ଜେଏସ୍‌ପିଏଲ୍‌ରେ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ଅନୁଗୁଳ: ପୂର୍ବତ୍ତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜେଏସ୍‌ପିଏଲ୍ ଓପି ଜିନ୍ଦଲ ସ୍କୁଲରେ ଏକ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଯାଇଛି। ବରଗଡ ଜିଲ୍ଲାରୁ ପ୍ରକାଶିତ ପାକ୍ଷିକ ପତ୍ରିକା କୋଶଲ ଟାଇମ୍ ପକ୍ଷରୁ ଆୟୋଜିତ…

Continue Readingଜେଏସ୍‌ପିଏଲ୍‌ରେ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ବୋହୂ ଉପରେ ଖରାପ ନଜର ପକାଇବା ସହ ଅସଦାଚରଣ କରୁଥିଲା ଶ୍ୱଶୁର, ଅଭିଯୋଗ ପରେ ବନ୍ଧା ହୋଇ ଗଲା ଜେଲ

ଅନୁଗୁଳ: ରସିକିଆ ଶ୍ୱଶୁରର ଲଜ୍ଜିତ କାଣ୍ଡ। ବୟସର ଅପରାହ୍ନରେ ପୂଜା ପାଠ କରିବା ସମୟରେ ବୃଦ୍ଧ ଶ୍ୱଶୁରଙ୍କ ନଜର ବୋହୂ ଉପରେ। ବୋହୂକୁ ଅସଦାଚରଣ କରି ଆଜି ବନ୍ତଳା ଥାନା ବଡ଼କନ୍ତକୂଳ ଗାଁର ୭୩ ବର୍ଷର ବୃଦ୍ଧ ଗିରଫ ହୋଇଛନ୍ତି। ତେବେ…

Continue Readingବୋହୂ ଉପରେ ଖରାପ ନଜର ପକାଇବା ସହ ଅସଦାଚରଣ କରୁଥିଲା ଶ୍ୱଶୁର, ଅଭିଯୋଗ ପରେ ବନ୍ଧା ହୋଇ ଗଲା ଜେଲ

କ୍ଷୁଧାତୁର ପ୍ରାଣବନ୍ଧୁଙ୍କୁ ସହାୟତାର ହାତ ବଢାଇଲେ ଚିନ୍ମୟୀ

ଅନୁଗୁଳ: ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର କ୍ଷୁଧାତୁର ତଥା ମାନସିକ ବିକୃତ ବ୍ୟକ୍ତି ପ୍ରାଣବନ୍ଧୁ ନାଏକଙ୍କୁ ଆଜି ସହାୟତାର ହାତ ବଢାଇଛନ୍ତି ଜଣାଶୁଣା ସମାଜସେବୀ ଚିନ୍ମୟୀ। ତାଙ୍କ କହିବା ମୁତାବକ, ପ୍ରାଣ ବନ୍ଧୁ ଦୀର୍ଘ ବର୍ଷ ହେବ ନିରାଶ୍ରୟ ଏବଂ…

Continue Readingକ୍ଷୁଧାତୁର ପ୍ରାଣବନ୍ଧୁଙ୍କୁ ସହାୟତାର ହାତ ବଢାଇଲେ ଚିନ୍ମୟୀ

ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ଭେଟିଲେ ଅନୁଗୁଳ- ଢେଙ୍କାନାଳର ବିଜେପି ପ୍ରତିନିଧିମଣ୍ଡଳୀ, ଏନ୍ଏଚ୍-୫୫ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି

ଅନୁଗୁଳ : ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ- ୫୫(ପୁରୁଣା ଏନ୍ଏଚ୍-୪୨) କଟକ-ସମ୍ବଲପୁର-ଅନୁଗୁଳ-ଢେଙ୍କାନାଳ ସେକ୍ସନର ନିର୍ମାଣ କାର୍ଯ୍ୟକୁ ଅବିଳମ୍ବେ ଶେଷ କରିବା ପାଇଁ ବୁଧବାର ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାର ଏକ ବିଜେପି ପ୍ରତିନିଧି ମଣ୍ଡଳୀ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ର…

Continue Readingଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ଭେଟିଲେ ଅନୁଗୁଳ- ଢେଙ୍କାନାଳର ବିଜେପି ପ୍ରତିନିଧିମଣ୍ଡଳୀ, ଏନ୍ଏଚ୍-୫୫ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି

