ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ବାଣୀରୂପା ଷ୍ଟଡି ସେଣ୍ଟରର ଅପୂର୍ବ ସଫଳତା

ଅନୁଗୁଳ: ନିକଟରେ ପ୍ରକାଶ ପାଇଥିବା ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ବାଣୀରୂପା ଷ୍ଟଡି ସେଣ୍ଟରର ଛାତ୍ରଛାତ୍ରୀଙ୍କୁ ବିଶେଷ ସଫଳତା ମିଳିଛି। ଏହି ପରୀକ୍ଷାରେ ଷ୍ଟଡି ସେଣ୍ଟରର ୨୦ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏହି ସେଣ୍ଟରର ଛାତ୍ର…

Continue Readingଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ବାଣୀରୂପା ଷ୍ଟଡି ସେଣ୍ଟରର ଅପୂର୍ବ ସଫଳତା

ସାଇବର ଠକେଇରୁ ଅଳ୍ପକେ ବର୍ତ୍ତିଲେ ବିଜେପି ନେତା

ଅନୁଗୁଳ: ଗତ ଗୁରୁବାର ସଂଧ୍ୟାରେ ସାଇବର ଠକେଇରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ବିଜେପି ନେତା। ଖବର ଟି ଜଣାପଡ଼ିବା ପରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ନେତାଙ୍କର ଗୋଟିଏ ହୋଟେଲ୍ ରହିଛି। ସନ୍ଧ୍ୟାବେଳେ ଗୋଟେ ଅଜଣା ନମ୍ବରରୁ ଜଣେ ମହିଳାଙ୍କ…

Continue Readingସାଇବର ଠକେଇରୁ ଅଳ୍ପକେ ବର୍ତ୍ତିଲେ ବିଜେପି ନେତା

ଆନ୍ତର୍ଜାତୀକ ବାଘ ଦିବସ: ଭାରତରେ ଅଛନ୍ତି ୨୯୬୭ ମହାବଳ ବାଘ

ଅନୁଗୁଳ: ଆନ୍ତର୍ଜାତୀକ ବାଘ ଦିବସ ପାଳନ ଅବସରରେ ଅନୁଗୁଳ ବ୍ଲକ ଅନ୍ତର୍ଗତ ରନ୍ତଲେଇ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ଏକ ସଚେତନତା କାର୍ଯ୍ୟକ୍ରମର ଶୁକ୍ରବାର ଆୟୋଜନ କରାଯାଇଥିଲା। ପ୍ରକୃତି ପରିବେଶ ଓ ବନ୍ୟପ୍ରାଣୀ ସମିତି(ନିୟୁଜ୍) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ…

Continue Readingଆନ୍ତର୍ଜାତୀକ ବାଘ ଦିବସ: ଭାରତରେ ଅଛନ୍ତି ୨୯୬୭ ମହାବଳ ବାଘ

ଭିଜିଲାନ୍ସ କୋର୍ଟ ରୁମ୍‌ରୁ ଛ’ ଫୁଟ୍‌ର ଢ଼ାମଣା ଉଦ୍ଧାର

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ଦୁଇଟା ବେଳେ ଭିଜିଲାନ୍ସ କୋର୍ଟର ପିଅନ ସଞ୍ଜୟ ଜେନା ଦେଖିଲେ କୋର୍ଟ ରୁମ୍ ଭିତରେ ପ୍ରାୟ ଛ' ଫୁଟ୍ ଲମ୍ବର ଏକ ସାପ ଘୁରି ବୁଲୁଛି। ଖବର ଜଣାପଡିବା ପରେ କୋର୍ଟ ସାରା ହଇଚଇ ସୃଷ୍ଟି…

Continue Readingଭିଜିଲାନ୍ସ କୋର୍ଟ ରୁମ୍‌ରୁ ଛ’ ଫୁଟ୍‌ର ଢ଼ାମଣା ଉଦ୍ଧାର

ପୌରପାଳିକା କର୍ମଚାରୀଙ୍କୁ ପଦୋନ୍ନତି ଓ ସ୍ଥାନାନ୍ତାର

ଅନୁଗୁଳ: ଅନୁଗୁଳ ପୌରପାଳିକାର ତିନିଜଣ ଜୁନିଅର ଆସିଷ୍ଟାଣ୍ଟଙ୍କୁ ରାଜ୍ୟ ନଗର ଉନ୍ନୟନ ବିଭାଗ ପଦୋନ୍ନତି ଦେବାସହ ସ୍ଥାନାନ୍ତର କରିଛି।କର୍ମଚାରୀ ଗୌରିଶଙ୍କର ପ୍ରଧାନ, ଶୁଭାଶିଷ ମିଶ୍ର, ଏବଂ ଯୁଧିଷ୍ଠିର ବେହେରାଙ୍କୁ ସରକାର ସିନିୟର୍ ଆସିଷ୍ଟାଣ୍ଟ ପଦବୀକୁ ଉନ୍ନୀତ କରିଛନ୍ତି। ଗୌରିଶଙ୍କର ଓ ଶୁଭାଶିଷ…

