉହାଡରୁ ବାହାରି ବଟକୃଷ୍ଣ ଙ୍କୁ ଶୁଣ୍ଢରେ ଧରି ଫିଙ୍ଗି ଦେଇଥିଲା।…