ମୋତେ ମାଗଣା ମଦ ଦିଅ

ଅନୁଗୁଳ: ମୋତେ ମାଗଣାରେ ମଦ ଦିଅ। ମଦ ଦୋକାନରେ ବାରମ୍ବାର ଗଣ୍ଡଗୋଳ କରି ଗିରଫ ହୋଇଥିବା ଯୁବକଙ୍କ କାରନାମା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଯେ, ଅନୁଗୁଳ ବସଷ୍ଟାଣ୍ଡରେ ଥିବା ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରେ ୨୧…

Continue Readingମୋତେ ମାଗଣା ମଦ ଦିଅ

ଦିବାକର ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ସ୍ମରଣିକା ଉନ୍ମୋଚିତ

ଅନୁଗୁଳ: ଆଜି ଅପରାହ୍ନରେ ବରିଷ୍ଠ ଆଇନଜୀବି ଦିବାକର ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ଅନୁଗୁଳ ସ୍ଥିତ ବାସ ଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।ଏହି ସଭାରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ…

Continue Readingଦିବାକର ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ସ୍ମରଣିକା ଉନ୍ମୋଚିତ

ପାଉଁଶଗଦାରେ ପଶିଲା ଗାଈ, ବହୁ ପରିଶ୍ରମ ପରେ ଉଦ୍ଧାର କଲା ଦମକଳ ବାହିନୀ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବୁଢ଼ାପଙ୍କ ହାଇସ୍କୁଲ ପାଖ ପାଉଁଶ ଗଦାରେ ଫସିଥିବା ଗାଈକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ଏହି ଜାଗାରେ ବାରମ୍ବାର ଏମିତି ଘଟୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁ ଲୋକଙ୍କ କହିବାନୁଯାୟୀ, ପୂର୍ବରୁ ଥରେ ମଧ୍ୟ…

Continue Readingପାଉଁଶଗଦାରେ ପଶିଲା ଗାଈ, ବହୁ ପରିଶ୍ରମ ପରେ ଉଦ୍ଧାର କଲା ଦମକଳ ବାହିନୀ

ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପ୍ରଶାସନର ଗୁରୁତ୍ବ

ଅନୁଗୁଳ: ଡେଙ୍ଗୁ ଜ୍ଵର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାସ୍ତରୀୟ ଡେଙ୍ଗୁ ମାସ ପାଳନ କରାଯାଉଛି। ଏହି ଅବସରରେ ମଙ୍ଗଳବାର ଅପରାହ୍ଣରେ ଜିଲ୍ଲା କୋର୍ଟ ରୁମଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Continue Readingଡେଙ୍ଗୁ ନିୟନ୍ତ୍ରଣ ପାଇଁ ପ୍ରଶାସନର ଗୁରୁତ୍ବ

ତାଳଚେର ସାର କାରଖାନାରେ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ

ଅନୁଗୁଳ: ତାଳଚେରସ୍ଥିତ ତାଳଚେର ଫର୍ଟିଲାନଇଜର ଲିମିଟେଡ୍(ଟିଏଫଏଲ୍) ପ୍ଲାଣ୍ଟକୁ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ବୁଲି ଦେଖିବା ସହ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଆସନ୍ତା ୨୦୨୪ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ଏହି ପ୍ରକଳ୍ପର ନିର୍ମାଣ କାମ ଶେଷ…

Continue Readingତାଳଚେର ସାର କାରଖାନାରେ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ

ଜିଲ୍ଲାର ସହିଦ୍ ବୀରପୁତ୍ରଙ୍କ ପାଇଁ ସ୍ମାରକୀ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କଲେ ଆର୍ଟିଷ୍ଟ ରଜତ

ଅନୁଗୁଳ: ଆଜି କାରଗିଲ ବିଜୟ ଦିବସ ଅବସରରେ ସ୍ଥାନୀୟ ବଅଁରପାଳ ବ୍ଲକ ଗାଙ୍ଗୀଯୋଡି ଗାଁର ଆଡଭେନଚର ଆର୍ଟିଷ୍ଟ ରଜତ ନାଥ ଜିଲ୍ଲାର ସହିଦ୍ ବୀରପୁତ୍ରଙ୍କ ପାଇଁ ସହିଦ୍ ସ୍ମାରକୀ ନିର୍ମିତ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଆଜିର ଦିନରେ କାରଗିଲ ଯୁଦ୍ଧରେ…

Continue Readingଜିଲ୍ଲାର ସହିଦ୍ ବୀରପୁତ୍ରଙ୍କ ପାଇଁ ସ୍ମାରକୀ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କଲେ ଆର୍ଟିଷ୍ଟ ରଜତ