Continue Readingପୌରପାଳିକା କର୍ମଚାରୀଙ୍କୁ ପଦୋନ୍ନତି ଓ ସ୍ଥାନାନ୍ତାର

ବିଦ୍ୟାଳୟରେ ୧୭ ଜଣଙ୍କ ବଦଳରେ ଅଛନ୍ତି ମାତ୍ର ୮ ଶିକ୍ଷକ, ସମସ୍ୟା ଦୂର କରିବାକୁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଭିଭାବକ

ଅନୁଗୁଳ: ସ୍ଥାନୀୟ ଅନ୍ତୁଳିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ନେଇ ଆଜି ଅଭିଭାବକମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଅଭିଭାବକଙ୍କ ଅଭିଯୋଗ ମୁତାବକ, ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ମୋଟ୍ ୩୦୪ ଜଣ…

Continue Readingବିଦ୍ୟାଳୟରେ ୧୭ ଜଣଙ୍କ ବଦଳରେ ଅଛନ୍ତି ମାତ୍ର ୮ ଶିକ୍ଷକ, ସମସ୍ୟା ଦୂର କରିବାକୁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଭିଭାବକ

ବେଆଇନ କାରବାର ଉପରେ ଚଢ଼ଉ

ପାଳଲହଡ଼ା: ପାଳଲହଡ଼ା ଉପଜିଲ୍ଲାପାଳ ସୁଶାନ୍ତ ପତିଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ବେଆଇନ କାରବାର ଉପରେ ଚଢ଼ଉ କରାଯାଇଥିଲା। ପାଳଲହଡା ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ, ଅବକାରୀ ଏସ୍‌ଆଇ ବିପିନ ସାହୁ, ଯୋଗାଣ ନିରୀକ୍ଷକ ପିଂଟୁ ବେହେରା ପ୍ରମୁଖ ଏହି…

Continue Readingବେଆଇନ କାରବାର ଉପରେ ଚଢ଼ଉ

ଟ୍ରକ ଟର୍ମିନାଲ୍ ପାଇଁ ପଟ୍ଟା ପ୍ରଦାନ

ଅନୁଗୁଳ: ଅନୁଗୁଳରେ ଏକ ଟ୍ରକ ଟର୍ମିନାଲ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ଶେଷରେ ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି। ଶାବଳଭଙ୍ଗା ମୌଜାରେ ୫ଏକର ଜାଗାରେ ଏହି ଟ୍ରକ ଟର୍ମିନାଲ ନିର୍ମାଣ ହେବା ଗତ ଏପ୍ରିଲ ମାସରେ ହୋଇଥିବା…

Continue Readingଟ୍ରକ ଟର୍ମିନାଲ୍ ପାଇଁ ପଟ୍ଟା ପ୍ରଦାନ

ହାଟରୁ ଟଙ୍କା ଚୋରିକରି ଛେଚା ଖାଇଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ସାପ୍ତାହିକ ହାଟରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ପକେଟରୁ ଟଙ୍କା ଚୋରିକରି ଛେଚା ଖାଇଲେ ଯୁବକ। ସୂଚନା ମୁତାବକ, ଜଳତାପ ଗାଁର କାଶିନାଥ ପ୍ରଧାନ ଗୁରୁବାର ସକାଳେ କୋଶଳା ସାପ୍ତାହିକ ହାଟକୁ ଜିନିଷ…

Continue Readingହାଟରୁ ଟଙ୍କା ଚୋରିକରି ଛେଚା ଖାଇଲେ ଯୁବକ

ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସରେ କର୍ମଶାଳା

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ଅନ୍ତୁଳିଆ ଉଚ୍ଚ ବିଦ୍ୟାଳୟଠାରେ ଗୁରୁବାର ପ୍ରକୃତି ସଂରକ୍ଷଣ ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସାମାଜିକ କର୍ମୀ ତଥା ଜଙ୍ଗଲପ୍ରେମୀ ରାଜେନ୍ଦ୍ର କୁମାର ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ତୁଳିଆ ଗ୍ରାମ ପଞ୍ଚାୟତ ସରପଞ୍ଚ…

Continue Readingବିଶ୍ବ ପ୍ରକୃତି ସଂରକ୍ଷଣ ଦିବସରେ କର୍ମଶାଳା